Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍…
ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍ରେଟୋରୀ ଟେକ୍ନିସିଆନ୍ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା!-->…
ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତଦେହ ଉଦ୍ଧାର…
ସୋର: ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ!-->…
ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ ୧୧ କୋଟି ଟଙ୍କା ଠକେଇ…
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଏମସିର କେଳେଙ୍କାରୀ ସାମ୍ନାକୁ ଆସୁଛି । ୫୪ କୋଟି ଟଙ୍କା ହେରଫେର ମାମଲାରେ କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ବିଏମସି ସୈନିକସ୍କୁଲ ସ୍ଥିତ ଡମ୍ପିୟାର୍ଡରେ ଅଳିଆ ପକାଇବା ନେଇ୧୧ କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି ।!-->…
ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କ ଘରେ ପଶି ଆକ୍ରମଣ କଲେ ଯୁବକ…
ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ରାତି ଅଧରେ ଯୁବତୀଙ୍କୁ ଘରେ ପଶି ଆକ୍ରମଣ। ରାଜଧାନୀ ଭୁନେଶ୍ୱର କାନନ ବିହାର ଫେଜ୍ ୨ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଣପୁରର ଓ ଯାଜପୁରର ଦୁଇ ଜଣ ଯୁବତୀ ଗୋଟିଏ ଭୁବନେଶ୍ୱରର ଏକ କ୍ଲବରେ କାମ କରୁଥିବା ବେଳେ କାନନ ବିହାରରେ ଭଡ଼ାରେ ରହୁଥିଲେ।!-->…
ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଲେ.. ” ବନିତା “
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେରେଡିର ବନିତା ଦିଗାଲ ବାକି ଟଙ୍କା ମାଗିବାରୁ ଥାନାରେ ଏତଲା ଦେଇ ମୋ ପୁଅକୁ ମିଥ୍ୟା କେସରେ ଫସାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ବନିତାଙ୍କ କହିବା ଅନୁଯାୟୀ ଆଜକୁ ଦୁଇ ବର୍ଷ ତଳେ!-->…
ସମ୍ପର୍କ, ଆସ୍ଥାଭାଜନ, ଧୋକା…! ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ହଡପ ଅଭିଯୋଗ…
ବ୍ରହ୍ମପୁର : ମିଥ୍ୟା ପ୍ରତିଶୃତି ଦେଇ ଟଙ୍କା ଠକି ନେବା ସହିତ ଜୀବନରେ ମାରିବାକୁ ଧମକ ଦେଇଥିବା ନେଇ ଚମଖଣ୍ଡି ଥାନାରେ ଅଭିଯୋଗ ହୋଇଛି।ସୂଚନା ଥାଉକି ଚମାଖଣ୍ଡିଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ନମିତା ମହାରଣାଙ୍କ ଘରେ ଜୈନିକା ମହିଳା ଅବାଧ ପ୍ରବେଶ!-->…
ସାପ୍ତାହିକ ହାଟରେ ଜୁଆ ଖେଳ ସର୍ବଶାନ୍ତ ନିରୀହ ଆଦିବାସୀ…
ନିରବ ଦ୍ରଷ୍ଟା ସାଜିଛି ପୋଲିସ...!!
ନବ ଦାସଙ୍କୁ ଗୁଳିମାଡ଼ ମାମଲା: ଘଟଣାସ୍ଥଳରେ ଛାନ୍ଭିନ୍ କରୁଛି କ୍ରାଇମବ୍ରାଞ୍ଚ ଓ ସାଇଣ୍ଟିଫିକ୍ ଟିମ୍
ଝାରସୁଗୁଡା : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଛାନ୍ଭିନ୍ । କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନଦ ଦାସଙ୍କ ଉପରେ ଗୁଳିମାଡ଼ ହୋଇଥିବା ସ୍ଥାନରେ ସରଜମିନ ଖୋଳତାଡ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଟିମ୍ । କେମିତି!-->…
ଗୋପାଳର ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ୍
ବ୍ରହ୍ମପୁର: ନବଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର ଜଳେଶ୍ୱର ଖଣ୍ଡି ତା‘ର ଗାଁରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳକୁ କେଉଁ ଆଡେ ନେଇଛି ତାହା ଜଣା ପଡିନାହିଁ । ଗୋପାଳର ଭାଇ ଠାରୁ ହତ୍ୟାର କିଛି ସୁରାକ ମିଳିପାରେ!-->…
ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ…
ଭୁବନେଶ୍ବର: ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ୍ ହସ୍ପିଟାଲର ବିଭାଗୀୟ ଡାକ୍ତର ନିର୍ଦ୍ଦେଶକଙ୍କୁ ରିପୋର୍ଟ ଆଜି ହସ୍ତାନ୍ତର କରିଛନ୍ତି । ଗତ ରବିବାର ଦିନ ଗୁଳିମାଡରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା ।
ଏହାପରେ କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର!-->!-->!-->…