Browsing Category

ରାଜନୀତି

ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର-ବୈଜୟନ୍ତ-ସମ୍ବିତ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଗତ ୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆଗାମୀ ମାର୍ଚ୍ଚ ୨୪ ତାରିଖରେ ପୌର ପରିଷଦ ନିର୍ବାଚନ ପାଇଁ ରାଜ୍ୟର ୧୦୬ଟି ମ୍ୟୁନିସିପାଲଟି/ଏନ୍‌ଏସି ସମେତ ୩ଟି ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ପୌର ନିର୍ବାଚନ ପାଇଁ କେମିତି ପ୍ରଚାର ରଣନୀତି…

ବିଏମସିର ସମସ୍ତ ୧୨ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ

ଭୁବନେଶ୍ବର: ଶେଷ ହେଲା ପ୍ରର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଭୁବନେଶ୍ବର ମହାନଗର ନିଗମର ସମସ୍ତ ୧୨ ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ ରହିଛି । ୬୭ଟି ଓ୍ବାର୍ଡ ପାଇଁ ମୋଟ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ଜାରି ରହିଛି । ଯାଞ୍ଚ ବେଳେ ମୁଖ୍ୟତଃ…

କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତ ହୋଇଛନ୍ତି। ନିରଞ୍ଜନଙ୍କ ପେଟରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଜାରି ରହିଛି। ଏ ନେଇ ସୂଚନା ଦେଇଛନ୍ତି…

ଭୋଟ କିଣାବିକାର ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ କିଣା ବିକାର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଭୋଟ୍ କିଣା ବିକା ଚାଲିଛି । ମୂଲଚାଲ ହେଉଛି ଭୋଟ୍ । ଏନେଇ ତାଙ୍କ ପାଖରେ ତିନିଟି ଭିଡିଓ ରେକର୍ଡିଂ ରଖିଛନ୍ତି, ଠିକ୍ ସମୟରେ ପ୍ରକାଶ କରିବେ ବୋଲି କହିଛନ୍ତି ଅପରାଜିତା …

ଭୁବନେଶ୍ୱର ମହାନଗର ନିଗମ: ଆଜି ୯୦ କର୍ପୋରେଟର,୧୨ ମେୟର ପ୍ରାର୍ଥୀ ଙ୍କ ମନୋନୟନ ପତ୍ର ଦାଖଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ନିମନ୍ତେ ଆଜି ଆଉ ୯୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ୪୦ ଜଣ…

କଡ଼ାକଡ଼ି ପାଳନ ହେବ ଷ୍ଟ୍ରଙ୍ଗରୁମ୍ ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍…

ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର…

ବିଜେଡିରେ ମିଶିଲେ ସାଂସଦ ଅପରାଜିତାଙ୍କ ନୋମିନି

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପିକୁ ପୁଣି ଏକ ଝଟ୍‌କା । ପୌର ନିର୍ବାଚନକୁ ନେଇ ଦଳରେ ପ୍ରାର୍ଥୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୋମିନି ତଥା ବିଜେପି ନଗର ସଭାପତି ଅବନୀକାନ୍ତ ଜେନା ବିଜେପି ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି । …

ପ୍ରାର୍ଥୀପତ୍ର ଦାଖଲ କଲେ ଭୁବନେଶ୍ୱର ଓ କଟକର ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀ

ଭୁବନେଶ୍ବର: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦୁଇ ମହାନଗର ନିଗମ ଭୁବନେଶ୍ୱର ଓ କଟକର ବିଜେଡି ଓ ବିଜେପିର ମେୟର ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଭୁବନେଶ୍ୱର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଓ ବିଜେପିର ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ…

୪୪୭୫ ବୁଥରେ ୪୨ ଲକ୍ଷ ଭୋଟର କରିବେ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ଆଜି ନାମାଙ୍କନପତ୍ର ଦାଖଲ ଶେଷ ଦିନ ହୋଇଥିବାରୁ ତିନି ପ୍ରମୁଖ ରାଜେନୖତିକ ଦଳଙ୍କ ପ୍ରାର୍ଥୀଙ୍କ ସମେତ ଅନ୍ୟମାନେ କରୁଛନ୍ତି ପ୍ରାର୍ଥିପତ୍ର ଦାଖଲ । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ…