Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ତନାଘନା ଚାଲିଛି । ତଦନ୍ତ ଭିତରେ ସବୁଠୁ ବଡ଼ ପ୍ରଶ୍ନ କାହିଁକି ସେ ଆତ୍ମହତ୍ୟା କଲେ ? ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ!-->…
୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା
ରାଜ୍ୟକୁ ବହୁଛି ଉତ୍ତରାପବନ । ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଚାରିଆଡ଼େ ଶୀତର ପ୍ରକୋପ । ଗତ ଦୁଇ ଦିନ ହେବ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ୫ ଡିଗ୍ରୀ ସେଲସିୟସ୍କୁ ଖସିଛି ରାତିର!-->…
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡର ନିଲମ୍ବିତ
ଭୁବନେଶ୍ବର:ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଜେଲ ୱାର୍ଡରକୁ ନିଲମ୍ବିତ କରାଯାଇଛି। କଣ୍ଟାବାଞ୍ଜି ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତି ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁ ଜେଲ ୱାର୍ଡର ନିଲମ୍ବିତ କରାଯାଇଛି। ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ ନେଇ ସମ୍ବଲପୁର!-->…
ଗୋବିନ୍ଦ ସାହୁଙ୍କ ଜେଲରେ ମୃତ୍ୟୁ, ରିପୋର୍ଟ ମାଗିଲେ ଓଏଚଆରସି
ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି। ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି, ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।
ଫଳରେ ଗୋବିନ୍ଦ ସାହୁ!-->!-->!-->…
ଭିଜିଲାନ୍ସ ଜାଲରେ IDCOL ଡେପୁଟି ମ୍ୟାନେଜର: ବିଭିନ୍ନ ସହରରେ ରହିଛି ୧୩ ଦାମୀ ପ୍ଲଟ୍, ୪ଟି ଆକାଉଣ୍ଟରୁ ମିଳିଲା ୩…
ଭୁବନେଶ୍ୱର: କୁବେର ସରକାରୀ ବାବୁଙ୍କ ୪ଟି ଆକାଉଣ୍ଟରୁ ମିଳିଲାଣି ୩ କୋଟି ଟଙ୍କା । ମୋଟ୍ ୧୬ଟି ଆକାଉଣ୍ଟ ଥିବା ବେଳେ ୪ଟି ଆକାଉଣ୍ଟର ଯାଞ୍ଚ ହୋଇଛି । ଆଜି ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ
ଭୁବନେଶ୍ୱର: ସନ୍ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ। ଆଜି ସକାଳେ ତାଙ୍କର ସନ୍ଦେହ ଜନକ ଭାବେ କଣ୍ଟାବାଞ୍ଜି ଜେଲ୍ରେ ମୃତ୍ୟୁ ଘଟିଛି। ଜେଲ୍ରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। କିନ୍ତୁ ଗୋବିନ୍ଦଙ୍କ ପତ୍ନୀ!-->…
ଅର୍ଚ୍ଚନା ନାଗ ମାମଲା: ଆସିଲା ଫରେନସିକ ଅନାଲିସିସ ରିପୋର୍ଟ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆସିଲା ଇଲେକଟ୍ରୋନିକ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ । ଜବତ ହୋଇଥିବା ପେନ ଡ୍ରାଇଭ, ମୋବାଇଲ,ଲାପଟପ ଓ ଟାବଲଏଡ଼ର ଫରେନସିକ ଅନାଲିସିସ ରିପୋର୍ଟ ଆସିଛି । କମିଶନରେଟ ପେଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠା ଯାଇଥିଲା ଗ୍ୟାଜେଟ୍ । ଗୋଟିଏ କପି!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା : ମୃତ୍ୟୁର ତଦନ୍ତ କରିବ ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍
ଭୁବବେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍ । ଏହି ଟିମରେ ଜଣେ ଇନିସପେକ୍ଟର, ଦୁଇ ଜଣ ଏସଆଇ, ଜଣେ ଫରେନସିକ୍ ଓ ଜଣ ହ୍ୟାଣ୍ଡ ରାଇଟିଂ ଅକ୍ସପର୍ଟ!-->…
ଅମ୍ରିତ ପାତ୍ର ଅପହରଣ ଘଟଣା: ୩ ଜଣଙ୍କୁ ଗିରଫ କଲା ପୋଲିସ
ନୟାଗଡ: ଅମ୍ରିତ ପାତ୍ର ଅପହରଣ ଘଟଣାରେ ୩ ଗିରଫ । କୁରାଳ ଗାଁରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିବା ସୂଚନା ରହିଛି। ଏହି ଘଟଣାର ତଦନ୍ତ ଚାଲିଛି। ଆଜି ଘଟଣାରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଠାବ ହୋଇଛି। ଖୋର୍ଦ୍ଧା ଅଞ୍ଚଳରୁ ବ୍ୟବହୃତ ହୋଇଥିବା ପିକଅପ୍!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ବିଜେପି, କଂଗ୍ରେସ ସରକାରଙ୍କୁ କଲେ ଟାର୍ଗେଟ୍
ଭୁବବେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା ନେଇ ଜୋର ଧରିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ସେହିପରି ଗୋବିନ୍ଦ ସାହୁଙ୍କୁ ଜେଲ୍ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ ଆଣିଛି । ବିଜେପି ମହିଳା ଶାଖା!-->…