Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସ୍କୁଟି ଡ଼ିକିରୁ ୪ ଲକ୍ଷ ୫୦ ହଜାର ନେଇ ଦୁର୍ବୃତ୍ତ ଫେରାର…
ବ୍ରହ୍ମପୁର: ଗୃହ ନିର୍ମାଣ ନିମନ୍ତେ ଦୁଇଟି ବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଏହି ସମୟରେ ସ୍କୁଟି ଡ଼ିକିରୁ ଉକ୍ତ ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଏ ନେଇ ସଦର ଥାନା ଅନ୍ତର୍ଗତ ସରସ୍ୱତୀ ନଗରର କନ୍ଧ ନାୟକ ବଡ଼ ବଜାର ଥାନାରେ ଅଭିଯୋଗ!-->!-->!-->…
ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍
ଭଦ୍ରକ: ବାଲି ବୋଝେଇ ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍ । ଓଭର ଲୋଡିଂ ପାଇଁ ଫାଇନ୍ କରିଛନ୍ତି ଭଦ୍ରକ ତିହିଡି ତହସିଲଦାର ପ୍ରତୀକ ସାହୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍କୁ!-->…
ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍ ଆପ୍ ଗ୍ରୁପ୍…
ଭୁବନେଶ୍ୱର: ଆଜେକ୍ସ-ଏକ୍ସପୋଜ-ହ୍ଵାଟସ୍ ଆପ୍ ଗ୍ରୁପ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍ ଆପ୍ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍ ଆପ୍ ଗ୍ରୁପ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ!-->…
ଧାମରା-ଭଦ୍ରକ ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ…
ଚାନ୍ଦବାଲି: ନିଜ ଘରଠାରୁ ମାତ୍ର ୫ଶହ ମିଟ ଦୂର ଟ୍ରେନ ଲାଇନରେ କଟି ଯୁବକଙ୍କର ମୃତ୍ୟୁ ଘଟିଛି । ଧାମରା-ଭଦ୍ରକ ରେଳ ଲାଇନର ପୀଟହାଟ ଥାନା ଛତ୍ରପଦା ଲେବଲ କ୍ରସିଂରେ ଟ୍ରେନରେ କଟି ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯୁବକ ଜଣକର ଘର ସେହି ଛତ୍ରପଦା ଗାଁରେ ହୋଇଥିବା ବେଳ ତାର!-->…
ଦୁର୍ଘଟଣାରେ ବାଇକ ଚାଳକ ମୃତ, ୨ ଗୁରୁତର
ପାଟଣାଗଡ଼ : ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ। ସରଗୁଲରୁ ଧୂମାଭଟା ବାହାଘର ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ବାଇକରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି।
ଗୁରୁତର ମଧ୍ୟରୁ ଜଣେ ବଲାଙ୍ଗୀର ଓ ଜଣେ ବୁର୍ଲା ହସ୍ପିଟାଲକୁ!-->!-->!-->…
ଜେନାପଦା ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ…
ଆଠଗଡ଼: ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରାଯାଇଛି। ଏଥିସହିତ ଗୁଳିକାଣ୍ଡରେ ବ୍ୟବହୃତ ମାଉଜର ଓ କେତେକ ଅଫୁଟା ଗୁଳି!-->…
ହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ…
ବାଲେଶ୍ଵର : ପୁଣି ଏକ ଦନ୍ତାର ମୃତ୍ୟୁ। ମାରି ଦାନ୍ତ କାଟିନେଲେ ଶିକାରି। ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟକଳମା ଚତୁରୀ ନିକଟରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତାକୁ ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଗୋଟିଏ ବର୍ଷରେ ଅଭୟାରଣ୍ୟରେ ୭ଟି!-->!-->!-->…
ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ…
ମାଲକାନଗିରି : କିଛିଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ। ସୂଚନା ଅନୁଯାୟୀ ମୃତକ ଦୁଇ ଜଣ ହେଲେ ଗଙ୍ଗା ମାଡକାମୀ ଙ୍କ ଝିଅ ନନ୍ଦେ!-->!-->!-->…
ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଗ୍ରାମ ବାସୀଙ୍କ ପ୍ରଜାକୋର୍ଟ : ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ୩୨,୦୦୦…
ଉମରକୋଟ (୨୩/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତ ବିରିପୁର ଗ୍ରାମରେ ଏକ ଅଭାବିନିୟ ଘଟଣା ଯାହାର ଭିଡିଓ ଭାଇରଲ ହୋଇ ନିନ୍ଦନିୟ ବିଷୟ ପାଲଟିଛି l ସୂଚନା ଥାଉକି ବିରିପୁର ଡିଏନକେ ୩୧/ଏ ଗ୍ରାମବାସୀଙ୍କ ଦ୍ଵାରା ମାଓବାଦୀ ଙ୍କ ପରି ପ୍ରଜା କୋର୍ଟ!-->!-->!-->…
ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ
ଭୁବନେଶ୍ୱର: ବ୍ରେକ୍ଅପ୍ରୁ ସୁଇସାଇଡ୍ । ଡିଜେ ଆଜେକ୍ସଙ୍କ ଡେଥ୍ ମିଷ୍ଟ୍ରି ଉପରୁ ପରଦା ହଟୁଛି । ସାମ୍ନାକୁ ଆସିଲା ନୂଆ ତଥ୍ୟ । ଆତ୍ମହତ୍ୟା ପୂର୍ବରୁ ଶେଷ ଥର ଜିଜ୍ଞାସାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ତାପୂର୍ବରୁ ୧୮ ତାରିଖ ସନ୍ଧ୍ୟା ୬ଟା ୩୧ ମିନିଟରେ!-->…