Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର
ସାଲେପୁର: ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି!-->…
ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ
ଜଳେଶ୍ୱର: ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ!-->…
ବାଳକି ଡାଡି-କେଲାପଡା ରାସ୍ତା ନିର୍ମାଣରେ ମହା ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ…
ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ..
ଚକା ଚୋରୀ କରୁଥିବା ବେଳେ ଧରାପଡିଲା ଚୋର : ପିଟିଲେ ଓ ପୋଲିସକୁ ଦେଲେ ଜିମା…
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରୁ ଏକ ପାୱାରଟିଲର ଗାଡିରୁ ଚକା ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଜଣେ ଚୋରକୁ ଊତମ ମଧ୍ୟମ ପରେ ଲୁଟେରାଙ୍କୁ ହିଞ୍ଜିଳି ଥାନାରେ ଜିମା ଦେଇଛନ୍ତି । ଗିରଫ ଲୁଟେରା ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗ୍ରାମର ଭକ୍ତ ଦଳେଇ । ଏ!-->…
ନିମ୍ନ ମାନର ଖାଦ୍ୟ ପରସିବା ଅଭିଯୋଗ ରେ ଅନଦିଷ୍ଟ ସମୟ ପାଇଁ ବନ୍ଦ ହେଲା ହୋଟେଲ ସ୍ୱାଗତ ରେଷ୍ଟୁରାଣ୍ଟ…
ମାଲକାନଗିରି : ନିମ୍ନ ମାନର ଖାଦ୍ୟ ପରସିବା ଅଭିଯୋଗ ରେ ଅନଦିଷ୍ଟ ସମୟ ପାଇଁ ବନ୍ଦ ହେଲା ମାଲକାନଗିରି ର ହୋଟେଲ ସ୍ୱାଗତ ର ରେଷ୍ଟୁରାଣ୍ଟ। ହଁ ଆଜ୍ଞା ଆପଣ ଠିକ ଶୁଣିଲେ ଏ ହେଉଛି ଉପାନ୍ତ ଜିଲ୍ଲାର ଷ୍ଟାର ହୋଟେଲ ସ୍ୱାଗତ । ଯେଉଁଠି ଦିର୍ଘ ଦିନ ଧରି ଗ୍ରାହକ ମାନଙ୍କୁ କଞ୍ଚା ଓ ପଚା!-->!-->!-->…
ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ବ୍ରାଉନ୍ସୁଗର ଓ ଗଂଜେଇକୁ…
ବ୍ରହ୍ମପୁର : ଜିଲ୍ଲା ଡ଼୍ରଗ୍ସ ନିଷ୍କାସନ କମିଟି ପକ୍ଷରୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗଂଜେଇକୁ ଆଜି ନଷ୍ଟ କରାଯାଇଛି ।ପୂର୍ବରୁ ମଧ୍ୟ ବିପୁଳ ପରିମାଣର ଗଂଜେଇ କମିଟିର ନିଷ୍ପତିକ୍ରମେ ନଷ୍ଟ କରାଯାଇଥିବା ବେଳେ ଆଜି ୧୫୩୭ କିଲୋଗ୍ରାମର ଗଂଜେଇକୁ ନଷ୍ଟ କରାଯାଇଛି । ଏଥି ସହ!-->…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ମୃତ
ଖଡ଼ଗପୁର : ମୃତ୍ୟୁ କେତେବେଳେ କାହାର ହେବ ତାହା କାହାକୁ ଜଣାନଥାଏ । ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ବେଳେ ଏଭଳି ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ!-->…
ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର!-->…
ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ
ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଦେବୀ ଛକରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରକ୍ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାଟିଆ। ତାଙ୍କ ଘର ସୋବର ଗାଁର।
ଗତକାଲି ପ୍ରଦୀପ ନୂଆଗଡ ଗୋଲେଇ ଛକରେ ଥିବା ନିଜ!-->!-->!-->…
ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଟିଟିଲାଗଡ଼: ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି।
!-->!-->!-->…