Browsing Category

ଅପରାଧ

କନ୍ଧମାଳ ଜିଲ୍ଲାରୁ ଧରାପଡ଼ିଲା ବଡ଼ ଧରଣର ଚୋରି ର଼୍ୟାକେଟ: ବହୁ ସାମଗ୍ରୀ ସହ ୫ ଗିରଫ…

ଫୁଲବାଣୀ : ଦୀର୍ଘ ୫ ମାସ ଧରି କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା ଶେଷରେ କନ୍ଧମାଳ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କ ସମେତ କନ୍ଧମାଳ ଜିଲାର ୪…

ଆଠଗଡ଼ ହେପାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପିସିସିଏଫ 

ଆଠଗଡ଼: ଆଠଗଡ଼ ବନଖଣ୍ଡ ବନବିଭାଗ ହେପାଜତରେ ଅଟକଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ବନବିଭାଗ ହେପାଜତରେ ଜଣଙ୍କ ମୃତ୍ୟୁ ଘଟଣାକୁ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ଏହାର ତଦନ୍ତ ପାଇଁ…

ସୋମାଲିକାଙ୍କ ବୟାନ ରେକର୍ଡ କଲା ପୋଲିସ…

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଘଟଣାରେ ବୟାନ ରେକର୍ଡ କରିଛି ପୋଲିସ । ଜଗତସିଂହପୁର ଥାନାରେ ୫ ଘଣ୍ଟା ଧରି ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ ଚାଲିଛି । ମହିଳା ଆଡିସନାଲ ଆଇଆଇସିଙ୍କ ସମେତ ଏସଡିପିଓ, ଆଡିସନାଲ…

ନବ ଦାସ ହତ୍ୟା ମାମଲା : ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚକଲା ଏସ୍‌ସିବି ଟିମ୍…

ଭୁବନେଶ୍ୱର : କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକଲା ଗୋପାଳକୃଷ୍ଣ ଦାସ ? ଏହି ପ୍ରଶ୍ନର ସେ ସିଧା ଉତ୍ତର ଦେଉନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ରବିବାର ଗୋପାଳଙ୍କର ମାନସିକ ସ୍ଥିତିର ଯାଞ୍ଚ କରିଛି ବିଶେଷଜ୍ଞ ଟିମ୍ । କାରଣ ଗୋପାଳ ବାଇପୋଲାର ଡିଜିଜ୍‌ର ଶିକାର…

ଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଦଣ୍ଡାଦେଶ । ରାଜ୍ ଗଡସନ୍ କମ୍ପାନୀ ଏମଡି ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଗରିମାନା ଦେବାକୁ ଦଣ୍ଡାଦେଶ । ଜେଲ୍‌, ଜରିମାନା ଦଣ୍ଡାଦେଶ କଲେ ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୬ରେ କମ୍ପାନୀ ନାଁ ରେ ୩୮.୨୫ ଲକ୍ଷ…

ନବ ଦାସ ହତ୍ୟା ମାମଲା: ଗୋପାଳର ଚାଲିଛି ଏଲବିଏ ଟେଷ୍ଟ…

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ଚାଲିଛି ଏଲଭିଏ ଟେଷ୍ଟ । ଏଲଭିଏ ଟେଷ୍ଟ ସହ ସାଇକୋଲଜିକାଲ ଆସେସମେଣ୍ଟଟେଷ୍ଟ ମଧ୍ୟ ଚାଲିଛି । ସିଏଫଏସଲ ଡାଇରେକ୍ଟର ଆଶା ଶ୍ରୀବାସ୍ତବ ନିଜେ ଏହି ପରୀକ୍ଷା କରାଉଛନ୍ତି । ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ବୟାନ ଆଧାରରେ ଏଲଭିଏ…

ନବ ଦାସଙ୍କ ହତ୍ୟାର ୮ ଦିନ ପରେ ବି ଜଣାପଡ଼ିନି ହତ୍ୟାର କାରଣ,ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି ସିଏଫଏସଲ…

ଝାରସୁଗୁଡା : ନବ ଦାସଙ୍କ ହତ୍ୟାକୁ ୮ ଦିନ ବିତିଥିଲେ ବି ଏଯାଏ ଜଣାପଡ଼ିନି ହତ୍ୟାର କାରଣ । ଗୋପାଳ ଦାସ କାହିଁକି ଗୁଳି କରି ମାରିଲା ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ମର୍ଡର ମୋଟିଭ୍‌ କ’ଣ ଜାଣିବା ପାଇଁ ରିମାଣ୍ଡରେ ନେଇ କିଲର୍‌ ଏଏସଆଇ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ ।…

ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ…

ମାଲକାନଗିରି : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ…

ନବବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

ସାଲେପୁର: ପ୍ରେମ ବିବାହର ୭ମାସ ନ ପୂରୁଣୁ ଜଣେ ନବବଧୂର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ନବବଧୂ ପରିବାର ପକ୍ଷରୁ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସାଲେପୁର ପୁଲିସ ଏହି ଘଟଣାରେ ନବବଧୂର ଶ୍ୱଶୁରଙ୍କୁ…

ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ସହିତ ୫ଗିରଫ

ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା ପୋଲିସ। ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ବେଳେ ଯାଜପୁର ଏସପିଙ୍କ ନିର୍ଦେଶ କ୍ରମେ ବୈରୀ ଥାନା ପୋଲିସ ଚଢ଼ାଉ କରି ୫ଜଣକୁ ଗିରଫ କରିଛି।…