Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଜାଲ ସାର୍ଟିଫିକେଟ ରାକେଟ ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ପକ୍ଷରୁ ଜାଲ ରାକେଟ ସାର୍ଟିଫିକେଟର ପର୍ଦ୍ଦାଫାଶ। ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ ।
୨୦୦ ଦଶମ ବୋର୍ଡର ଖାଲି ସାର୍ଟିଫିକେଟ, ଯୁକ୍ତ ଦୁଇର ଖାଲି ୧୭୦ ସାର୍ଟିଫିକେଟ, ପ୍ରିଣ୍ଟର,!-->!-->!-->…
ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍
ଭୁବନେଶ୍ବର: CFSLକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ଫୋନକୁ CFSLକୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁ ଙ୍କ ଆପଲ ଇ ଫୋନ୍କୁ!-->…
ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଖସି ପଡ଼ିଲେ ନା ଆତ୍ମହତ୍ୟା ? କେମିତି ଓ କେଉଁ ପରିସ୍ଥିତିରେ ଅନିରାଜ ଟୁଡୁଙ୍କର ମୃତ୍ୟୁ ହେଲା ? ତନାଘନା ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଆଜି ପରିବାର ଲୋକଙ୍କ!-->…
ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ…
ଭୁବନେଶ୍ୱର: ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି । ଗତକାଲି ଏକାମ୍ର ହାଟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ!-->…
କୂଅରେ ପଡ଼ି ନାବାଳକର ମୃତ୍ୟୁ
କାମାକ୍ଷାନଗର: କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ। ମୃତକ ନାବାଳକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାରାୟଣ ନାୟକଙ୍କ ୧୨ ବର୍ଷର ପୁଅ ଶୁଭମ ନାୟକ।
ସୂଚନା ଅନୁଯାୟୀ, ଶୁଭମ ଗତକାଲି ମାମୁଁଘର ସରଦେଇପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଅସାବଧାନତାରୁ କୁଅରେ!-->!-->!-->…
ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ
ଅନୁଗୋଳ: ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ଦୁଇ ଜଣ ମୁନି ପ୍ରଧାନ ଓ ଗୌରୀ ରାଉଳ । ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ଜଣଙ୍କୁ ଦଳି ଦେଇଥିଲା।
ଘଟଣାସ୍ଥଳରେ!-->!-->!-->…
ଟ୍ରେନ୍ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା GRP
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି। ସେଥିରେ ମହିଲାଙ୍କ!-->…
ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଜଣେ ଛାତ୍ରଙ୍କର ଆପାର୍ଟମେଣ୍ଟର ୮ ମହଲା କୋଠାରୁ ଖସି ପ଼ଡି ମୃତ୍ୟୁ ହୋଇଛି । ଆଉ ଜଣେ କଲେଡ ହଷ୍ଟେଲରେ ଫ୍ୟାନରେ ଝୁଲି ପଡ଼ିଲେ । ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ନ୍ୟାସନାଲ୍ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ଅନିରାଜ!-->…
ଟ୍ରକ ମାଡିଯାଇ ୭ବର୍ଷର ନାବାଳିକାର ମୃତ୍ୟୁ: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
ରେଢାଖୋଲ: ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ ପରେ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ରେଢାଖୋଲ ଥାନା ୫୫ ନଂ ଜାତୀୟ ରାଜପଥର ଝରଣପଦା ଗାଁ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ କେନ୍ଦୁ, ଚାର ଆଦି ବିକ୍ରୀ କରୁଥିବା ନାବାଳିକା ଉପରେ!-->…
ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି
ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି। ଯୁବତୀ ଜଣକ କାରର ବନେଟ ଉପରେ ବସି କାରକୁ ବାହାରକୁ ଛାଡ଼ିନଥିଲେ। ତାଙ୍କ ସହ ଥିବା ଯୁବକ!-->…