Browsing Category

ଅପରାଧ

ରାତିରେ ବୁଦ୍ଧ ପାର୍କ ନିକଟରେ ଜାଳିଦେଲେ ଦୁଇ ଦାମୀ କାର

ଭୁବନେଶ୍ୱର: ଦୁଇ ଦାମୀ କାରରେ ନିଆଁରେ ଲଗେଇଲେ ଦୁର୍ବୃତ୍ତ। ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ପାର୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇଟି ଦାମୀ କାରକୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ୍ ଓ

ଛୁଆ ଚୋରି ନେଇ ଏମ୍‌କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା…

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ(ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ)ରେ ହାଇଡ୍ରାମା। ଲୁହ ଛଳଛଳ ହୋଇଥିବା ମହିଳାଙ୍କ ଛୁଆ ଚୋରି ଅଭିଯୋଗ ପରେ ନାକେଦମ ହେଲା ପୁଲିସ। ୩ଘଣ୍ଟା ଧରି ପୁଲିସ ନାକେଦମ ହୋଇ ତଦନ୍ତ କରିବା ପରେ ସମ୍ପୃକ୍ତ ମହିଳାଙ୍କ

ମହାନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଆଠଗଡ଼: ମହାନଦୀ କୂଳରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ଦେଖି ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯଇଛି। ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଞ୍ଚି

ଭିଜିଲାନ୍ସ ଜାଲରେ ଗାଇସିଲେଟ ଥାନା IIC, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବରଗଡ଼ : ଗାଇସିଲେଟ ଥାନା ଆଇ ଆଇ ସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଇ ଆଇ ସି ବୀରବର ଭଗତଙ୍କ ସରକାରୀ ଓ ବେସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଗାଇସିଲେଟ ଥାନା , ସରକାରୀ ବାସଭବନ ସହ ସମ୍ବଲପୁରରେ

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ…

ହିଞ୍ଜିଳିକାଟୁ ୨୨।୫ ହିଞ୍ଜିଳି ଥାନା ଅଞ୍ଚଳ ର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ଅଜଣା ଫୋନ ନମ୍ବର ରୁ ଫୋନ କଲ ଆସିଥିଲା। ଜଣେ ଯୁବକ

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ…

ଫୁଲବାଣୀ // ବାଲିଗୁଡା :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ

କୋଇଲା ମାଫିଆଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ

ଭଦ୍ରକ : ପୋଲିସକୁ ଆକ୍ରମଣ କଲେ କୋଇଲା ମାଫିଆ । ଚାନ୍ଦବାଲି ମତୋରେ ଗତକାଲି କୋଇଲା ଚୋରା ଚାଲାଣ ବେଳେ ପୋଲିସ ବିରୋଧ କରିବାରୁ ଓଲଟା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି କୋଇଲା ମାଫିଆ । ଗତକାଲି ଦୃତଗତିରେ ଯାଉଥିବା ଚୋରା କୋଇଲା ପିକପ ଭ୍ୟାନଟି ଟ୍ରାକ୍ଟରକୁ ଧକ୍କା ଦେଇ ରାସ୍ତା ତଳକୁ

ରୋଗୀଣା ବାପାଙ୍କୁ ଦେଖିବାକୁ ଯାଇ ପୁଅ ନିଖୋଜ…

ରାୟଗଡା //କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କଣ୍ଡାସାହିର ରୋଗୀଣା ବାପା କୋଡୁରୁ ଆପାରାଓଙ୍କୁ ଦେଖିବା ପାଇଁ ଯିବା ପୁଅ କୋଡୁରୁ ବିନୋଦ(୨୫) ନିଖୋଜ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ରୋଗୀଣା ବାପା କୋଡୁରୁ ଆପାରାଓ ବହୁ ଦିନ ଧରି କର୍କଟ ରୋଗରେ