ମଝିଆ ଭାଇର ସାବଳ ମାଡରେ ସାନ ଭାଇ ମୃତ୍ୟୁ

add-all


ବୀରମିତ୍ରପୁର– ବୀରମିତ୍ରପୁର ସହର ନିକଟସ୍ତ
ବାର୍ହା ମାସ ଗ୍ରାମ ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା
ଘଟିଯାଇଛି।ଗ୍ରାମରେ ଶିବାଜୀ ମାଝୀ ବୟସ ୫0 ଓ ବୁଦ୍ଧରାମ ମାଝୀ ବୟସ 48 ,ଦୁଇ ଭାଇ ମଧ୍ୟରେ କୌଣସି କାରଣ କୁ ନେଇ ଯୁକ୍ତି ତର୍କ ହୋଇଥିଲା।ଏଥିରେ ମଝିଆ ଭାଇ ଉତକ୍ଷୀପ୍ତ ହୋଇ ଘର ଭିତରକୁ ଯାଇ ଏକ ସାବଳ ଆଣି ସାନ ଭାଇର
ମୁଣ୍ଡ କୁ ବାରମ୍ବାର ପ୍ରହାର କରିବା ରୁ ଘଟଣା ସ୍ଥଳରେ ସାନ ଭାଇ ବୁଦ୍ଧରାମ ମାଝୀ ର ମୃତ୍ୟୁ ହୋଇଯାଇଥିଲା ବୀରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ମଝିଆ ଭାଇ ଶିବାଜୀ ମାଝୀ କୁ ଗିରଫ କରିବା ସହ ଘଟଣା ବିଷୟରେ ତଦନ୍ତ ଚଳାଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.