Browsing Category

ଅପରାଧ

ମଝିଆ ଭାଇର ସାବଳ ମାଡରେ ସାନ ଭାଇ ମୃତ୍ୟୁ

ବୀରମିତ୍ରପୁର- ବୀରମିତ୍ରପୁର ସହର ନିକଟସ୍ତ ବାର୍ହା ମାସ ଗ୍ରାମ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣାଘଟିଯାଇଛି।ଗ୍ରାମରେ ଶିବାଜୀ ମାଝୀ ବୟସ ୫0 ଓ ବୁଦ୍ଧରାମ ମାଝୀ ବୟସ 48 ,ଦୁଇ ଭାଇ ମଧ୍ୟରେ କୌଣସି କାରଣ କୁ ନେଇ ଯୁକ୍ତି ତର୍କ ହୋଇଥିଲା।ଏଥିରେ ମଝିଆ ଭାଇ ଉତକ୍ଷୀପ୍ତ ହୋଇ ଘର ଭିତରକୁ ଯାଇ ଏକ…

ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ: ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ…

ବଲାଙ୍ଗିର: ବଲାଙ୍ଗିରରେ କିପରି ଚାଲିଥିଲା ଜାଲ ସାର୍ଟିଫିକେଟ ରାକେଟ । ଏସବୁ ଘଟଣାକୁ ଗୋଟି ଗୋଟି କରି କହିବେ ଅଭିଯୁକ୍ତ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଆଜି ଠାରୁ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଚାରିଜଣ ଅଭିଯୁକ୍ତଙ୍କୁ ୫…

ପୁରୁଣା ପ୍ରେମିକର ଉପହାର ହେଲା କାଳ : ବର ସହ ଭାଇର ମୃତ୍ୟୁ ପରିବାରର ୪ସଦସ୍ୟ ଗୁରୁତର…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏକ ବିବାହ ଉତ୍ସବରେ ନିମନ୍ତ୍ରଣ ଅତିଥି ଦେଇଥିବା ଉପହାର ହୋମ ଥିଏଟେରରେ ବିସ୍ପୋରଣ। ଏଥିରେ ନବ ବିବାହିତ ବର ଏବଂ ବରର ଭାଇ ମୃତ୍ୟୁ ବରଣ କରିଛନ୍ତି। ପାରିବାରର ଚାରି ଜଣ ଗୁରୁତର।ଗତ କାଲି ଛତିଶଡ଼ର କବିରଧାମ ଜିଲ୍ଲା ଚମାରି ଗାଁ…

କନ୍ଧମାଳ ପୁଲିସକୁ ମିଳିଛି ବଡ ସଫଳତା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର…

ଫୁଲବାଣୀ: ୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସ କୁ ମିଳିଛି ବଡ ସଫଳତା l ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି।…

ବାଲି ମାଫିଆ ଙ୍କ କବ୍ଜା ରେ ରାଉରକେଲା ତହସିଲ : କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ…

ରାଉରକେଲା- ରାଉରକେଲା ତହସିଲ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ଏହାକୁ ନେଇ ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟରେ ଥିବା ଅମଲା ତନ୍ତ୍ର ଚୁପ l ସୂଚନା ଥାଉକି ଏହି ତହସିଲ ଅଧିନରେ ଚାରି ଟି ବଡ଼ ବଡ଼ ବାଲୁକା ଶଯ୍ୟା ରହିଛି।ଯାହାଗତ ବର୍ଷ…

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ ହୋଇଛି ।…

ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା: ଏସ୍‌ପି ସ୍ମିତ ପରମାର

ଝାରସୁଗୁଡା : ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା। ଝାରସୁଗୁଡ଼ା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୁଲିସ ତଦନ୍ତ କରି ଏହା ପାଇଥିବା ଆଜି ଏସ୍‌ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟଙ୍କା ଆବଶ୍ୟକତା ପୂରଣ ପାଇଁ ୨ ଅଭିଯୁକ୍ତ…

ସ୍ୱାମୀକୁ ଜାଳିଦେଲା ଦ୍ୱିତୀୟ ପତ୍ନୀ

ଭଞ୍ଜନଗର : ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ଵିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ହେଲା। ଯାହାକୁ ନେଇ ଦୁଇଦିନ ତଳେ ଦ୍ୱିତୀୟ ପତ୍ନୀ ସହ ସ୍ୱାମୀର ସାମାନ୍ୟ ବଚସା ହୋଇଥିଲା। ହେଲେ ଆଜି ସ୍ୱାମୀ ଉପରେ କିରାସିନି ଢାଳି ନିଆଁ ଲାଗାଇ ଦେଇଛି ଦ୍ୱିତୀୟ ପତ୍ନୀ । ଗୁରୁତର…

ଗାଧୋଇବା ବେଳେ ବୁଡ଼ିଗଲେ ୫ ସାଙ୍ଗ, ୩ ଛାତ୍ରଙ୍କ ସଲିଳ ସମାଧି

ଭଦ୍ରକ: ୩ ଛାତ୍ରଙ୍କ ସଲିଳ ସମାଧି । ଗାଧୋଇବା ବେଳେ ବୁଡ଼ିଗଲେ ୫ଜଣ ସାଙ୍ଗ । ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନାଳିଆ ନଦୀରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ…

ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୁଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି। ତେବେ ଠିକ ସମୟରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିବାରୁ ବଡ଼ ଧରଣର ଅଘଟଣ ବିପଦ ଟଳି ଯାଇଛି। ସୂଚନା…