Browsing Category

ଅପରାଧ

୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର : EOW ପଞ୍ଝାରେ ଦୁଇ ଜଣ ଜମି ଦଲାଲ । ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଜଗତସିଂହପୁରର ସବିତା ଦାସ ଓ ଆଠଗଡର ଆଦିତ୍ୟ ସାହୁଙ୍କୁ ଗିରଫ କରିଛି ଇଓଡବ୍ଲୁ । ବାରଙ୍ଗ ବଛପୁର ଅଞ୍ଚଳରେ ୨ କୋଟି ଟଙ୍କାର ଜମି ବିକିବାକୁ କହି ଶୈଳଶ୍ରୀ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ବଡଦାଣ୍ଡ ସାହିରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀଙ୍କୁ ଜଣେ ପଡୋଶୀ ଖଣ୍ଡାରେ…

ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହାଣିଦେଲା ପୁଅ…

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୁଅ ନିଜର ବୃଦ୍ଧା ମାକୁ ହତ୍ୟା କରିଛି।ବିଂଝାରପୁର ଥାନା ଅନ୍ତର୍ଗତ ବିନ୍ଧାଣି ଗାଁରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ମା’କୁ କଟୁରିରେ ହାଣି ମାରିଛି ପୁଅ। …

ଚୋରା ଟ୍ରକ ସହ ୮୦ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ, ଗ୍ୟାରେଜ ମାଲିକ ଗିରଫ…

ବ୍ରହ୍ମପୁର : ଗୋଳନ୍ଥରା ଥାନା ପୁଲିସକୁ ମିଳିଛି ଏକ‌ବଡ ସଫଳତା। ଦୀର୍ଘ ଦିନ ଧରି ଚୋରା ଟ୍ରକ ସହ ଭାରିଯାନକୁ କାଟି ଯନ୍ତ୍ରାଂଶକୁ ବିକ୍ରି ଏବଂ ଚୋରା ଭାରିଯାନର ଇଞ୍ଜିନ ଓ ଚେସିସ ନମ୍ବରକୁ ପରିବର୍ତ୍ତନ କରି ବିକ୍ରୀ କରିବା ଅଭିଯୋଗରେ ଜଣେ ଗ୍ୟାରେଜ ପୁଲିସ ମାଲିକଙ୍କୁ ଗିରଫ କରିଛି।…

ଟ୍ରେଲରରେ ପିଟି ହେଲା ଆମ୍ବୁଲାନ୍ସ, ୩ ଗୁରୁତ…

ପାରାଦ୍ୱୀପ: ଘନ କୁହୁଡ଼ି ଯୋଗୁ ଘଟିଲା ଅଘଟଣ । ରାସ୍ତା ପାର୍ଶ୍ୱରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ପିଟି ହୋଇଗଲା ଏକ ଆମ୍ବୁଲାନ୍ସ। ଫଳରେ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। …

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ…

ବଲାଙ୍ଗିର: ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା। ବଲାଙ୍ଗିର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ। ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀ ଝଗଡା…

ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ବାଇକ: ସ୍ବାମୀ ମୃତ, ସ୍ତ୍ରୀ ଆହତ

ଭଞ୍ଜନଗର : ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ। ସ୍ବାମୀ ମୃତ, ସ୍ତ୍ରୀ ଆହତ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର ବିଷ୍ଣୁଚରଣ ବେହେରା । ସୂଚନା ଅନୁଯାୟୀ ସ୍ତ୍ରୀଙ୍କ ସହ…

ଅତିରିକ୍ତ ଖଣି ନିର୍ଦ୍ଦେଶକଙ୍କ ଘରୁ ମିଳିଲା ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନା ଅଳଙ୍କାର…

ଭୁବନେଶ୍ୱର: ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ କୋଟିଏ ଟଙ୍କା ମିଳିଛି । ଭିଜିଲାନ୍ସ ରେଡ୍ ବେଳେ କୋଟିଏ ଟଙ୍କା ସହ ପାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଖଣ ନିର୍ଦ୍ଦେଶକଙ୍କ…

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ବାପା…

ଲାଞ୍ଜିଗଡ଼ : ବାପ-ଝିଅ ଭଳି ପବିତ୍ର ସଂପର୍କରେ ଲାଗିଛି କଳଙ୍କର କଳାଦାଗ। ନିଜ ଔରସରୁ ଜନ୍ମଲାଭ କରିଥିବା ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍ ଯାଇଛି। ଏଇ ଅଭାବନୀୟ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ପୁଲିସ…

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ବନ୍ଧା ହେଲେ ଯୁବକ…

ଭୁବନେଶ୍ୱର: ନିଶା ଶକ୍ତ ଅବସ୍ଥାରେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଶ୍ରୀନିବାସ ଓଝା । ତାଙ୍କ ଘର ଡମାଣା ଅଞ୍ଚଳରେ । …