Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ନିଯୁକ୍ତି ନାଁରେ ଠକେଇ ଅଭିଯୋଗ, ୩ ଯୁବତୀ ଗିରଫ
କଟକ: ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ମାମଲାରେ ୩ ଜଣ ଯୁବତୀ ଗିରଫ । କଟକ ଜିଲ୍ଲା ବାଦାମବାଡି ହାଇକୋର୍ଟ କଲୋନି ଅଞ୍ଚଳର A ଟୁ Z ସଲ୍ୟୁସନ କମ୍ପାନିର ୩ କର୍ମଚାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।
ପୂର୍ବରୁ କମ୍ପାନିର ମାଲିକ ବିନୟ କୁମାର ଦାସକୁ ଗିରଫ କରାଯାଇଥିଲା ।!-->!-->!-->…
କ୍ରିକେଟ୍ ଖେଳିସାରି ଘରକୁ ଫେରିବା ବାଟରେ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୩ ଖେଳାଳି ମୃତ…
ଭବାନୀପାଟଣା: ତିନି ଜଣ କ୍ରିକେଟ୍ ଖେଳାଳିଙ୍କ ଉପରେ ଦ୍ରୁତଗାମୀ ଗ୍ୟାସ୍ ଟ୍ୟାଙ୍କର ମାଡ଼ିଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ କ୍ରିକେଟ୍ ଖେଳାଳି!-->…
ଭିଜିଲାନ୍ସ ଚଢ଼ଉ ପରେ ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ
ସମ୍ବଲପୁର: ଟଙ୍କା ଫେରାଇଲେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ। ସମ୍ବଲପୁରର ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସମ୍ବିତ ନାଏକ ୧୦ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗରେ ସହରର ବରିଷ୍ଠ ନାଗରିକ ଧାରଣା ଦେଇଥିଲେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ୧୦ ଲକ୍ଷ ଟଙ୍କା!-->…
ଖେଳୁଥିବା ବେଳେ, ୨ ବର୍ଷର ଶିଶୁପୁତ୍ରର ଯୌନାଙ୍ଗ କାଟି ନେଇଗଲେ ଦୁର୍ବୃତ୍ତ…
କେନ୍ଦୁଝର: ଖେଳୁଥିବା ବେଳେ, ୨ ବର୍ଷର ଶିଶୁପୁତ୍ରର ସମ୍ବେଦନଶୀଳ ଅଙ୍ଗ ( ଯୌନାଙ୍ଗ ) କାଟିଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିଶୁପୁତ୍ର ପ୍ରଥମେ କେନ୍ଦୁଝର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର ହୋଇଛି । ଏଭଳି ଅମାନବୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଗାଁରେ ।!-->…
ବାର୍ହା ଫାଶରେ ଫଶି ଗଲା ଦନ୍ତା ଜୀବନ…
ସମ୍ବଲପୁର: ସମ୍ବଲପୁରରେ ପୁଣି ଆଖି ବୁଜିଲା ଦନ୍ତା। ଯୁଯୁମରା ରେଂଜ ଖଇରମୀଲ ଅନ୍ତର୍ଗତ ରଘୁଡେରା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବାର୍ହା ଫାଶରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଦ୍ୟୁତ ଆଘାତ ନା ଦାନ୍ତ!-->…
ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ କାଲି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି…
ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆସନ୍ତାକାଲି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ ମାମଲା!-->…
କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ
କଟକ: କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ। ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ!-->…
ସ୍ତ୍ରୀର ଅଶ୍ଳୀଳ ଫୋଟ ଭାଇରଲ ଅଭିଯୋଗରେ ସ୍ୱାମୀ ଗିରଫ…
ବୁଗୁଡ଼ା : ତା ୦୮/୦୧/୨୩ : ସ୍ତ୍ରୀର ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ବୁଗୁଡ଼ା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଡାଙ୍ଗିସାହିର ରାଜେନ୍ଦ୍ର ପ୍ରଧାନ ଓରଫ!-->…
ଚୋରଙ୍କୁ କାବୁ କଲା ଟାଉନ ଥାନା ପୁଲିସ…
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ନଦୀଖଣ୍ଡୀ ସାହିର ପୁଲିସ କର୍ମଚାରୀ ସନ୍ତୋଷ କୁମାର ପ୍ରଧାନଙ୍କ କ୍ବାର୍ଟରରୁ ଚୋରି ଘଟଣାରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସନ୍ତୋଷ କିଛି ଦିନ ପାଇଁ ତାଙ୍କ ଭାଇଙ୍କ କ୍ୱାର୍ଟରରେ ରହୁଥିବା ବେଳେ ଏହାର!-->!-->!-->…
ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ କହିବାରୁ ବରିଷ୍ଠ ଅଧିକାରୀଙ୍କ ମାଡ଼, କର୍ମଚାରୀ ଗୁରୁତର…
ଟିଟିଲାଗଡ ; ଉପରିସ୍ଥ ଅଧିକାରୀଙ୍କ ମାଡ଼ରେ କର୍ମଚାରୀ ଆହତ। ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ । ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ରହିଥିବା ଅଗ୍ନିଶ୍ରମ ବିଭାଗର ଅଧିକାରୀ ତୁଳସୀ ଦୋରା ନିଜ!-->…