Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଚୋରା ବାଲି ସମ୍ରାଟ ପଛରେ ଥିବା ଅଦୃଶ୍ୟ ଶକ୍ତିର ଅଧିକାରୀ କିଏ..? ଧିରେ ଧିରେ ଗୁମର ଖୋଲୁଛି ପୋଲିସ…
ପୋଲିସ କବ୍ଜା ରେ ମାଫିଆର ଦୁଇ ସହଯୋଗୀ...
ମୁଖା ପିନ୍ଧି ଆସି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ
ବଲାଙ୍ଗୀର : ୭ରୁ ୮ ଜଣ ଯୁବକ ମୁଖା ପିନ୍ଧି ବାଇକ୍ରେ ଆସିଲେ। ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ହାଣି ପଳାଇ ଗଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ଆଜି…
ବ୍ରାଉନସୁଗର ବେପାରୀ ଗିରଫ, ୪୧ ଗ୍ରାମ ବ୍ରାଉନସୁଗର ଜବତ…
ତାଳଚେର: ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ ।
ସୂଚନା…
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ…
ଅନୁଗୁଳ: ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ଵାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସ୍ତ୍ରୀ ନାଁରେ ଥାନାରେ ଏତଲା ।…
ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ…
ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ।
ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ…
ସିଆରପିଏଫ୍ କ୍ୟାମ୍ପରେ ସବ୍ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା
ନୂଆପଡ଼ା: ବୋଡେନ୍ ଥାନା ଖଡୁପାଣି ସିଆର୍ପିଏଫ୍ କ୍ୟାମ୍ପରେ ଅଘଟଣ। ନିଜ ବନ୍ଧୁକରୁ ଗୁଳିକରି ୧୯ନଂ ବାଟାଲିଅନ ସବ୍ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା। ମୃତକ ସବ୍ ଇନ୍ସପେକ୍ଟର ହେଲେ ଡି. ଗୁଣଶେଖରନ୍। ସେ ତାମିଲନାଡୁ ବାସିନ୍ଦା। କ୍ୟାମ୍ପରେ ନିଜ ଡ୍ୟୁଟି ସମୟରେ…
ଗଞ୍ଜେଇ ଚୋରା ଚାଲାଣ ବେଳେ, ୪ ଜଣ ଗିରଫ…
ଭୁବନେଶ୍ବର : ଥମୁନି ନୀଳ ଜହର କାରବାର । ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ କରିଥିଲା । ଫଳରେ ୬୬ କେଜିର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ ଜଣଙ୍କୁ…
ସମ୍ପର୍କୀୟ ପରିଚୟ ଦେଇ ଚୂନ ଲଗାଇଦେଲା ସାଇବର ଠକ…
ଯାଜପୁର : ସମ୍ପର୍କୀୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲା ସାଇବର ଠକ । ଠକକୁ ଗିରଫ କରିଛି ଯାଜପୁର ପୋଲିସ୍ । ଫୋନରେ ଏମିତି ଭାବରେ କଥା କହୁଥିଲା କି ଯେମିତି ଅତି ନିକଟ ସମ୍ପର୍କୀୟ । ଏମିତି କରି ଅନେକ ଲୋକଙ୍କ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।…
ପାରିବାରିକ କଳହକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବୁଲିଲା କାତି : କାତି ଚୋଟରେ ଯୁବକ ଗୁରୁତର, ଆକ୍ରମଣକାରୀ ୨ ଭାଇ…
ହିଞ୍ଜିଳିକାଟୁ, ତା ୨୯/୧୦(): କୁମାର ପୂର୍ଣ୍ଣିମା ପାଇଁ ଚାରିଆଡେ ଚାଲିଥିଲା ଆନନ୍ଦ ଉଲ୍ଲାସର ମାହୋଲ। ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳରେ ସମସ୍ତେ ମସଗୁଲ ଥିଲେ। ହଠାତ୍ ପାରିବାରିକ କଳହକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଉଭୟ ଗୋଷ୍ଠୀଙ୍କ!-->…
କାଲିମେଳା ପୋଲିସ କୁ ବଡ଼ ସଫଳତା। ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ…
ମାଲକାନଗିରି // କାଲିମେଳା ୨୯/୧୦ କାଲିମେଳା ପୋଲିସ କୁ ବଡ଼ ସଫଳତା,ଟାଟା ଆଇଚର ଟ୍ରକ ସହ ୪୯୬ କେଜି ଗଂଜେଇ ଜବତ ଓ ଡ୍ରାଇଭର ଗିରଫ। ମହାରାଷ୍ଟ୍ର ର ଲାଟୁର ଜିଲ୍ଲା ର ଘାରୋଲା ଚାକୁର ଗ୍ରାମର ଶେଖ ଅଫସର ମେହେବୁବ ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ଦ୍ଵାରା ଗିରଫ କରାଯାଇଛି।!-->!-->!-->…