Browsing Category

ଅପରାଧ

ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ଛାତ୍ରୀ…

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ୯ମ ଶ୍ରେଣୀ ଛାତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି । ୧୪ ବର୍ଷର ଏହି ଛାତ୍ରୀ ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା…

STF କବ୍‌ଜାରେ ବାଘ ଛାଲ ବେପାରୀ…

ବୌଦ୍ଧ : ଗ୍ରାହକ ବେଶରେ ମାଡିବସିଲା । STF କବ୍‌ଜାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ। ଖବର ଅନୁଯାୟୀ, ବୌଦ୍ଧ…

ବାହାଘର ଭାଙ୍ଗିବାରୁ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କଲା ଯୁବକ…

କଟକ : ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର…

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ…

ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଡିଜେଙ୍କ ପରଲୋକ । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍‌ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ…

ରାତି ଅଧରେ ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌

ଭୁବନେଶ୍ୱର : ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌ କରିଛି କମିସନରେଟ ପୋଲିସ। ଅବକାରୀ ନିୟମ ଉଲଙ୍ଘନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ନେଇ ଚଢ଼ାଉ ହୋଇଛି। ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି…

ପ୍ରେମିକାକୁୁ ହତ୍ୟାକରି କୂଅରେ ଫିଙ୍ଗିଲା ପ୍ରେମିକ

ବରଗଡ: ତୁ ମୋର ନୁହେଁ ତ କାହାର ନୁହେଁ। ପ୍ରେମିକାକୁ ହତ୍ୟା କରି ଫିଙ୍ଗିଲା ପ୍ରେମିକ। ୪ ଦିନ ପରେ ଗୋଡ଼, ହାତ ବନ୍ଧା ଅବସ୍ଥାରେ କୂଅରୁ ମିଳିଲା ମୃତଦେହ। ଏଭଳି ଏକ ନୃସଂଶ ଘଟଣା ଘଟିଛି ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗ୍ରାମରେ ।ଏହି ଘଟଣା ଅଞ୍ଚଳର ଚାଞ୍ଚଲ୍ୟ…

ସିଆରପିଏଫର କୁମ୍ବିଂ ବେଳେ ବହୁ ମାରଣା ଅସ୍ତ୍ର ଜବତ,ଓ ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ : ତଦନ୍ତ ଜାରି..

ଫୁଲବାଣୀ // ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି |ଜବତ ସାମଗ୍ରୀ ମଧ୍ୟରେ …

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ…

ଫୁଲବାଣୀ :- ସ୍ଵାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ l ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାୟାଲମ୍ବା ଗାଁର କ୍ରାଣ୍ଡିବାଲି ସାହି ରେ l ମୃତ ସ୍ତ୍ରୀ ହେଲେ ମିନତୀ କହଁର ବୋଲି ଜଣାପଡିଛି I ତେବେ ଦୀର୍ଘ ୧୫ ବର୍ଷ ହେବ ମୃତ…

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବାବେଳେ ଓଲଟିଲା ଅଟୋ, ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

ଜଳେଶ୍ୱର: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତ୍ତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା ।…

ରାଇଘରରେ ପୁଣି ମାଓ ହିଂସା…

ଜଙ୍ଗଳ ଜମି ମାଫିଆ କୁ ହତ୍ୟା କଲେ ମାଓବାଦୀ.... ଉମରକୋଟ (୧୮/୦୩/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲଖନପୁରୀ ଟ୍ରାକଟର ଭାଟା ଗ୍ରାମରେ ବିଗତ କାଲି ରାତି ପ୍ରାୟ ୯ ଘଟିକା ସମୟରେ ମୃତ ନାରାୟଣ ନାଗେଶର ସ୍ତ୍ରୀ ଅମୃତି ନାଗେଶଙ୍କୁ କହିବା କଥା…