Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲା, ଆଉ ୪ ଅଟକ
ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ଆଉ ଚାରି ଜଣ ଅଟକ । କ୍ରାଇମ ବ୍ରାଞ୍ଚର ସେମାନଙ୍କୁ ପଚରା ଉଚରା କରୁଛି । ଦୁଇ ଦିନ ଭିତରେ ମୋଟ ୭ ଜଣଙ୍କୁ ଅଟକ ରଖିଲାଣି । ଏମାନଙ୍କ ଭିତରେ କିଛି ଦଲାଲ ଓ ସରକାରୀ ଚାକିରିଆ ଥିବା ସୂଚନା ମିଳିଛି । ଗତ ଦଶ ଦିନ ହେଲା ବଲାଙ୍ଗିରରେ!-->…
ସୋର ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
ସୋର : ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା । ବାଲିଆପାଳରୁ କଟକ ଯାଉଥିବା କ୍ଷୀର ଗାଡିର ଡ୍ରାଇଭର ଓ ହେଲପର୍ ଗାଡିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍ ।
ଟ୍ରକ ଧକ୍କାରେ!-->!-->!-->…
ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର
ଖୋର୍ଦ୍ଧା: ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।
ସେହିପରି ଟାଙ୍ଗିଆପଡାର!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ, ୧୨ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କଲା ପୋଲିସ
ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା। ଲୁଟର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ। ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ। ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ। ବିକ୍ରମ ବର୍ମାଙ୍କ ଘର ଝରକା ତାଡି ସୁନା,!-->…
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ଫୁଲବାଣୀ :ସାମାନ୍ୟ କଳିରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କ୍ରାଣ୍ଡିବାଲି ଗାଁରେ।
ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବିନ୍ଧାଣି। ତାଙ୍କ ସ୍ୱାମୀଙ୍କ ନାଁ ନାରାୟଣ ବିନ୍ଧାଣି। ନାରାୟଣଙ୍କୁ!-->!-->!-->…
ଢେଙ୍କାନାଳରେ ସେକ୍ସ ରାକେଟ୍ ଠାବ, ୩ ଜଣଙ୍କୁ ଅଟକ ରଖିବା ସହ କାର ଜବତ କଲା ପୋଲିସ
ଢେଙ୍କାନାଳ: ସେକ୍ସ ରାକେଟ ଠାବ । ଗତକାଲି ରାତିରେ କାଲଟାକ୍ସ ନିକଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଚଢ଼ାଉ କରି ଦୁଇ ଯୁବତୀଙ୍କ ସମେତ ଜଣେ ବ୍ୟକ୍ତିକୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ଦୁଇ ବର୍ଷ ପୂର୍ବେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ!-->…
ଧରାପଡିଲା ହାଡିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ
କଟକ: ବାବା ବେଶରେ ୨ ବର୍ଷ ଧରି ଲୁଚିଥିଲା ସୈତାନ । ଧରାପଡ଼ିଲା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଦୀପକ ମଲ୍ଲିକକୁ ଢେଙ୍କାନାଳରୁ ଗିରଫ କରିଛି କଟକ ବିଡାନାସୀ ଥାନା ପୋଲିସ । ଆଜି କୋର୍ଟ ଚାଲାଣ କରିବ ପୋଲିସ । ଦୁଇ ବର୍ଷରୁ ଅଧିକ ସମୟ ଧରି ଫେରାର ଥିଲା ଅଭିଯୁକ୍ତ । ବାବା!-->…
ରାଜସ୍ବ ବିଭାଗର ସୁଲାସୁତରା ରେ ଚାଲିଛି ଶୁଆ ଡଙ୍ଗରରୁ ବେଆଇନ ପଥର ଖନନ…
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚିତାବେଡ଼ା ପଞ୍ଚାୟତ ଭୀମା ଗୁଡ଼ା ଠାରୁ ମାତ୍ର ଦୁଇ କି.ମି ବାମ କଡେ ଅବସ୍ଥିତ ଏକ ବିଶାଳକାୟ ପଥର ବେଷ୍ଟିତ ଶୁଆ ଡଙ୍ଗର।ଏଠାକୁ ନୂଆଁ ବର୍ଷ ଓ ବିଭିନ୍ନ ଉତ୍ସବ ସମୟରେ ଅକ୍ଟବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ବଣଭୋଜି କରିବାକୁ ବ୍ଲକର ବିଭିନ୍ନ!-->…
ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ
ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।
ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡବ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ!-->!-->!-->…
OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର
ଯୋଡ଼ା: OMDC କର୍ମଚାରୀଙ୍କୁ ଗୁଳି । ଯୋଡ଼ା ବଡ଼ବିଲରେ OMDC କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଦାମୁହାଟିଂ ପାଖ ଇଲେକ୍ଟ୍ରିକ୍ ଗ୍ରୀଡ଼ ପଛପଟୁ ମିଳିଛି ମୃତଦେହ । ମୃତକ ହେଲେ ଦଲକି ବସ୍ତିର ଦୁଃଶାସନ ବାରିକ । ତାଙ୍କ ମୁଣ୍ଡରେ ଗୁଳି ବାଜିଛି ।
ମୃତଦେହ ନିକଟରେ!-->!-->!-->…