Browsing Category

ଅପରାଧ

ବଡ଼ବିଲରେ ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ସ୍ପଷ୍ଟ ଦିବାଲୋକରେ ଗୁଳି କରି ଯୁବକଙ୍କୁ ହତ୍ୟା । ବଡ଼ବିଲ ୬ ନମ୍ବର ୱାର୍ଡ଼ରେ ଏହି ଗୁଳିକାଣ୍ଡ ହୋଇଛି । ମୃତକଙ୍କ ନାଁ ସୁନୀଲ ସିହ୍ନା । ସକାଳ ସାଢ଼େ ୮ଟା ସମୟରେ ସ୍କୁଟିରେ ଘରକୁ ଯିବାବେଳେ, ୱାର୍ଡ ନଂ ୬ ମନି ଟାୱାର ନିକଟରେ ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରୁ ଏକ ଖୋକା…

ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ। ପୁରୀରୁ ବାଙ୍ଗିରିପୋଷି ଫେରୁଥିବା ସୁପରଫାଷ୍ଟ ଟ୍ରେନରେ କଟି ସଂପୃକ୍ତ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଖଣ୍ଡାଧାର ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକଙ୍କ ମୃତ୍ୟୁ

ବଣାଇ : ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ନେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ପାହାଡ଼ ମଝିରେ ଅଟକି…

ରାଜଧାନୀରେ ୪ ଜଣ ବାଇକ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ…

ରାଜଧାନୀରେ ଏକ ଆପାର୍ଟମେଣ୍ଟରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ବନ୍ଦ ଘରେ ବୃଦ୍ଧାଙ୍କ ମୃତଦେହ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ । ମୃତକଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ୭୫ ବର୍ଷ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କୁ ହତ୍ୟା…

ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର…

ଯୁବକଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ: ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ ସଦର ରେଞ୍ଜ ବଳଦିଆ ବନ୍ଧ ଗ୍ରାମପଞ୍ଚାୟତ କୁରୁମଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ପରିଡା । ଗତ ରାତିରେ ଘରୁ ଖାଇସାରି ଗାଁ ନିକଟରେ ଚାଷ ହୋଇଥିବା ଡାଳୁଅ ଧାନ ଜଗିବା ପାଇଁ ଶ୍ରୀକାନ୍ତ…

ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ପାଟଣାଗଡ଼: ପାଟଣାଗଡ଼ – କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ଗଙ୍ଗାସାଗର ନିକଟରେ ଥିବା ଏକ ପଳାସ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଗଙ୍ଗାସାଗର ଗ୍ରାମର କିଛି ଲୋକ ଜମିକୁ  ଶୌଚ କରିବାକୁ ଯାଇଥିବା ବେଳେ ଯୁବତୀଜଣକ ଏକ ପଳାସ ଗଛରେ ନିଜ ଓଢଣିରେ ଝୁଲୁଥିବା ଦେଖି ପୁଲିସକୁ ଖବର…

ବାପାକୁ ଲୁହା ରଡ୍‌ରେ ପିଟି ମାରି ଦେଲା ପୁଅ…

କଟକ // ଆଠଗଡ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି…

ଯୁବକଙ୍କ ବେକକୁ ଚୋଟ ପକାଇ ଦୁର୍ବୃତ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଆମ୍ବେଦକର ନଗରରେ ଜଣେ ବ୍ୟକ୍ତିଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ମହାନନ୍ଦ। ସୁବାଷ ଗତକାଲି ରାତି ଘରେ ଥିବା ସମୟରେ କୌଣସି ଏକ କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡା…