Browsing Category

ରାଜନୀତି

ଧାମନଗର ଏନଏସିର ୬ଟି ବୁଥରେ ଭୋଟ ଗଣଣା ଆରମ୍ଭ

ଭଦ୍ରକ: ଜିଲ୍ଲାର ଧାମନଗର ଏନଏସିରେ ପୁନଃମତଦାନ ହେବାର ଗୋଟିଏ ଦିନ ପରେ ଆସନ୍ତାକାଲି ସକାଳ ୬ଟା ଯାଏ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, ନିଷେଧାଦେଶ ନିର୍ଦ୍ଦେଶ ଗତକାଲି ରାତି ୯ ଟାରୁ କାର୍ଯ୍ୟକାରୀ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ ଟାରେ ଧାମନଗର…

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ: କଂଗ୍ରେସ

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ କହିଲା କଂଗ୍ରେସ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି। ଏହି ବିବାଦକୁ ଏଡ଼ାଇବାକୁ ଚୁଲି ଭଙ୍ଗାଯାଇଛି।ଖନନକୁ ନେଇ ଶାସକ ଦଳ ଲୋକସଭାରୁ…

ବିଜେଡିରେ ମିଶିଲେ ୩ କାଉନସିଲର ଓ ଜଣେ ସ୍ୱାଧୀନ କର୍ପୋରେଟର

ଭୁବନେଶ୍ୱର: ବିଜେଡିରେ ମିଶିଲେ ଜଟଣୀ ପୌର ପରିଷଦର ୩ ଜଣ ନବ ନିର୍ବାଚିତ ସ୍ୱାଧୀନ କାଉନସିଲର । ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ୧୨ ନମ୍ବର ୱାର୍ଡର କାଉନସିଲର ନୀଳିମା ସ୍ୱାଇଁ, ୬ ନମ୍ବର ୱାର୍ଡର କାଉନସିଲର ବିଷ୍ଣୁ ସାହୁ ଓ ୪ ନମ୍ବର ୱାର୍ଡ କାଉନସିଲର ଫେମିନା ବେଗମ ।…

ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ବାଣପୁର: ଥାନାରେ ମାଡ଼ ମାରିବା ମାମଲାରେ ଜାମିନ ଆବେଦନ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ବାଣପୁର ଜେ ଏମଏଫସି କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ବିଚାରପତି। ଏହାପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରିମାଣ୍ଡରେ ନେବା…

୧୨ ସମିତି ସଦସ୍ୟଙ୍କୁ ପୋଲିସ ତାଲା ପକାଇଥିବା ଅଭିଯୋଗ

ଗଞ୍ଜାମ : ମାର୍ଚ୍ଚ ୧୨ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଏକ ଉଚ୍ଚ ଡ୍ରାମା ଦେଖିବାକୁ ମିଳିଥିଲା ଯେତେବେଳେ ମତଦାନ ପୂର୍ବରୁ ୬ ଜଣ ସମିତି ସଦସ୍ୟ କୋଭିଡ -୧୯ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ କିଛି ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଏବେ…

BJP ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ: ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଜୟରାମ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ…

ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ : ତାରା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରରେ ନେତୃତ୍ୱ ସଂଙ୍କଟ କଥା କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରତିକ୍ରିୟା । ନିର୍ବାଚନ ଆସିଲେ ସଭାପତି ଅସୁସ୍ଥ ହୋଇପଡ଼ୁଛନ୍ତି, ଅର୍ଥ କାଢ଼ୁୂ ନାହାଁନ୍ତ ବୋଲି ତାରା କହିଛନ୍ତିି । ଆମେ ନେତୃତ୍ୱ ଅର୍ଥ ସଙ୍କଟର…

ସଂସଦ ଭବନରେ ଦଳୀୟ ସାଂସଦଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ…

ଗୃହରେ ମାନସ ପ୍ରସଙ୍ଗ: କ୍ରାଇମ୍‌ବ୍ରାଞ୍ଚ ନୁହଁ ସିବିଆଇ ତଦନ୍ତ ହେଉ: ସାଲୁଜା

ଭୁବନେଶ୍ୱର: ସୋମବାର ବିଧାନସଭାରେ ଉଠିଛି ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କାହିଁକି ଗିରଫ କରାଯାଇ ପାରୁନାହିଁ ବୋଲି ପ୍ରଶ୍ନ ଉଠିଛି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ମାନସଙ୍କ ମା' ମନ୍ତ୍ରୀ…

ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ପଦ ମର୍ୟ୍ୟାଦାର ସମସ୍ତ ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ। ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ କଡ଼ା ନିନ୍ଦା କରି ଏପରି ଭର୍ତ୍ସନା…