Browsing Category

ଅପରାଧ

ପୁଣି ମାତିଲେ ମାଓବାଦୀ : ଇନଫର୍ମର ସନ୍ଦେହରେ କଲେ ନୃସଂଶ ହତ୍ୟା…

ଫୁଲବାଣୀ :- ଗତକାଲି ପୋଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ l ପୁଣି ଗୋଟଏ ଠିକା କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ…

ଭିଜିଲାନ୍ସ ଜାଲରେ ପୋଲିସ; ଥାନାଧିକାରୀଙ୍କ ଗାଡ଼ିରୁ ମିଳିଲା ୧ଲକ୍ଷ ୮୦ ହଜାର

ବାଲିଗୁଡ଼ା ୨୩/୧୦: ଭିଜିଲାନ୍ସ ଜାଲରେ କୋଟଗଡ ଥାନାଧିକାରୀ। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଗାଁକୁ ଯିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଖବର ଅନୁସାରେ, ବାଲିଗୁଡ଼ା ମୁଖ୍ୟ ରାସ୍ତା ୫୯ ନମ୍ୱର ଜାତୀୟ ରାଜପଥରେ ତ୍ରିବେଦି ପାର୍କ ପାଖରେ ଥାନାଧିକାରୀ ଧିରଜ ଲେଙ୍କାଙ୍କ ଗାଡ଼ିରୁ…

ଅଲୋଡ଼ା ହେଲା ଶିଶୁକନ୍ୟା; ପଲିଥିନ ବ୍ୟାଗ୍‌ରେ ଫିଙ୍ଗି ଚାଲିଗଲା ମା’

ବଲାଙ୍ଗୀର ୨୩/୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅସ୍କିଜେନ ପ୍ଲାଣ୍ଟ ପାଖ ନାଳରୁ ମୃତଶିଶୁ ଉଦ୍ଧାର ହୋଇଛି। ଗୋଟିଏ ପଲିଥିନ ଥଳିରେ ଶିଶୁକୁ କେହି ଛାଡ଼ି ଚାଲିଯାଇଥିବା କୁହାଯାଇଛି। ତେବେ ଆଜି କିଛି ସ୍ଥାନୀୟ ଲୋକ ଥଳିକୁ ଦେଖିଥିଲେ। ପରେ ସେଥିରେ ଏକ ଶିଶୁକନ୍ୟା…

କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ

ମୋହନା, ୨୩/୧୦: ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ବଡ ସଫଳତା । କମଳାପୁର ଛକରେ ଚଢ଼ାଉ କରି ଏକ କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ କରିଛି ପୋଲିସ୍‌ । ଏହି ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା…

ମହଙ୍ଗା ପଡ଼ିଲା ଦାଦାବଟି ଆଦାୟ; ୨ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା ୨୩/୧୦: ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲରେ ବହୁ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ବଟି ମାଗିଥିବା ୨ ଅଭିଯୁକ୍ତଙ୍କୁ ଠେଲକୋଲିର ଡ଼ୁମେରମୁଣ୍ଡା ପାଖରୁ ବନହରପାଲି ପୋଲିସ ଗିରଫ କରିଛିl ଗିରଫ ଅଭିଯୁକ୍ତଙ୍କ ପରିଚୟ ଏମଡି କମାଲ ହୁସେନ ଓ ଗୁଡ୍ଡୁ ସା।…

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ଗଜପତି, ୨୩/୧୦: ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ । ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରେ ସ୍ବାମୀ-ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର…

୨୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍‌

ଟିଟିଲାଗଡ, ୨୩/୧୦: ବଲାଙ୍ଗିର ଜିଲ୍ଲାରେ ପୁଣି ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡିରେ ସେମାନଙ୍କୁ ରଖିଛି ପୋଲିସ। ପ୍ରାୟ ୧୦ଟି ପରିବାରରୁ ୧୦ ଜଣ ପୁରୁଷ ୮ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣାପଡିଛି । ସମସ୍ତେ ସଇଁନ୍ତଲା ବ୍ଲକ…

ଟ୍ରକ୍‌ ଭିତରେ କରୁଥିଲେ ରୋଷେଇ, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

ପାଟଣା, ୨୩/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସରେ ରାସ୍ତାକଡ଼ରେ ଟ୍ରକକୁ ଛିଡ଼ା କରି ଗାଡ଼ି ଭିତରେ…

ସ୍ୱାମୀ-ସ୍ତ୍ରୀ କଳିରୁ ପୋଲିସ୍‌ରେ ଅଭିଯୋଗ, ଅପମାନ କହି ସ୍ୱମୀର ଅତ୍ମହତ୍ୟା ଉଦ୍ୟମ

ସୋର, ୨୩/୧୦: ସୋର ଥାନାରେ ହାଇ ଡ୍ରାମା l ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଅପମାନ କହି ସୋର ଥାନାରୁ ସ୍ୱାମୀ ଦୌଡ଼ି ପଳାଇ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ସମ୍ମୁଖରେ ଚଳନ୍ତା ଟ୍ରକ ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି…

ଗଞ୍ଜାମ ଜିଲ୍ଲାରେ ୪ ଦିନିଆ ସ୍ପେଶାଲ ଡ୍ରାଇଭ, ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର :  ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ଉପରେ ଆକ୍ସନ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ନିର୍ଦ୍ଦଶେକ୍ରମେ ରାଜ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କରାଯାଇଛି ସ୍ପେଶାଲ ଡ୍ରାଇଭ । ଅକ୍ଟୋବର ୧୮ରୁ ଅକ୍ଟୋବର ୨୧ ତାରିଖ ଚାରି ଦିନିଆ ଚାଲିଥିଲା ସ୍ପେଶାଲ…