Browsing Category

ଅପରାଧ

ଚୋରକୁ ନିସ୍ତୁକ ଛେଚିଲେ ଲୋକେ

ଭଦ୍ରକ ୧୧।୧୧ : ଚୋରୁ କରୁଥିଲା, ଧରାପଡିଲା । ନିସ୍ତୁକ ଛେଚିଲେ ଲୋକେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେତେକ ନିଶାସକ୍ତ ଓ ଅସାମାଜିକ ଯୁବକ ଚୋରି କରୁଛନ୍ତି । ଯୁବକ ଜଣକ କୌଣସି ଏକ ରୋଗୀଙ୍କ…

ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୧୧/୧୧: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଖଣ୍ଡଗିରି ଥାନ ଅଧୀନରେ ଥିବା ଏକ ହଷ୍ଟେଲରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲି ପଡିଛନ୍ତି ଯୁବତୀ । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲା ତିରିପଦା ଗଡ଼ର ଦୀପ୍ତି ପାଣି । ସେ…

ଘରେ ରଶି ଲଗାଇ ଝୁଲିପଡିଲେ ଯୁବକ

ସାଲେପୁର ୧୦।୧୧ : ଫ୍ୟାନ୍‌ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ । ମୃତ ଯୁବକ ସାଲେପୁର ଥାନା ବାରବାରି ଗାଁର ବାପିନା କାଣ୍ଡି । ସେ ମାମୁଁ ଘର ଶଙ୍କରପୁର ଗାଁରେ ରହିଆସୁଥିବା ବେଳେ ଶଙ୍କରପୁର ଗାଁରେ ଘଟିଛି ଘଟଣା। ଖବର ଅନୁଯାୟୀ, ଗୁରୁବାର…

ଅର୍ଚ୍ଚନା ନାଗ ମାମଲାରେ ଇଡିର ଚଢାଉ, ୬ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତଢାଉ । ଆଜି ତାଙ୍କ ଘରେ ପଞ୍ଝା ମାରିଛି ତଦନ୍ତକାରୀ ଟିମ୍‌ । ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ପୈତୃକ…

୧୦ ହଜାରରେ ଶିଶୁକନ୍ୟାକୁ କିଣିଥିଲେ ଦଂପତି, ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଥରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରୁ ଏକ ଦଂପତିଙ୍କ ପାଖରୁ ୪ ମାସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍‌ ଓ କମିସନରେଟ ପୁଲିସର ଚଢ଼ଉ ବଳରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। …

ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୮ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ୮ ଗିରଫ । ୮ ପରମ୍ପରାବାଦୀଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗତକାଲି ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ ।…

ସ୍ତ୍ରୀ ଓ ୨ ପୁଅଙ୍କ ଆକ୍ରମଣରେ ବାପା ମୃତ

ଖଲିକୋଟ ୦୯/୧୧: ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ। ୨ ପୁଅ ଏବଂ ସ୍ତ୍ରୀର ଆକ୍ରମଣରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଏହି ଆକ୍ରମଣରେ ମୃତକ ସ୍ୱାମୀଙ୍କ ପରିଚୟ ସୂର୍ଯ୍ୟ ପାହାନ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଦେଖିବାକୁ ମିଳିଛି। ଖବର…

ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୦୯/୧୧: ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ଓଭରବ୍ରିଜ ନିକଟରେ ଚଢାଉ କରି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି STF । ଚଢ଼ାଉ ବେଳେ ୨ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ନିଶାଦ୍ରବ୍ୟ କାରବାର…

୧୦ ମାସ ଧରି ନିଖୋଜ ଥିବା ଛାତ୍ରୀଙ୍କ ମିଳିଲା ମୃତଦେହ, ମାଟି ଖୋଳି ଉଦ୍ଧାର କଲା ନୂଆପଡ଼ା ପୋଲିସ୍

ନୂଆପଡ଼ା: ୧୦ ମାସ ପରେ ମିଳିଲା ମୃତଦେହ। ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ୍। ଘଟଣାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ନୂଆପଡ଼ାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ମାଟିତଳେ ପୋତିଦେଇଥିଲା ଅଭିଯୁକ୍ତ। ଗତ ଜାନୁଆରି…

ଆଦିବାସୀ କଲ୍ୟାଣ ବିଦ୍ୟାଳୟରୁ ନିଖୋଜ ଥିଲେ ଛାତ୍ର; ସ୍କୁଲ ପାଖ କାଜୁବାଡ଼ିରୁ ମିଳିଲା ମୃତଦେହ

ନବରଙ୍ଗପୁର ୦୯/୧୧: ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ବୁଧବାର ସ୍କୁଲ ପାଖରେ ଥିବା କାଜୁବାଡ଼ିରୁ ନିଖୋଜ ଛାତ୍ରର ଝୁଲନ୍ତା ମୃତଦେହ ଡାବୁଗାଁ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ପରିଚୟ ଶଙ୍କର ହରିଜନ। ଡାବୁଗାଁ ଥାନା ମାନିଗାଁ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ…