Browsing Category

ଅପରାଧ

ସମ୍ବଲପୁରରେ ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ…

ସମ୍ବଲପୁର: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।…

ମାଛ ବିକାଳିଙ୍କ ଉପରେ ମାଡ଼ିଗଲା କଣ୍ଟେନର

ରାୟଗଡ଼ା: ମାଛ ବିକାଳିକଙ୍କ ଉପରକୁ ମାଡ଼ିଗଲା କଣ୍ଟେନର। ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ। ବୋଚ୍ଚା ପ୍ରକାଶ ପ୍ରତିଦିନ ପୂର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖରେ…

ହଜାରେ କୋଟି ଟଙ୍କାର ଠକେଇ ମାମଲା: ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ୧୮ ଫୁଟବଲ ଡଟ୍ କମ ନାମରେ  ହଜାରେ କୋଟି ଟଙ୍କାର ଠକେଇ  ମାମଲାର ପର୍ଦାଫାସ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) l ଏହି ମାମଲାରେ ଜଣଙ୍କୁ ଗିରଫ  କରାଯାଇଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ  କରିଥିଲା  ଇଓଡବ୍ଲୁ l ହାକିମ ଆଉ ରୁସ୍ତମ ବୋଲି ଦୁଇ ଇନଭେଷ୍ଟରଙ୍କୁ…

ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା…

ସୁନ୍ଦରଗଡ : ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା । ମେଡିକାଲ କର୍ମଚାରୀ ଓ ଶିକ୍ଷକଙ୍କ ସମେତ ୫ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଦଲାଲ,ଜଣେ କମ୍ପ୍ୟୁଟର ଦୋକାନୀ ଓ ମେଡିକାଲ କର୍ମଚାରୀ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି…

ମହର୍ଷି କଲେଜରେ ଛାତ୍ରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ବର: କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍‌ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ। ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୩ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ…

ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ନାଁରେ ସାଢ଼େ ୩ କୋଟି ଟଙ୍କା ଠକେଇ, ଭୁବନେଶ୍ୱରରୁ ୨ ଗିରଫ

ବାଲେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରାଇ ଦେବାକୁ ପ୍ରଲୋଭନ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିବା ଗ୍ୟାଙ୍ଗ ବାଲେଶ୍ୱର ପୁଲିସ ହାତରେ ଧରାପଡ଼ିଛି। ଏମାନେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ଠକି ନେଇଥିବା…

ଠାକୁରଙ୍କୁ ମୁଣ୍ଡିଆ ମାରି ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲୁଟେରାଙ୍କ ଠାକୁର ଭକ୍ତି । ଭଗବାନଙ୍କୁ ମୁଣ୍ଡିଆ ମାରି ଲୁଟ୍‌ କଲେ ଲୁଟେରା । ସିସିଟିଭିରେ କଏଦ ହେଲା ଏ ସବୁର ଭିଜୁଆଲ । ଭୁବନେଶ୍ୱର ଗଜପତି ନଗରରେ ବଡ଼ ଧରଣର ଲୁଟ୍‌ ହୋଇଛି । ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଛନ୍ତି ୪ ଦୁର୍ବୃତ୍ତ । ଗ୍ରୀଲ୍‌…

ବିଜେବି କଲେଜର ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ବକ୍ସି ଜଗବନ୍ଧୁ ବିନାୟକ କଲେଜ’ର ଜଣେ ଏମ୍‌ବିଏ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଛାତ୍ର ହେଲେ ଶାଶ୍ବତ ପଣ୍ଡା। ବଡ଼ଗଡ଼ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ…

ବରଗଡ଼ରେ ବୀଭତ୍ସ ହତ୍ୟା, ଗୁପ୍ତାଙ୍ଗ କାଟି ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବରଗଡ଼: ବୀଭତ୍ସ ହତ୍ୟା । ଯୁବକଙ୍କ ମାରି ଫିଙ୍ଗିଦେଲେ। ଗୁପ୍ତାଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡ଼ାମାଲ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅର୍ଦ୍ଧ ନଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ…

ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଲେ ଦୁଇ ଉତ୍ତେଜନାକାରୀ

ଆନନ୍ଦପୁର: ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଗାଁରେ ଗଣ୍ଡଗୋଳ। ଆନନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ…