Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ ।
ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ!-->!-->!-->…
ସିବିଆଇ ମାମଲା ରଦ୍ଦ ନେଇ ପ୍ରଭାତ ବିଶ୍ୱାଳଙ୍କ ଦାୟର ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଲା
କଟକ: ସିବିଆଇ ମାମଲା ରଦ୍ଦ ନେଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦାୟର କରିଥିବା ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଛି । ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା ।!-->…
ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର
ରାଉରକେଲା, ୧୪/୧୦: ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କପଣ୍ଡ ନୂଆଗାଁ ପୋଖରୀ ନିକଟରୁ ଦାଦା ଝିଆରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା!-->!-->!-->…
ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ହତ୍ୟା ଅଭିଯୋଗ
ସୋର ୧୪/୧୦: ଝିଅକୁ ଭଲ ପାଇ ବିବାହ କରିବା ମହଙ୍ଗା ପଡିଲା ଛାତ୍ରକୁ । ଛାତ୍ର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମା । ମାଆଙ୍କ ଅଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ଥାନା ମଧୁସୂଦନ ପୁର ଡ଼ଗରା ଗ୍ରାମର ମୋହନ ମଲ୍ଲିକଙ୍କ ପୁଅ ଶୁସାନ୍ତ ମଲ୍ଲିକ ଗଣ୍ଡିବେଡ଼ କଲେଜ ଯୁକ୍ତ ଦୁଇ ପ୍ରଥମ!-->…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚଢାଉ
ବାଲେଶ୍ୱର : ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ!-->…
ଭୁବନ ରେଞ୍ଜରେ ବିଦ୍ୟୁତ ଆଘାତରେ ଦନ୍ତା ମୃତ
କାମାକ୍ଷାନଗର ୧୪/୧୦: ରାଜ୍ୟରେ ଲୋପ ପାଇବାକୁ ବସିଛି ହାତୀ ବଂଶ । ଦୈନିକି ଦୈନିକ ଗୋଟିଏ ଲେଖାଏଁ ହାତୀ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ଏବେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସୂଚନା ।
ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି ।!-->!-->!-->…
ବ୍ରହ୍ମପୁର ପୋଲିସ କୁ ମିଳିଛି ବଡ଼ ସଫଳତା : ବିପୁଳ ପରିମାଣର ବେଆଇନ୍ ଗୁଟଖା ଜବତ
ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍
!-->!-->!-->!-->!-->…
ବିରଜା ହାଟରୁ ୭ କିଲୋ ନକଲି ଟାଟା ଚା ଜବତ; ବ୍ୟବସାୟୀ ଅଟକ
ଯାଜପୁର ୧୩/୧୦: ଟାଟା କମ୍ପାନୀ ପକ୍ଷରୁ ଚଢ଼ଉ ବିରଜା ହାଟରୁ ନକଲି ଟାଟା ଚା ଜବତ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ହାଟରୁ ନକଲି ଟାଟା-ଚା ଜବତ କରାଯାଇଛି। ଏହି ଘଟଣାର ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ଟାଉନ ପୁଲିସ ପଚରାଉଚୁରା କରୁଛି।
ସୂଚନା ଅନୁସାରେ, ଯାଜପୁର ସାପ୍ତାହିକ!-->!-->!-->…
ରାଉରକେଲା ରେ ଚୋରା ଦେଶୀ ମଦର ବନ୍ୟା : ଅବକାରୀ ବିଭାଗ ଓ ବିଶ୍ରା ଥାନା ଓ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଙ୍କ ମିଳିତ…
ଚୋରା ଦେଶୀ ମଦ ସହ ପାଞ୍ଚଜଣଙ୍କୁ ଗିରଫ ଓ କୋର୍ଟ ଚାଲାଣ..
ବଲାଙ୍ଗୀର ରେ ସେକ୍ସ ରାକେଟ୍, ରାଣି ମହୁମାଛି ସହ ୧୦ ଯୁବତୀ ଓ ୨ ଗରାଖ ଉଦ୍ଧାର
ବଲାଙ୍ଗୀର ୧୩/୧୦: ତିନି ମାସ ଧରିଚାଲିଥିଲା ସେକ୍ସ କାରବାର। ଆଲିସାନ କୋଠାରେ ଅୟେସ କରୁଥିଲେ ରାଣି ମହୁମାଛି। ଶେଷରେ ଧରିଲା ବଲାଙ୍ଗୀର ପୋଲିସ ଏହି ସେକ୍ସ ଆଡ୍ଡା ଉପରେ ଚଢ଼ଉ କରିଛି। ଖବର ଅନୁସାରେ, ବଲାଙ୍ଗୀର ସହରର ଶାସ୍ତ୍ରୀନଗର ପଡ଼ାରେ ଥିବା ଏକ କୋଠାରେ ବହୁତ ମାସ ହେଲା!-->…