Browsing Category

ଅପରାଧ

ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ୱା

ସମ୍ବଲପୁର ୦୯।୧୧: ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ବା । ମୃତ ଛାତ୍ରୀଙ୍କ ନାମ ପ୍ରଜ୍ଞା ପରମିତା ପାଣିଗ୍ରାହୀ ବୋଲି ଜଣାପଡିଛି । ସମ୍ବଲପୁର ଅଇଁଠାପାଲି ନିକଟସ୍ଥ ବିର୍ସା ମୁଣ୍ଡା ଛକରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଛାତ୍ରୀ ଜଣକ ସକାଳୁ ସାଇକେଲରେ ସ୍କୁଲ…

ଅଟୋରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଚଣ୍ଡିଖୋଲ ୦୯।୧୧ : ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣ ନିକଟରୁ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଦୁଇ ଜଣ ଯୁବକ…

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

ଖୋର୍ଦ୍ଧା ୦୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଚଟୁଆ ଗାଁର କିଛି…

ଶକ୍ତିନଗର ତାଲାବନ୍ଦ ଘରୁ ଚୋରି…

ବ୍ରହ୍ମପୁର : ଲୋଚାପଡା ରୋଡ ଶକ୍ତିନଗରନିକଟରେ ଥିବା ଆଦିଶକ୍ତି ନଗର ଦ୍ୱିତୀୟ ଲାଇନର ମହେନ୍ଦ୍ର ପଣ୍ଡା ଘରୁ ଚୋରି ଅଭିଯୋଗ ହୋଇଛି ସୂଚନା ଥାଉକି ପଣ୍ଡା ନିଜ ଭାଇର ସ୍ୱାସ୍ଥ୍ୟ ଖରାପ ଶୁଣି ମଙ୍ଗଳବାର ସନ୍ଧ୍ୟା ରେ ପୁରୁଷୋତ୍ତମପୁର ଘରକୁ ଯାଇଥିଲେ ବୁଧବାର ଦିନ ଏଗାର ଘଣ୍ଟା ଘରକୁ…

ବାପାକୁ ମିଶି ହାଣିଲେ ଦୁଇ ପୁଅ ଓ ମାଆ, ପାରିବାରିକ କଳହରୁ ହତ୍ୟାକାଣ୍ଡ…!

ଖଲ୍ଲିକୋଟ : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମାଆ । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ୟ ପାହାନ ବୋଲି ଜଣାପଡିଛି । ଏଠି ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟାଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । …

ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ : ମିଳିଲା ନିଖୋଜ ଯୁବ ବ୍ୟବସାୟୀଙ୍କ ମୃତଦେହ

କଟକ : କଟକ ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ। ଆଜି ଗାଧୋଇବା ସମୟରେ ବୁଡ଼ିଗଲେ ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ ମହମ୍ମଦ ଈର୍ଷାଦ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରିରଖିଥିଲା। ସର୍ଚ୍ଚ ଅପରେସନ ଥିଲେ ଅଗ୍ନିଶମ ବାହିନୀ ଓ…

ସ୍ୱାମୀ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ସ୍ତ୍ରୀ ଥାନାରେ ପହଞ୍ଚିଲେ

ସୋର : ଅନେକ ସୁନେଲି ସ୍ବପ୍ନ ଦେଖିଥିଲେ । ଅନେକ ଆଶା ନେଇ ସ୍ୱାମୀ ହାତ ଧରିଥିଲେ l ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ l ହେଲା ସ୍ବପ୍ନ ଅଧାରୁ ଅଟକିଗଲା l ବିବାହ ପ୍ରସ୍ତାବ ବେଳେ ଭାବୀ ସ୍ୱାମୀ ସୁରଟରେ ଭଲ ଦରମା ପାଉଥିବା ଜଣେ ଇଂଜିନିୟର ଭାବେ ପରିଚୟ…

ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ

ପୁରୀ, ୦୮/୧୧: ଡକାୟତି ଯୋଜନା ପଣ୍ଡ। ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ। ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୫ ଡକାୟତ ହେଲେ ବାଲିଘାଟ ଆଦର୍ଶ ନଗରର ନାରାୟଣ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଭିଆଇପି ରୋଡ ଜଗନ୍ନାଥ କଲୋନୀର ପ୍ରଦୀପ ବେହେରା,…

ମୀନାବଜାର ଦୋଳିରୁ ପଡି ଯୁବକ ମୃତ

କଣ୍ଟାବାଞ୍ଜି ୦୮।୧୧: ମୀନାବଜାର ଦୋଳିରୁ ପଡି ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ତୁରକେଲାରେ ଅଘଟଣ । ମୃତ ଯୁବକ ଜଣକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ତୁରେକେଲାରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବ…

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ: ଭଙ୍ଗାରୁଜା, ଗୋବର ମାଡ଼ ସହ ଲାଠିଚାର୍ଜ

ଭୁବନେଶ୍ୱର/ବ୍ରହ୍ମପୁର:ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ବିରୋଧ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ହେତୁବାଦୀଙ୍କୁ ଅଟକ ରଖିଛି ପୋଲିସ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ…