Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର!-->!-->!-->…
୧୦ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ପ୍ରଦୀପ ସେଠୀ
ଭୁବନେଶ୍ୱର ୦୩।୧୧ : ଚିଟ୍ଫଣ୍ଡ ଠକେଇ ମାମଲାରେ ଦୀର୍ଘ ୧୦ ବର୍ଷ ପରେ ଜେଲ୍ରୁ ମୁକୁଳିଛନ୍ତି ଅର୍ଥତତ୍ତ୍ୱ (ଏଟି) ମାଲିକ ପ୍ରଦୀପ ସେଠୀ । ସେ ବ୍ରହ୍ମପୁର ଜେଲ୍ରେ ବନ୍ଦୀ ଥିଲେ । ଜେଲ୍ରୁ ବାହାରିବା ପରେ ସେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମାନସିକ ସ୍ଥିତ!-->…
ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା, ମନ୍ତ୍ରୀଙ୍କ ପୁତୁରାଙ୍କୁ ମିଳିଲାନି ଜାମିନ
କଟକ: କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ନିରାଶ ହୋଇଛନ୍ତି। ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ଓରଫ ଭିକି ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ କୌଣସି!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା, ୪ ଜଣଙ୍କ ନାମରେ ମାମଲା ରୁଜୁ କଲା ED
ଭୁବନେଶ୍ୱର, ୦୨/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅଭିଯୁକ୍ତଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି!-->…
ନକଲି ଔଷଧ କାରବାର ମାମଲା; ୨ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
କଟକ ୦୨/୧୧: କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍ ମିଳିଛି। ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ଅଭିଯୁକ୍ତଙ୍କ ପରିଚୟ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ।
ତାଙ୍କୁ ମିଳିଥିବା ଜାମିନ୍ର!-->!-->!-->…
କୋଚିଂ ସେଣ୍ଟରରେ ଅଘଟଣ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ
ମାର୍ଶାଘାଇ ୦୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି ।
!-->!-->…
କାର୍-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର
ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଏକ କାର୍ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ!-->!-->!-->…
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ମାରିଥିବା ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱରରେ ନିଶା ନିବାରଣ କେନ୍ଦ୍ରରେ ପିଟି ମାରିଥିବା ଅଭିଯୋଗ । ମୃତ ଯୁବକ ଜଣକ ହେଲେ ରାଜୀବ ଶ୍ରୀ ଚନ୍ଦନ, ବୟସ ୩୮। ଘର ଡୁମଡୁମାଫେଜ ୨ । ଗତ ୨୪ ତାରିଖରେ କୋଳଥିଆର ଏକ ନିଶା ନିବାରଣ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ ।
ଖଣ୍ଡଗିରି ଥାନରେ ଏ ନେଇ ଅଭିଯୋଗ । ରାଜୀବ!-->!-->!-->…
ବ୍ରାଉନସୁଗାର ଖଟି ଉପରେ ଚଢ଼ଉ, ଗିରଫ ହେଲେ ୭ ଅଭିଯୁକ୍ତ
ଭୁବନେଶ୍ୱର: ବ୍ରାଉନସୁଗାର ଖାଉଥିବା ଖଟି ଉପରେ କମିଶନରେଟ ପୁଲିସର ଅତର୍କିତ ରେଡ। ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା!-->…
କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଛୁରାମାଡ
କଟକ: କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ମିଳିଛି। ପିଡିତା ଏବଂ ଅଭିଯୁକ୍ତଙ୍କର ପରସ୍ପର ସହିତ ପୂର୍ବରୁ ପରିଚୟ ରହିଥିବା ଜଣାପଡିଛି। ଏକ ତରଫା ପ୍ରେମରୁ ଜଣେ!-->…