Browsing Category

ଅପରାଧ

ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ, ୩ ଗିରଫ…

ଭୁବନେଶ୍ୱର: ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ । ପାତ୍ରପଡ଼ା ଭଗବାନପୁରରୁ ହାଇଜାକ୍‌ କରି ସମ୍ବଲପୁର ନେଇଯାଉଥିଲେ ଦୁର୍ବୃତ୍ତ । ଟ୍ରକ୍‌ରେ ଥିଲା ୫୬ ଲକ୍ଷ ଟଙ୍କାର ମଦ । ମଦ ଟ୍ରକ୍‌ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମାମଲାର ମାଷ୍ଟରମାଇଣ୍ଡ…

ଦୁଇ ବର୍ଷ ପୁଅର ତଣ୍ଟି କାଟି ଆତ୍ମହତ୍ୟା କଲା ମା…

କଟକ: ଛୁଆକୁ ମାରି ମା’ର ଆତ୍ମହତ୍ୟା। କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାବତ ପୁଅକୁ ମାରି ମା’ କରିଛି ଆତ୍ମହତ୍ୟା, ଏମିତି ହୋଇଛି ଅଭିଯୋଗ। ଗୋଟିଏ ରୁମ୍‌ରୁ ମାଆ ଓ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ମୃତଦେହ ତଳେ ପଡିଥିବାବେଳେ ଝୁଲନ୍ତା ଅବସ୍ଥାରେ ମା’ର…

୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୋଲିସ…

ଭୁବନେଶ୍ୱର : ଆଜି ଏକ ୩ ଜଣିଆ ଡକାୟତ ଦଳକୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ମୁଖ୍ୟ ମନୋଜ ବୋଲି ପୋଲିସ କହିଛି । ମନୋଜର ଘର ଗଂଜାମ ଜିଲ୍ଲାରେ । ତା’ର ଆଉ ଜଣେ ସହଯୋଗୀ ଶ୍ୟାମ ସୁନ୍ଦର ଆଚାରୀକୁ ମଧ୍ୟ ପୋଲିସ ଗିରଫ କରିଛି । ଗ୍ୟାଙ୍ଗଙ୍କ ମଧ୍ୟରୁ ଆଚାରୀ…

ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ଖସି ପଡ଼ି ନାବାଳକଙ୍କ ମୃତ୍ୟୁ…

କଟକ:  ନିଜ ହାତରେ ଗୁଡ଼ି ତିଆରି କରିଥିଲା। ଆଉ ତାକୁ ଉଡ଼ାଇବାକୁ ଘରୁ ଲୁଚି ପଳାଇ ଆସିଥିଲା। ହେଲେ ପିଲାଟିର ଖୁସି ସହିଲାନି ଦଇବ । ଗୁଡ଼ି ଉଡ଼ାଉ ଉଡ଼ାଉ ମୁକୁଳା ଡ୍ରେନରେ ପଡ଼ି ଆଖି ବୁଜିଲା ୯ ବର୍ଷର  ଶିଶୁ । ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା କଲେ।…

ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ଠକେଇ ଫାସରେ ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍ ବାରିକ…

କେନ୍ଦୁଝର : ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ, ତାଙ୍କଠାରୁ ୧୯ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡ଼ାର ଗଣମାଧ୍ୟମ ପ୍ରତିନିଧି ସଞ୍ଜିତ୍‌ ବାରିକଙ୍କୁ ଗିରଫ କଲା ଯୋଡ଼ା ଥାନା ପୋଲିସ । ଏହାପରେ ସଞ୍ଜିତଙ୍କୁ ୪୯୮ (କ), ୩୨୩, ୩୧୩,୫୦୬ ଓ…

ସୁବାର୍ଚ୍ଚନ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ: ସମସ୍ତ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲି: ପୁଲିସର ତଦନ୍ତ ପରେ ଉନ୍ମୋଚନ ହେଲା ସୁବର୍ଚ୍ଚନ ଭୁଏ ହତ୍ୟା ରହସ୍ୟ । ସାମାନ୍ୟ ଘର ଡିହ ପାଇଁ ମଣିଷ କିପରି ପଶୁ ପାଲଟି ଏମିତି ହତ୍ୟାକାଣ୍ଡ ଘଟାଏ ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଅତାବିରା ସ୍ଥିତ କାଣ୍ଡପାଲି ଗ୍ରାମରେ । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ହତ୍ୟା…

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା । ଗତ କିଛି ଦିନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ସୋନପୁର: ମକରମେଳା ଦେଖି ଫେରୁଥିବା ବେଳେ ସାମ୍ନାସାମ୍ନି ଧକ୍କା ହେଲା ଦୁଇ ବାଇକ୍‌। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଂଟାମାଳ ରାସ୍ତାର ଧାନଖଣ୍ଡି ଛକରେ ଏହି ଦୁର୍ଘଟଣା ଘଟିଛି। …

ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା: ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଦୋଷ ଦେଲା ବିଜେପି

ଭୁବନେଶ୍ୱର: କେମିତି ହେଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଜି ଦଳିୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବାଣ ଛାଡ଼ିଛନ୍ତି ବିଜେପି ମହିଳା ମୋର୍ଚ୍ଚାର…

ନିଯୁକ୍ତି ନାଁରେ ଠକେଇ କରୁଥିବା ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ

ଭୁବନେଶ୍ବର: ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ଅର୍ପିତ ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପେଶାରେ ଆଇଟି ଇଞ୍ଜିନିୟର ଥିବା ଅର୍ପିତ ଭାରତର ସବୁଠାରୁ ବଡ଼…