Browsing Category

ରାଜନୀତି

ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ…

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍  ଅନୁଷ୍ଠିତ ହୋଇଛି  । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ବିଜେପିର ପୂର୍ବତନ…

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମରେ ସାମିଲ ହେଲା ପୁରୀ ଓ ନୟାଗଡ଼ ଜିଲ୍ଲା…

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…

ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ ।…

ବିଜେଡି ଶାସନରେ ଅତିଷ୍ଠ ସାଧାରଣ ଲୋକ ବିଜେପି ମୁହାଁ : ସମୀର ମହାନ୍ତି

ଭୁବନେଶ୍ୱର: ଦିନକୁ ଦିନ ସରଗରମ ହେଉଛି ରାଜନୈତିକ ମାହୋଲ । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବୟାନବାଜି ସେତେ ଜୋର ଧରୁଛି । ଓଡ଼ିଶାରେ ବିଜେପି-ବିଜେଡି ଯେମିତି ବାକ ଯୁଦ୍ଧ ଚାଲିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଆଜି ଜାତୀୟ ରାଜପଥର ମନ୍ଥର…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ୪୧ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୭ ସାଂସଦଙ୍କୁ…

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି । ତାରିଖ ଘୋଷଣାର କିଛି ଘଣ୍ଟା ପରେ ହିଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୪୧…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ…

ସୁନ୍ଦରଗଡ଼ //ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ…