Browsing Category

ଅପରାଧ

ରୋଷେଇ କରୁଥିବାବେଳେ ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର

ଭଞ୍ଜନଗର: ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର। ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କନ୍ଧଶାରଳା ଗାଁରେ ଘଟିଛି ଏଭଳି ଘଟଣା । ଆ‌ହତ ବୃଦ୍ଧା ଜଣକ ହେଲେ, ଗୈାରୀ ନାଇକ। ନିଜ ଘରେ ରୋଷେଇ କରୁଥିବାବେଳେ, କୈାଣସି କାରଣ ବଶତଃ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଆରୋହୀ ମୃତ

ନୀଳଗିରି ୧୫।୧୦ : ରାସ୍ତା ପାର ହେଉଥିବା ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ନୀଳଗିରି ଏନ୍‌ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଏକ ପିକ୍‌ ଅପ୍‌…

ଗାଡ଼ିକୁ ପିଟିଲା ବାଇକ୍, ଆରୋହୀ ମୃତ

ବଲାଙ୍ଗୀର ୧୫।୧୦ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତାକଡ଼ରେ ଥିବା ଗାଡ଼ିକୁ ପିଟିଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଅରୋହୀଙ୍କ ମୃତ୍ୟ । ମୃତକ ହେଲେ କୃଷ୍ଣଚନ୍ଦ୍ର ଭୋଇ । ତାଙ୍କ ଘର ଗାଇସିଲେଟ୍ ବ୍ଲକ କସଁଡୋଲ ଗାଁରେ। ସେପଟେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର…

ଲିଙ୍ଗାୟତ ମଠ ସାଧୁଙ୍କ ନାଁରେ ଆଉ ଏକ ମାମଲା, ଯୌନଶୋଷଣ ଅଭିଯୋଗ

ବେଙ୍ଗାଲୁରୁ: ପୁଣି ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ…

ଅର୍ଚ୍ଚନା ଜାମିନ୍‌ ପ୍ରସଙ୍ଗ: ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ୱର ୧୪/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫାକୁ ଅର୍ଚ୍ଚନାଙ୍କ ଓକିଲ ବିରୋଧ କରିଛନ୍ତି। ଅର୍ଚ୍ଚନାଙ୍କୁ ଜାମିନ ଦେବାକୁ ତାଙ୍କ ସପକ୍ଷରେ ଓକିଲ ଯୁକ୍ତି…

ହାଇକୋର୍ଟର ଦ୍ବାରସ୍ଥ ହେଲେ ଦୀପିକା

କଟକ: ନୂଆ ମୋଡ଼ ନେଉଛି ଦୀପିକା- ଦିନେଶ ପାରିବାରିକ ବିବାଦ ମାମଲା। ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ଝିଅ ଦୀପିକା ଏବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପାର୍ଥନା କରିଛନ୍ତି ଦୀପିକା। ଦୀପିକାଙ୍କୁ…

ବିଦ୍ୟାଳୟରେ ମଦ୍ୟପାନ, ୨ ପ୍ରଧାନଶିକ୍ଷକ ନିଲମ୍ବିତ

ବଲାଙ୍ଗିର: ବିଦ୍ୟାଳୟରେ ମଦ୍ୟପାନ ଘଟଣାରେ ୨ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମାଟୁପାଲି ଓ ଡୁମେରପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ଜଣ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଉଭୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ପ୍ରଧାନ ଶିକ୍ଷକ…

କନ୍ଧମାଳରେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଜି.ଉଦୟଗିରି : କନ୍ଧମାଳରେ ପୁଣି ଲଜ୍ଜା । କଳିଙ୍ଗା ଘାଟିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ । ଜି.ଉଦୟଗିରି ଆଦର୍ଶ ଥାନାରେ ମହିଳାଙ୍କ ସ୍ୱାମୀ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି । ଫୁଲବାଣୀ ଅଞ୍ଚଳର ଜଣେ ମହିଳା କଳିଙ୍ଗା ବୁଲି ଆସିଥିଲେ । ସେଠାରୁ ସେ କଳିଙ୍ଗା…

ପୁଣି OTET ପ୍ରଶ୍ନ ପତ୍ର ସହ ସଠିକ ଉତ୍ତର ସିଟ୍ ଲିକ୍ ହୋଇଥିବା ଅଭିଯୋଗ

ମାଲକାନଗିରି: : ମାଲକାନଗିରି ଜିଲ୍ଲାରେ ଗତ ଅଗଷ୍ଟ ୨୯ ତାରିଖ ଦିନ ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ରଦ୍ଦ କରି ଆଜି ପୁନଃ ପରୀକ୍ଷା କରାଯାଇଛି । ଗତ ୨୯…

ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ କେସ୍, ଭାରତୀୟ ବିକାଶ ପରିଷଦ ଦାୟର କଲା ଜନସ୍ୱାର୍ଥ ମାମଲା

କଟକ ୧୪/୧୦: ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍‌ ମାମଲା । ବ୍ଲାକମେଲିଂ କୁଇନଙ୍କ ବେଆଇନ ସମ୍ପତ୍ତିର ଇଡି ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କିତ ସମସ୍ତ…