Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ଆନନ୍ଦପୁର : ଆନନ୍ଦପୁର ସହରର କଚେରୀ ବସଷ୍ଟାଣ୍ଡ ନିକଟସ୍ଥ ଏକ ଗଛରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଟେଲିଫୋନ କେବୁଲରେ ଝୁଲୁଥିବା ବେଳେ ନିକଟରେ ତାଙ୍କ ଚପଲ ଦୁଇଟି ପଡ଼ିରହିଛି । ଯୁବକଙ୍କ ବୟସ ୨୫ ରୁ ୩୦ବର୍ଷ ମଧ୍ୟରେ ବୋଲି!-->…
ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ
ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ ପରିବାରର ସଦସ୍ୟ ମାନେ କୌଣସି କାମରେ ଜୟପୁର ବାଲିସାହି!-->…
ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ ‘ଗୋଲଡେନ ବାବା’ ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍ ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ!-->…
୩୦ ଲକ୍ଷରୁ ଊର୍ଦ୍ଧ୍ଵ ମାଣ୍ଡିଆ ହେରଫେରରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରଚୁର ମାଣ୍ଡିଆ ଚାଷ ହେଉଥିବାରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡିଶା ଲିମିଟେଡ୍ ସଂସ୍ଥାକୁ ଚାଷୀ ମାନଙ୍କ ଠାରୁ ମାଣ୍ଡିଆ ଖରିଦ କରିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏହି ମାଣ୍ଡିଆ ବାଟମାରଣା ହେଇଥିବା ଅଭିଯୋଗ ହୋଇଥିବା ବେଳେ ଏଥିରେ!-->!-->!-->…
ମା’କୁ କଟୁରୀରେ ହାଣିଦେଲା ପୁଅ…
ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ ସାନପୁଅ ଅଂଶୁମାନ ଓରଡଫ ହାପିନା । ସକାଳୁ!-->!-->!-->…
ବିଡିଓଙ୍କ ଜାଲ ଦସ୍ତଖତ କରି ଠକିନେଲେ ୧୫ ଲକ୍ଷ
ଟାଙ୍ଗୀ : ଠିକାଦାର ବିଡିଓଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଠକି ନେଲେ ୧୫ ଲକ୍ଷରୁ ଅଧିକ ଟଙ୍କା । ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷଙ୍କ ସ୍ୱାମୀ କିଶୋର ବେହେରା । ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ । ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ!-->…
ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ…
କରଞ୍ଜିଆ: ଶିକାରୀ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ମୃତ । ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀଙ୍କ ମୃତ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍ ଅଞ୍ଚଳରେ ଘଟିଛି ଘଟଣା । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ!-->…
ନକଲି ଶିକ୍ଷକ ବିରୋଧ ରେ ଆରମ୍ଭ ହେଲା ଆକ୍ସନ୍ : ୧୩ହଜାର ଶିକ୍ଷକଙ୍କ ସାର୍ଟିଫିକେଟ୍ରେ ତାଳମେଳ ନାହିଁ…
ଘଣ୍ଟ ଘୋଡାଉଛନ୍ତି ଡି ଇ ଓ ଏବଂ ବି ଇ ଓ...!
ପେନ୍ ହସପିଟାଲରେ ଅଗ୍ନିକାଣ୍ଡ
ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତି ସମୟରେ ସେଠାରେ ନିଆଁ ଲାଗି ଯାଇଥିଲା। ସାରା ଅଞ୍ଚଳ ଧୁଆଁମୟ!-->…
ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ବ୍ୟବସାୟ
ଭୁବନେଶ୍ୱର: ସରକାରୀ କ୍ୱାର୍ଟର୍ସରେ ଚାଲିଛି ବିଭିନ୍ନ ପ୍ରକାରର ବ୍ୟବସାୟ । ଭିତରେ ଅବାଧ ପ୍ରବେଶ କରି କ୍ୱାର୍ଟର୍ସ ଭିତରେ ବ୍ୟବସାୟ କରୁଛନ୍ତି ନା ଭଡାରେ ନେଇ ବ୍ୟବସାୟ କରୁଛନ୍ତି । ସେନେଇ ତ ପ୍ରଶ୍ନ ଉଠୁଛି । ଏସବୁର ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ।
ରାଜମହଲ ଛକରେ!-->!-->!-->…