ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ୫୦୦ ଗ୍ରାମରୁ ଉର୍ଦ୍ଧ ରୂପା ଚୋରି …

add-all

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ରୂପା ଚୋରି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ନିମଖଣ୍ଡି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଥିବା ଦେଖୀକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ପରି ଘଟଣା ଘଟିଥିବା ସୂଚନା, ପ୍ରାୟ 

ଦେଢ଼ ଲକ୍ଷ ଟଙ୍କା ସହ ୫୦୦ ଗ୍ରାମ ରୂପା ଚୋରି ହୋଇଥିବା ସୂଚନା ରୁ ଜଣା ପଡିଛି ଏଠାରେ ସୂଚନା ଥାଉକି  ଜାନୁଆରୀ ପହିଲାରୁ ବ୍ରହ୍ମପୁର ବିରାଟ ଅଞ୍ଚଳ ବିଶିଷ୍ଟ  ସଦର ଥାନାକୁ ଭାଗକରୀ  ନିମଖଣ୍ଡି ଫାଣ୍ଡିକୁ ନୂତନ ଥାନାର ରୂପ ଦିଆ ଯାଇଥିଲା l ଲୋକ ମାନେ ଆଶା କରିଥିଲେ ଅନେକ ସୁଭିଧା ପାଇଁ ପାରିବେ କିନ୍ତୁ କ୍ରମସ ଏହି ଅଂଚଳରେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି ତଳ ଦିନେ ଶକ୍ତିନଗର ଓ ଲୋଚାପଡା ମୁଖ୍ୟ ରାସ୍ତାରୁ ଅନେକ ଜାଗାରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି l ମୁଖ୍ୟତଃ ପୋଲିସ ର ପେଟ୍ରୋଲିଙ୍ଗ ଅଭାବ ଯୋଗୁ ଏହିପରି ଚୋରୀ ବୃଦ୍ଧି ପାଉଥିବା କୁ ନେଇ ସାଧାରଣ ରେ ଅଭିଯୋଗ ହେଉଛି 

ad-week
Leave A Reply

Your email address will not be published.