Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବାଇକ୍ ଓ ଟାଭେରା ଚକ ଫାଟି ଘଟିଲା ସିରିଜ୍ ଦୁର୍ଘଟଣା: ଦୁଇ ମୃତ
ପୁରୀ: ଫାଟିଲା ବାଇକ୍ ଓ ଟାଭେରା ଚକ । ଅଟୋ ସହ ବାଡେଇ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଏକ ଇଞ୍ଜିନିୟରିଂ କଲେଜ ନିକଟରେ ଦୁର୍ଘଟଣା ଘଟିଛି । ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।!-->!-->!-->…
ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଅଡିଟ କାଗଜପତ୍ର…
ଦେବଗଡ଼: ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳିଗଲା ଗୁରୁତ୍ୱପୂ୍ର୍ଣ୍ଣ ଅଡିଟ କାଗଜପତ୍ର । ଆଜି ସକାଳୁ ନିଆଁ ଲାଗି ଅଡିଟ୍ କାଗଜପତ୍ର ସହ ୨ଟି ଏସି ପୋଡ଼ି ପାଉଁସ ହୋଇଯାଇଛି । ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍ କାମ ।
ସ୍ଥାନୀୟ!-->!-->!-->…
ଫ୍ଳାଟ୍ ଦେବାକୁ କହି ଠକେଇ, ଗିରଫ ହେଲେ ଡାକ୍ତର…
ବ୍ରହ୍ମପୁର: ଫ୍ଳାଟ୍ ଦେବାକୁ କହି ଠକେଇ । ଗିରଫ ହେଲେ ଡାକ୍ତର । ବ୍ରହ୍ମପୁରରେ ଫ୍ଲାଟ୍ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ । ମାଲସାନି ପେଟା ଅଞ୍ଚଳର ଦାନ୍ତ ଡାକ୍ତର ଡି. ଉତ୍ତମ କୁମାର ଗିରଫ ହୋଇଛନ୍ତି ।
!-->!-->!-->…
ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ…
କଟକ: କଟକରୁ ଧରାପଡ଼ିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ।
୨୦୧୫ରେ ଦିଲ୍ଲୀ ପୁଲିସ୍ କଟକ ଜିଲ୍ଲା ସାଲେପୁରର ପଶ୍ଚିମକଛ ସାତବାଟିଆ ଗାଁରୁ ଅବଦୁର!-->!-->!-->…
ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ୫୦୦ ଗ୍ରାମରୁ ଉର୍ଦ୍ଧ ରୂପା ଚୋରି …
ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ରୂପା ଚୋରି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ନିମଖଣ୍ଡି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଥିବା ଦେଖୀକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ପରି ଘଟଣା ଘଟିଥିବା ସୂଚନା,!-->…
ଜିପିଓଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ : ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ…
ବ୍ରହ୍ମପୁର : ବିଷ ପିଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜିପିଓ ପ୍ରମୋଦ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି। ୧୨ ଦିନ ଧରି ଚିକିତ୍ସିତ ହେବା ପରେ ସେ ଆଖି ବୁଜିଛନ୍ତି। ଜାନୁଆରୀ ୩୦ ତାରିଖରେ ପ୍ରମୋଦଙ୍କୁ ଭଞ୍ଜନଗରରୁ ପାତ୍ରପୁର!-->!-->!-->…
କାର ସହ ୪୫ କିଲୋ ଗଞ୍ଜେଇ ଜବତ ୨ ଗିରଫ…
ଫିରିଙ୍ଗଆ ୧୨/୦୨ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ବେ ଅଞ୍ଚଳ ରୁ ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି ଗତ ୩ ଦିନ ଧରି ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରି କାର ସହ ମାଫିଆ କୁ ଗିରଫ କରିଥିବା ବେଳେ ଗତକାଲି ପୁଣି!-->!-->!-->…
ବାଲି ମାଫିଆଙ୍କ କବଳରେ ଗଞ୍ଜାମ ଜିଲ୍ଲା : ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା…
ବେଧଡକ ଚାଲିଛି ବାଲି ଚୋରା ଚାଲାଣ...
ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟ୍…
ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩ ଟା ୪୫ ମି. ମଧ୍ୟରେ ଚୋରି ହୋଇଛି। ଏଟିଏମରେ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତ ମାନେ!-->…
ଝରକା ଗ୍ରୀଲ ତାଡ଼ି ୨୦ ଲକ୍ଷର ସୁନା ନେଇ ଚମ୍ପଟ…
ନୟାଗଡ଼: ଘରେ କେହି ନ ଥିବା ବେଳେ ଝରକା ଗ୍ରୀଲକୁ ତାଡ଼ିଦେଲେ। ଏହାପରେ ଘରେ ପଶି ବୁଲାଇ ଦେଲେ କଳାକନା । ଦିନ ଦିପହରରେ ଘରୁ ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୫୦ ହଜାର ଟଙ୍କା । ଏପରି ଲୁଟ୍ ନୟାଗଡ଼ ଜିଲ୍ଲା ଶ୍ରୀରାମ ନଗରରେ ଥିବା ସୁଦାମ ଚରଣ ଜେନାଙ୍କ ଘରେ ହୋଇଛି।
ସୁଦାମ!-->!-->!-->…