Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ: ୨ ମୃତ, ୨ ଗୁରୁତର
ଯୋଡ଼ା : ଚମ୍ପୁଆ ଥାନା ରାମଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।
ଗତ ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଏକ ବିବାହ ଭୋଜିରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କୋଇଡ଼ା ଥାନା!-->!-->!-->…
ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର :ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସଞ୍ଜୟଙ୍କ ଘର, ଅଫିସ୍ ସମେତ ମୋଟ ୭ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରର, ମୟୂରଭଞ୍ଜ ଓ!-->!-->!-->…
ଦୁଇ ଫେରାର ନିଶା ବେପାରୀଙ୍କ ଘରେ ନୋଟିସ ଲଗାଇଲା ନାଗପୁର ଓ ମାଲକାନଗିରି ପୁଲିସ…
ମାଲକାନଗିରି, ୧୬।୫ ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗ୍ରାମର ମନୋଜ ମାଡକାମୀ ନାମକ ବ୍ୟକ୍ତିଙ୍କ ନାମରେ ନାଗପୁର ସହର କାଲମାନା ଥାନରେ ଏନ୍ଡିପିଏସ୍ ମାମଲା ରହିଥିବା ବେଳେ ନାଗପୁର ପୁଲିସ ମନୋଜକୁ ଖୋଜୁଥିବାରୁ ସେ ଫୋରର ରହିଛି । ତେବେ ବାରମ୍ବାର ନୋଟିସ ପରେ ମଧ୍ୟ ଅଭିଯୁକ୍ତ!-->!-->!-->…
ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ
ଯାଜପୁର: ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ରାଧାଦେଇପୁରରେ ଅଘଟଣ। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲିଳ ସମାଧି। ନଦୀକୁ ଗାଧୋଇବାକୁ ତିନି ଜଣ ଯୁବକ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀରେ ବୁଡି ଯାଇଥିଲେ।
!-->!-->!-->…
ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ, ୩ ଗିରଫ
ଭୁବନେଶ୍ୱର: ସ୍କାଏ ଲାଇଟ୍ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ। ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ଫେଲ୍ ମାରିଥିଲା ସେମାନଙ୍କ ଉଦ୍ୟମ। ଆଉ ଶେଷରେ ସେମାନେ ପୁଲିସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱରରେ ପାହାଳ ଥାନା ହଂସପାଳ ଛକରେ ଥିବା ବ୍ୟାଙ୍କ ଅଫ!-->…
ସୁନା ସୋ’ରୁମରୁ ଚୋରି ଘଟଣା: ୩ ଡକାୟତଙ୍କ ଫଟୋ ଜାରି…
ଯାଜପୁର: ଯାଜପୁରରୋଡ ଥାନା ବ୍ୟାସନଗରରେ ସେନକୋ ଗହଣା ସୋ’ରୁମ୍ରୁ ଡକାୟତିମାନେ ଲୁଟ୍ କରିଥିବା ୧୫ କିଲୋ ସୁନା ଅଳଙ୍କାର ନେଇ ପୁଲିସ ଡକାୟତମାନଙ୍କର ଫଟୋ ଜାରି କରିଛି। ଘଟଣା ଦିନ ଲୁଟ୍ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ତଦନ୍ତ ବେଳେ!-->…
ଭୁବନେଶ୍ବରରେ ଫ୍ଲାଟ ଦେବା ନାମରେ ଠକେଇ, କଂପାନି ପରିଚାଳନା ନିର୍ଦ୍ଦେଶକ ଗିରଫ
ଭୁବନେଶ୍ବର: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର!-->…
ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ
ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି!-->…
ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ପାଇଁ ଉଦ୍ୟମ ହୋଇଥିଲା । ଏଥିରେ ତିନି ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ।
!-->!-->!-->…
ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ
କୋରାପୁଟ: ବାପା ଟାଙ୍ଗିଆ ଚୋଟରେ ପୁଅ ମୃତ । ଦାମନଯୋଡ଼ି ଥାନା ଆମ୍ବଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାପାର ଟାଙ୍ଗିଆ ଚୋଟରେ ପୁଅ ସୁରେନ୍ଦ୍ର ବୁଡିଆର ମୃତ୍ୟୁ ଘଟିଛି। ମୃତ ସୁରେନ୍ଦ୍ର ବୁଡ଼ିଆଙ୍କ ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି।
ପାରିବାରିକ କଳହ କିମ୍ବା ମାତ୍ରାଧିକ!-->!-->!-->…