Browsing Category

ଅପରାଧ

ମଦ୍ୟପ ଡ୍ରାଇଭର ଆମ୍ବୁଲାନ୍ସ ଚଳାଇବା ବେଳେ କାବୁ କଲେ ଗାଁ ଲୋକ…

ବେଗୁନିଆ: ସାହି ଭିତରେ ମଦ୍ୟପ ଉନ୍ମତ୍ତ କାଣ୍ଡ। ମଦ ପିଇ ଏକ ଆମ୍ବୁଲାନ୍ସ ଡ୍ରାଇଭର ସାହି ଭିତରେ ଏଣେ ତେଣେ ଧକ୍କା ଦେବା ସହିତ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି ହେଲେ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଧନ ଜୀବ । ଘଟଣାଟି ଘଟିଛି ଗତରାତିର ବେଗୁନିଆ ଗଁପୁର ଗାଁରେ। ବେଗୁନିଆ ଗଁପୁର ଗାଁର…

ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା; ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ପାରାଦୀପ: ପାରାଦୀପରେ ଲାଗିଥିବା ଜାହାଜ ଏମଭି ଅଲ୍ ଦନାହର ଚିଫ୍ ଇଂଜିନିୟର ତଥା ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଆସିଛି ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହୃଦଘାତ ଯୋଗୁ ହିଁ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତ୍ୟୁ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ…

ରାୟପୁରରେ ଧରାପଡ଼ିଲା ଇରାନୀ ଗ୍ୟାଙ୍ଗ…

ଭୁବନେଶ୍ୱର: କେତେବେଳ ନିଜକୁ ପୁଲିସ୍‌ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ। ପୁଣି କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ। ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍‌ କରି କମିଶନରେଟ ପୁଲିସ୍‌ର…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଢେଙ୍କାନାଳ, ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗ ବ୍ଳକର…

ଗଞ୍ଜେଇ ମାଫିଆଙ୍କ ଆକ୍ରମଣ ରେ ଆହତ ପୋଲିସ କର୍ମୀ…

ମାଲକାନଗିରି: ଗଞ୍ଜେଇ ଚାଷ ନଷ୍ଟ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ହୋମ ଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ସୂଚନା ଅନୁଯାୟୀ ଏସଡିପିଓଙ୍କ ନେତୃତ୍ବରେ ମାଲକାନାଗିରି ଜିଲା ଓର୍କେଲ…

ଯୋଜନାର ନାଆଁ ହରିଲୁଟ…! “ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ସୁଦ୍ଧା ନାହିଁ”: କାର୍ଯ୍ୟ ନିର୍ବାହୀ…

ମାଲକାନଗିରି // ବାଲିମେଳା : ମାନବିକ ଅଧିକାର ତଥା ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଜନସାଧାରଣଙ୍କ ଖାଦ୍ୟ , ବସ୍ତ୍ର , ବାସଗୃହ , ଶିକ୍ଷା , ସ୍ବାସ୍ଥ୍ୟ ତଥା ଗମନାଗମନ ଭଳି ପ୍ରତ୍ୟେକ ମୌଳିକ ଆବଶ୍ୟକତା ସମେତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାକୁ ନିଶ୍ଚିତ କରିବା ଦିଗରେ ସରକାର ଏବଂ…

ଭିଜିଲାନ୍ସ ହାତରେ ପଡ଼ିଲେ ଏଆର୍‌ଆଇ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆର୍‌ଆଇ)। ତାଙ୍କ ନାଁ ଜଗଦୀଶ ବେହେରା। ସେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗାଁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି। ସାନମସିଗାଁର ବୈଜୟନ୍ତୀ…

କ୍ରାଇମବ୍ରାଞ୍ଚ କରିବ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ…

କଟକ: ମଡେଲ୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମାମଲାର ତଦନ୍ତ ୩ ମାସ ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାୟା ନଗରୀ ମୁମ୍ୱାଇରେ ମଡେଲିଂ…

ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ…

ଭୁବନେଶ୍ବର: ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ…

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଲା ED…

ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ…