Browsing Category

ଅପରାଧ

ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା : ୨ ଯୁବକଙ୍କ ନାଁରେ ମାମଲା…

ବ୍ରହ୍ମପୁର : ବ୍ରହ୍ମପୁର କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ ହୋଇଛି । ଟାଉନ ଥାନା ଏସ୍‌ଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତିକରି ନଂ. ୫/୨୩ରେ ଏକ ମାମଲା ରୁଜୁ କରାଯାଇଛି ।…

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର

ରାଉରକେଲା : ପୋଷ୍ଟ ଅଫିସର ଲାଞ୍ଚୁଆ ଅଧିକାରୀଙ୍କୁ ଧରିଲା ସିବିଆଇ। ଧରାପଡ଼ିଥିବା ଏହି ଲାଞ୍ଚୁଆ ଅଧିକାରୀ ଜଣକ ରାଉରକେଲା ସେକ୍ଟର- ୨୧ରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ କାମ କରୁଥିବା ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ବିଶ୍ୱରଞ୍ଜନ ବେହେରା। ଲାଞ୍ଚ ଟଙ୍କା ଜବତ କରିବା ସହ ଏହି ପୋଷ୍ଟ ଅଫିସ୍…

ରାଜଧାନୀରେ ଜମି ଜାଲିଆତି, ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ…

ଭୁବନେଶ୍ବର: ରାଜଧାନୀରେ ଜମି ଜାଲିଆତି। ଏହି ମାମଲାରେ ମାଷ୍ଟରମାଇଣ୍ଡ ସମେତ ୨ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ EOW। ଭୁବନେଶ୍ୱର ମଳିପଡ଼ା, ଶଙ୍କରପୁର ଜମି ଜାଲିଆତି ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ମାଷ୍ଟରମାଇଣ୍ଡ ଅନ୍ତର୍ଯ୍ୟାମୀ…

ପୁଅର ଗୁଳି ମାଡରେ ବାପ ମୃତ…

ଗୁଣପୁର : ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଗୁଳି ମାଡରେ ବାପାଙ୍କର ହୋଇଛି ମୃତ୍ୟୁ । ଗୁଳିକାଣ୍ଡ ପାରିବାରିକ କଳହକୁ ନେଇ ହୋଇଥିବା ସୁଚନା ମିଳିଛି। ପୁଅ ଗୁଳିରେ ବାପର ମୃତ୍ୟ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଏନେଇ ଅଧିକ…

ବନ୍ଦ ଘରେ ଦୁଇ ଶ୍ରମିକଙ୍କ ମୃତଦେହ ଠାବ…

ସୁନ୍ଦରଗଡ଼: ସୁନ୍ଦରଗଡ଼ଟାଉନଥାନା ସେପତିବାହାଲ ରାସ୍ତା ପାଖ ଏକ ବନ୍ଦ ଘରୁ ୨ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇବା ଅନୁମାନ କରାଯାଉଛି । ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସର…

ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା…

ବାଲେଶ୍ୱର: ୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବନିତା ସିଂ । ସ୍ୱାମୀ ଚନ୍ଦନ ରଣା ତାଙ୍କ ଉପରେ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା ।…

ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ

ବରଗଡ଼ : ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ। ବରଗଡ଼ ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ନାବାଳିକାକୁ ନବବଧୂ ବେଶରେ ସଜାଇ ରାଜସ୍ଥାନ ନିଆଯାଉଥିଲା। ତେବେ କିଛି ଯାତ୍ରୀଙ୍କର ସନ୍ଦେହ ହେବା ପରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ରେଳବାଇ…

ଟ୍ରାକ୍ଟର ଧକ୍କାରେ ନାବାଳିକାଙ୍କ ମୃତ୍ୟୁ…

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ଗେଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି କଟାପାଲି ଗାଁର ଅନିରୁଦ୍ଧ ପଧାନଙ୍କ ଝିଅ ଶୃତି। ତାଙ୍କୁ ୧୦ ବର୍ଷ ହୋଇଥିଲା। ଆଜି ସକାଳ…

IOCL ପାଇପଲାଇନରୁ ଡିଜେଲ୍ ଚୋରୀ, ପେଟ୍ରୋଲ ପମ୍ପ ମାଲିକଙ୍କ ସମେତ ୭ ଗିରଫ

ସମ୍ବଲପୁର: ଡିଜେଲ ଚୋରି ଅଭିଯୋଗରେ ପେଟ୍ରୋଲ ଟାଙ୍କି ମାଲିକ ଗିରଫ । ସମ୍ବଲପୁର-ଜଟଣୀ IOCLର ତେଲ ପାଇପଲାଇନରୁ ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରୀ ଅଭିଯୋଗରେ ଏହି ପେଟ୍ରୋଲ ଟାଙ୍କି ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜୁଜୁମରା ଥାନା ପୁଲିସ। ଗିରଫ ପେଟ୍ରୋଲ…