Browsing Category

ରାଜନୀତି

ପୌର ନିର୍ବାଚନ: ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା, ବ୍ୟବହୃତ ହେବ ଇଭିଏମ୍‌

ଭୁବନେଶ୍ୱର : ଚଳିତ ବର୍ଷ ପୌର ନିର୍ବାଚନ ଇଭିଏମ୍ ମାଧ୍ୟମରେ ହେବ। ସେହିପରି ପୌରାଧ୍ୟକ୍ଷ ଓ ମେୟର ସିଧାସଳଖ ନିର୍ବାଚିତ ହେବେ। ଗୁରୁବାର ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଅବସରରେରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି । ପ୍ରତି…

ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା

ବ୍ରହ୍ମଗିରି: ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିବା ସୂଚନା । ବ୍ରହ୍ମଗିରି ବ୍ଳକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ସଂଘର୍ଷ । ସମସ୍ତ ଗୁରୁତର ଗୋଟିଏ ଦଳର ହୋଇଥିବା ସୂଚନା ମିଳିଛି । …

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

କଟକ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି । ହାଇକୋର୍ଟରୁ ଟୁଡ଼ୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାମଲାରେ ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ…

ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ୍ ଆଗରେ ବିଜେପିର ଧାରଣା

ଭୁବନେଶ୍ବର ୯।୨: ଗୁରୁବାର ୧୦୭ ପୌର ପରିଷଦ ଏବଂ ୩ ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଲା ଭାରତୀୟ ଜନତା ପାର୍ଟି । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ନିର୍ବାଚନ…

ସଂସଦରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର କୋଇଲା ଏବଂ ମାଇନିଂରେ ସଂସ୍କାର ଆଣୁଛି । ଆଉ…

ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଟକାଇଛି ପୋଲିସ । ରାଲିକୁ ବାଧା ଦେବାରୁ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ଗିରଫ କରିଛି…

ଉଷୁନା ଚାଉଳ ନ ଉଠିବା ପ୍ରତିବାଦରେ FCI କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେଡି

ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଚାଉଳ କିଣା ପ୍ରସଙ୍ଗରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ।ଚାଷୀକୂଳର ଭାବନା ସହ ଖେଳ ଖେଳୁଛନ୍ତି କେନ୍ଦ୍ର ସରକାର। ଏନେଇ FCI କାର୍ଯ୍ଯାଳୟ ଆଗରେ ଗଣଧାରଣା ଦେଇଛି ବିଜେଡି । ଦଳ ଅଭିଯୋଗ କରିଛି ଯେ,…

ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ । ପ୍ରାର୍ଥୀମାନେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ, ହେଭିୱେଟ୍ ନେତା ମଧ୍ୟ ନିଜ ଗଡ ବଞ୍ଚାଇ ରଖିବାକୁ ରୀତିମତ ଚେଷ୍ଟା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ଜିଲ୍ଲା ପରିଷଦ ପ୍ରଚାର ପାଇଁ ପ୍ରଦେଶ…

ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା

ଭୁବନେଶ୍ୱର :ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ…

ଚାଷୀଙ୍କ ସହ ଖେଳୁଛନ୍ତି କେନ୍ଦ୍ର ସରକାର, ଗଣଧାରଣା ଦେବ ବିଜେଡି

ଭୁୂବନେଶ୍ୱର: ବଳକା ଉଷୁନା ଚାଉଳ ନେଇ ପୁଣି ବିଜେପି ବିରୋଧରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ । ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି…