Browsing Category

ଅପରାଧ

ଜମିବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା…

ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ବୋଲି…

ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ…

କେନ୍ଦୁଝର : ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି । ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ…

ବିଲରୁ ରାଜମିସ୍ତ୍ରିଙ୍କ ମୃତଦେହ ଉଦ୍ଧାର…

ସୋର: ରାଜମିସ୍ତ୍ରିଙ୍କୁ ହତ୍ୟା ସନ୍ଦେହ l ବିଲରେ ପଡିଛି ରକ୍ତାକ୍ତ ମୃତଦେହ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଖଜିଡିହା ଗାଁରେ । ବିହାରର ରାଜମିସ୍ତ୍ରି ଧୀରେଶ ଜେନା ଖଜିଡିହା ଗାଁରେ ରହି ଆସୁଥିଲେ l ସେହି ଗାଁରେ ରଶ୍ମିତା ଦାସଙ୍କୁ ଭଲ ପାଇ ବିବାହ…

ମହାନଦୀକୁ ଡ଼େଇଁ ଯୁବତୀ ମୃତ…

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନା…

୬ ଆନ୍ତଃ ଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତି ଚୋର ଗିରଫ, ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ…

ମାର୍ଶାଘାଇ: ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପୁଲିସ ୬ ଜଣ ଆନ୍ତଃ ଜିଲ୍ଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗାଁର ନାରାୟଣ ସାହୁ…

ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲା: ୫ ଗିରଫ

ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍‌ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଜଣେ ଫେରାର ଅଛି । ସମସ୍ତେ ରାଜଧାନୀର ବିଭିନ୍ନ ବସ୍ତିର ରହୁଥିଲେ । ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି…

ସାଙ୍ଗଙ୍କ ସହ ମିଶି ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ ଭାଇ…

କାକଟପୁର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡ଼ବାପାଙ୍କ ପୁଅ ଓ ତାର ୩ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ । ଏ ନେଇ ପୀଡ଼ିତାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ…

ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ, ୧୦ ହଜାର ଜବତ…

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି…

୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ…

ରାୟଗଡା : ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ…

ଜଙ୍ଗଲରେ ଫୋପଡ଼ା ଯାଉଛି ସର୍ବଶିକ୍ଷା ଅଭିଯାନରେ ବଣ୍ଟା ଯିବାକୁ ଥିବା ଡ୍ରେସ…

କରଞ୍ଜିଆ: କାହାକୁ ମିଳୁନି କିନ୍ତୁ କୋଉଠି ଫୋପାଡା ଯାଉଛି। ଆଜ୍ଞା ଅସହାୟ ପିଲାଙ୍କୁ ଡ୍ରେସ ଖଣ୍ଡେ ମିଳିବା ସାତ ସପନ। କିନ୍ତୁ ସର୍ବଶିକ୍ଷା ଅଭିଯାନରେ ବଣ୍ଡାଯିବାକୁ ଥିବା ଡ୍ରେସ ଜଙ୍ଗଲର ପଡୁଛି। ଏଭଳି ଘଟଣା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ…