Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ!-->…
ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ
ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ।
ଚିତ୍ତରଞ୍ଜନ ନିଜ ଇସ୍ତଫା ପତ୍ର ଦଳର!-->!-->!-->…
କଂଗ୍ରେସ ଦଳରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ବହିଷ୍କୃତ
ଭୁବନେଶ୍ୱର: କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।
ନିଜ ସାନ ପୁଅ ବିଜେଡିର ଭୁବନେଶ୍ୱର ସାଂସଦ!-->!-->!-->…
ପଦ୍ମ ଧରିଲେ ବିଜେଡି ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଭାସ ସିଂ
ନୂଆଦିଲ୍ଲୀ: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ପଦ୍ମ ଧରିଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରଭାସ କିଛି ଦିନ ତଳେ ବିଜେଡି ଛାଡିଥିଲେ।
ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ବିଜେଡି ଦଳରେ ଆଉ!-->!-->!-->…
ବିଜେଡି ରେ ମିଶିଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା
ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।
!-->!-->!-->…
ବିଜେପିର ପୋଷ୍ଟର ବୟ ସାଜିଛନ୍ତି ଜନବିରୋଧୀ ପ୍ରଦୀପ, ପ୍ରଶାନ୍ତ
ଭୁବନେଶ୍ଵର: ରାଜ୍ୟରେ ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ବୋଲି କହିଛନ୍ତି ସ୍ଵୟଂ!-->…
ନବୀନ ନିବାସରେ ଭୋଗରାଇ ବିଧାୟକ
ଭୁବନେଶ୍ୱର : ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ l ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ ଅନନ୍ତ ଦାସ l ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସକୁ ଯାଇଥିଲେ । ଏବେ ସୁଦ୍ଧା ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ ।
ତେଣୁ ପୁଅ ପାଇଁ ଲବି!-->!-->!-->…
ବିଜେପିରେ ସାମିଲ ହେଲେ କାର୍ ଖାନା ଭାଉଜ
ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ । ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଏହି ଦୁଇ ଯା’ଙ୍କୁ ଦଳକୁ ସ୍ଵାଗତ କରିଥିଲେ ।
ଗତ!-->!-->!-->…
ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ
ଭୁବନେଶ୍ଵର: ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସ୍ଵାମୀ ସରୋଜ ପାଣିଗ୍ରାହୀଙ୍କ ସହ ଆସି ବିଜେପିରେ ସାମିଲ ହେଲେ । ଗତ ୪ ଦିନ ତଳେ ବିଜେଡି ଛାଡିଥିଲେ ଜ୍ୟୋତି ।
ବିଜେଡି ଆଉ ପୂର୍ବଭଳି ବିଜେଡି ହୋଇ ରହିନାହିଁ । ଆଗ ଭଳି!-->!-->!-->…
ହିଞ୍ଜିଳି ରେ ରଜନୀକାନ୍ତ ପାଢି ହେଲେ କଂଗ୍ରେସ ବିଧାୟକ ପ୍ରାଥୀ : ସମର୍ଥକ ମଧ୍ୟରେ ଖୁସୀର ଲହରୀ
ହିଞ୍ଜିଳିକାଟୁ ୧୫!୪ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟ ରେ କଂଗ୍ରେସ ତାର ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ଏହି କ୍ରମ ରେ ୧୩୧ ନମ୍ବର ହିଞ୍ଜିଳି ବିଧାନସଭା ଆସନ ପାଇଁ ରଜନୀକାନ୍ତ ପାଢି ଙ୍କୁ ଦଳ ତରଫରୁ ପ୍ରାଥୀ କରାଯାଇଛି.ଯାହାକୁ ନେଇ କିଏ ପାଇବ କଂଗ୍ରସ ଟିକେଟ ତାର!-->…