Browsing Category

ଅପରାଧ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର…

ଛତ୍ରପୁର: ଛତ୍ରପୁର ଥାନା ଅଧିନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧିନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା (୧୫)। ରୋଜା ଛତ୍ରପୁର କସ୍ତୁରବା ଗାନ୍ଧୀ…

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ସେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ଜେରା କରିଥିଲା । ଏବେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଇଡି ଜେରା କରୁଛି । ଆଜି ଶ୍ରଦ୍ଧାଞ୍ଜଳିଙ୍କ ସହ…

ଭିଜିଲାନ୍ସ ଜାଲରେ ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ । ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଗଜପତିର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବ୍ରହ୍ମପୁର…

ଧାନ ଖାଇବାକୁ ଆସି ଖଳାରେ କଚାଡ଼ି ଦେଲା ହାତୀ

ଭବାନୀପାଟଣା: ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତାହାତୀ। ଘଉଡାଇବାରୁ ଜଣକୁ ଶୁଣ୍ଢରେ ଧରି କଚାଡ଼ି ଦେଲା ହାତୀ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଗୁରୁତରଙ୍କ ଭିତରେ ଜଣେ ୬…

୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ଡିଲ୍‌, ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର:୩ ଲକ୍ଷ ଜାଲ୍‌ ନୋଟ୍‌କୁ ୧ ଲକ୍ଷରେ ହେଉଥିଲା ଡିଲ୍‌। ଏହି ସମୟରେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଜାଲ୍‌ ନୋଟ୍‌ ଜବତ କରିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଜାଲ୍‌ ନୋଟ୍‌ କାରବାର ନେଇ ଏସ୍‌ଟିଏଫ୍‌…

ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ନିର୍ଧୂମ ମାଡ଼

ଯାଜପୁର: ସୀମା ଟପିଲା ବର୍ବରତା । ବିଚ୍‌ ରାସ୍ତାରେ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି କଲେ କିଛି ଯୁବକ । ପୂର୍ବତନ ସରପଞ୍ଚ ଥିବା ଜଣେ ବୃଦ୍ଧଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି। ବୃଦ୍ଧଜଣକ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହା ପ୍ରାୟ…

ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ  

ବାରିପଦା: ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଦିନିଆ ଗାଁରେ ଏଭଳି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ସ୍ତ୍ରୀ ଶାରଦା ମାରାଣ୍ଡି। ଗତ ରବିବାରଠାରୁ ଶାରଦା ଘରୁ…

ପାରିବାରିକ କଳହ ପାଇଁ ବିଷ ପିଇଦେଲେ ମା’ ଓ ମୁକ ପୁଅ

ଖଲ୍ଲିକୋଟ: ପାରିବାରିକ କଳହ ଉଗ୍ର ରୂପ ନେଇ ଉଜାଡ଼ିଦେଲା ସଂସାର । ମା’ ଓ ମୁକ ପୁଅଙ୍କ ମଧ୍ୟରେ ଲାଗିଥିବା କଳହ ଯୋଗୁ ଶେଷରେ ଉଭୟ ବିଷ ଦେଲେ । ମା’ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ରମ୍ଭା ଥାନା ବୋରିଗାଁରେ ଘଟିଛି ।…

ପୁଲିସ ଇନଫର୍ମର ଦର୍ଶାଇ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି। ଦନ୍ତେୱାଡା ଜିଲ୍ଲାର ମାଲେବାହୀ ଥାନା ଅଂଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଂଚଳକୁ ବୁଲିବାକୁ ଯାଇଥିଲା।ତେବେ…

କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ…

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନିୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ…