Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଅନ୍ଧ ବିଶ୍ୱାସ :୨୦ ଘଣ୍ଟାରୁ ଅଧିକ ସମୟ ଧରି ଶବକୁ ଘରେ ରଖି ବସିଛନ୍ତି ପରିବାର ଲୋକେ…
ରେଢାଖୋଲ: ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ପରିବାର ଲୋକେ ମାନିବାକୁ ଅରାଜି । ଗୁଣି ଗାରେଡି ଯୋଗୁ ଅଚେତ୍ ହୋଇଯାଇଥିବା କଥାକୁ ବିଶ୍ୱାସ କରି ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଶବକୁ ଧରି ଘରେ ବସି ରହିଛନ୍ତି ପରିବାର ଲୋକେ । ଗତକାଲିଠାରୁ…
କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ… !
ହିଞ୍ଜିଳିକାଟୁ,: ତା ୨୨/୯: ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ୯ ନମ୍ବର କେନାଳରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡା ସାହିର କୃଷ୍ଣ ସାହୁ। ଏ ନେଇ ମୃତକଙ୍କ ଶଶୁର!-->…
ନିସର୍ତ୍ତ ର ପ୍ରଭାବ-ଆସିକା ଚିନିଶିଳ୍ପର ଧର୍ମ କାଣ୍ଟା ଅଚଳ ଅଧର୍ମ କାମ ଚାଲିଛି..!
ଖବର ପ୍ରକାଶ ପରେ ମାନିଲା ପ୍ରଶାସନ ଦୁର୍ନୀତି କୁ ନେଇ ଜିଲାପାଳ ଙ୍କୁ ଚିଠି....
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା…
ଶେରଗଡ଼ : ଅଶାନ୍ତ ଗଞ୍ଜାମ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା l ଏମିତି ଏକ ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଂଚାୟତ ଅନ୍ତର୍ଗତ ଲଷ୍ମୀନୃସିଂହପୁର ଗ୍ରାମରେ l ସୂଚନା ଅନୁସାରେ ଲଷ୍ମୀନୃସିଂହପୁର ଗ୍ରାମର ଡମ୍ବ!-->…
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲାେକ…
ରାଉରକେଲା:ଆରଏସପି ପ୍ରଶାସନିକ ଭବନ ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା ଏବଂ କେଉଁ…
ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା…
ଭୁବନେଶ୍ୱର: ରାଜଧାନୀରେ ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ…
ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା…
କଟକ: ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ…
ମାଷ୍ଟରକ୍ୟାଣ୍ଟିନ ନିକଟରେ ଯୁବକଙ୍କୁ ମାରି ରାସ୍ତା ଉପରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ…
ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ବୟସ ୩୫ ପାଖାପାଖି ହେବ । ତେବେ ଏହି ଯୁବକଜଣକ କିଏ ଏବଂ ଏଠାକୁ ତାଙ୍କର ମୃତଦେହ କେମିତି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର…
ଯାଜପୁରରେ ସୁନା ଅଳଙ୍କାର ଓ ମୋବାଇଲ ଲୁଟ ଘଟଣା : ୪ ଲୁଟେରା ଗିରଫ…
ଯାଜପୁର: ଯାଜପୁର ପୋଲିସକୁ ବଡ ସଫଳତା ମିଳିଛି । ଘରେ ପଶି ସୁନା ଅଳଙ୍କାର ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଏହି ଲୁଟେରା ଗ୍ୟାଙ୍ଗ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରେ ପଶି ସୁନା , ରୂପା ଅଳଙ୍କାର ଓ ମୋବାଇଲ ଫୋନ୍ ଲୁଟି…
ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ: ୩ ଗିରଫ…
ସୁବର୍ଣ୍ଣପୁର: ମୃତକର ନଖ, ଚମଡା ଓ ଚୁଟି ଧରାଇ ଦେଲା ହତ୍ୟାକାରୀ । ହତ୍ୟା କରି ତଥ୍ୟ ଲୁଚାଇଥିବା ୩ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତକ ହେଲେ ସମ୍ୱଲପୁର ଜିଲ୍ଲା ବେହେରା ମୁଣ୍ଡା ଗାଁର କୃଷ୍ଣଚନ୍ଦ୍ର ଭୋଇ ।
ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ରାଜନଗର…