Browsing Category

ରାଜନୀତି

ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକ କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା’ର ସଫଳତା ହୁଏ ନାହିଁ । ଏଥି ପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତା ପରେ ମଧ୍ୟ ଗୋଟିଏ ହେଲେ ନିଜସ୍ୱ ଯୋଜନାର ଆରମ୍ଭ କରିବାରେ ବିଫଳ

ବିଜେପି-ବିଜେଡି ଗୋଟେ: ନରସିଂହ

ଭୁବନେଶ୍ୱର: ବିଜେଡି-ବିଜେପିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ କଟାକ୍ଷ । ବିଜେଡି ସମଦୂରତା କଥା କହୁଛି,କାର୍ଯ୍ୟରେ ବିଜେପି ସହ ଅଛି । ବିଜେପି ଓଡିଶାରେ ୫ଟି ସଚିବଙ୍କ ବିରୋଧରେ କହୁଛି । କେନ୍ଦ୍ରରେ ବିଜେପି ସରକାର ଚାହିଁଲେ କେନ୍ଦ୍ରକୁ ଡାକି ନେଇପାରିବେ । ତାହା ନକରି

ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ

ଭୁବନେଶ୍ବର: ନିଲମ୍ବନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ। ସେ କହିଛନ୍ତି ୨ ଦିନ ତଳେ ମୁଁ ନିଲମ୍ବନ ନୋଟିସ ପାଇଲି। ଦଳ ବିରୋଧୀ ପାଇଁ ମୋତେ ନିଲମ୍ବନ କରାଯାଇଛି। ମୁଁ କଂଗ୍ରେସ ପରିବାରର ଲୋକ। କଂଗ୍ରେସ ସ୍ୱାଧୀନତା

ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକ

ଭୁବନେଶ୍ୱର : ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ । ଆସନ୍ତାକାଲି ବିଜେଡିର ସଂସଦୀୟ ବୈଠକରେ ହେବ ନିଷ୍ପତ୍ତି । ନବୀନ ନିବାସରେ କାଲି ସଂଧ୍ୟାରେ ବସିବ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସଂସଦ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଦଳ ଉଠାଇବ, ତାହା

କଂଗ୍ରେସରୁ ସସପେଣ୍ଡ ପରେ ମୁହଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ୍‌

ଭୁବନେଶ୍ବର: ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ସ୍ବର ଉଠିଛି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳଙ୍କୁ ଶନିବାର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିଲମ୍ବନ ପରେ ପିସିସି ବିରୋଧରେ ଦଳର ନେତା ମୁହଁ ଖୋଲିଛନ୍ତି। ଦଳର

ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ

ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା, ବିଜେଡିରେ ସର୍ବାଧିକ: ଏଡିଆର୍

ଭୁବନେଶ୍ୱର: ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ସତ୍ୟପାଠ ଦେଇଛନ୍ତି ।

ବିଜେପିରେ ମିଶିଲେ ଚିଲିକାର ବିଜେଡି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି ବିଜେପିର ମିଶ୍ରଣ ପର୍ବ। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ

୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏବେ ତତ୍ପର ହୋଇଛି। ଏଥିଲାଗି ସାରାଦେଶରେ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଜାରି ରହିଛି। ଯେଉଁ ସବୁ ସ୍ଥାନରେ ଗତ ଥର ଦଳ ହାରିଥିଲ, ସେହି ସ୍ଥାନରେ ବିଜେପି କିପରି ବୁଥ୍ ସ୍ତରରେ ମଜବୁତ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି।

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସ୍ ପରେ ନିଲମ୍ବନ । କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଏଆଇସିସି ଉଭୟଙ୍କୁ ଦଳରୁ ସସପେଣ୍ଡ କରିଛି । ମେ ମାସ