Browsing Category

ଅପରାଧ

ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଅପହୃତ..!

ସୁନ୍ଦରଗଡ଼ //ବଣାଇ: ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା। ବିନତି ୪ ତାରିଖରେ ପୁଅକୁ ସ୍କୁଲ ଛାଡ଼ିବାକୁ ଖମାର ଯାଇଥିଲେ। ହେଲେ ଆଉ ଘରକୁ ଫେରିନାହାନ୍ତି ବୋଲି ଏତଲା…

ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ…

ଭୁବନେଶ୍ବର: ସେଣ୍ଟ୍ରାଲ ଫରେନ୍‌ସିକ ସାଇଣ୍ଟିଫିକ୍‌ ଲାବ୍‌କୁ ପଠାଯିବ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଆବେଦନ କରିଛି। ଏସଏଫଏସଏଲ ଅର୍ଚ୍ଚନାଙ୍କ ୨ଟି ଓ ଜଗବନ୍ଧୁଙ୍କ ଗୋଟିଏ ଫୋନର ତଥ୍ୟକୁ ଦେଇପାରିନଥିବା ଇଡି…

ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ, ଧାରଣାରେ ବସିଲେ ପରିବାର ଲୋକ…

ବାଲେଶ୍ୱର: ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ନବଜାତ କନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଧାରଣାରେ ବସିଲେ ପରିବାର ଲୋକ । ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂ ହୋମ୍‌ରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା…

ଝିଅକୁ ବାପା ମାରିବା ଘଟଣା: ଗାଁର ୩ ଜଣ ଅଟକ

ଗୋପ : ଝିଅକୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାରେ ୩ ଅଟକ। ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୩ ଜଣ ଝିଅକୁ ହତ୍ୟା କରିବାରେ ସହଯୋଗ କରିଥିଲେ। ଜନ୍ମକଲା ବାପା, ସାବତ ମା ଓ ସାବତ ମାମୁଙ୍କ ସହ ମିଶି ନିଜ ଝିଅକୁ ପୋଡି ହତ୍ୟା କରିଥିଲେ।…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର…

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ୱଳାପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମଣିହୀରା। ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ୫ ଟି…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ…

ରାଉରକେଲା: ହକି ବିଶ୍ୱ କପକୁ ନେଇ ସବୁଠି ଚାଲିଛି ସାଜସଜ୍ଜା । ଏହି ସମୟରେ ରାଉରକେଲା ହକି ଷ୍ଟାଡିୟମରେ ମଧ୍ୟ ଚାଲିଛି ସାଜସଜ୍ଜା କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ କାମ ଚାଲିଥିବା ବେଳେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ସଂସ୍ପର୍ଷରେ ଆସି…

କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ଉଦ୍ଧାର…

ଭୁବନେଶ୍ୱର : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ ଛାତ୍ରଙ୍କୁ…

ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…

ବ୍ରହ୍ମପୁର : କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡା ଗାଁରେ ଆଜି ଏକ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ ଏହି ଗାଁର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ୮ ତାରିଖରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାରେ…

ହତ୍ୟା କରି ସାବତ ଝିଅକୁ ପୋଡ଼ି ଦେଲା ମା, ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇଦେଲା ବାପା…

ପୁରୀ //ଗୋପ : ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ସାନ ଝିଅକୁ ମାରି ମଶାଣିରେ ପୋଡିଦେଲେ ସାବତ ମାଆ ଓ ମାମୁଁ । ନିଜ ବାପା, ସାବତ ମାଆ ଓ ମାମୁଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତିି ମୃତକଙ୍କ ବଡ ଭଉଣୀ ରଶ୍ମିତା ମହରଣା । ମୃତକ ବିଜିପୁର ଗାଁର…

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ…

ରାଉରକେଲା : ଭିଜିଲାନ୍ସ ଜାଲରେ କିରାଣି। ରାଉରକେଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ ନନ୍ଦୀ କିଶୋର ନାଥଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍‌। ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଚଢାଉରେ ୩ଜଣ DSP,୯ଜଣ…