Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ମାନସ!-->…
ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଲେ ଡିସିପି
ଭୁବନେଶ୍ବର: ଅର୍ଚ୍ଚନାଙ୍କ ଲାପଟପ୍, ମୋବାଇଲ୍ , ହାର୍ଡଡିସ୍କ ଜବତ କରିଛି ପୋଲିସ୍ । ଏସବୁ ଡିଭାଇସକୁ ଫରେନସିକ୍ ଲାବ୍କୁ ପଠାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତାଙ୍କର ଗତ ୫ ବର୍ଷରେ ଟଙ୍କା ନେଣଦେଣ ଏବଂ ଫିକ୍ସ୍ଡ ଡିପୋଜିଟ୍ ବାବଦରେ ଆର୍ବିଆଇକୁ ତଥ୍ୟ!-->…
ଆସିଲା ଅର୍ଚ୍ଚନାଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍
ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଗିରଫ ଘଟଣା। ସାମ୍ନାକୁ ଆସିଲା କଳାଧନ୍ଦାର ହ୍ବାଟ୍ସ ଆପ୍ ଡିଲ୍। ଲେଡି ବ୍ଲାକମେଲର ଓ ହନିଟ୍ରାପ ସୁନ୍ଦରୀଙ୍କ ଡିଲ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ ଆସିଛି ସାମ୍ନାକୁ। ନ୍ୟୁଜ୍ ସେଭେନ ହାତରେ ଲାଗିଛି ଡିଲ୍ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ।
!-->!-->!-->…
ନକଲିକୁ ଧରିଲା ଅସଲି ପୋଲିସ, ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା
ଘଟଗାଁ ୦୯।୧୦: ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।
ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର,!-->!-->!-->…
ଫୁଟବଲ୍ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି, ଦୁଇ ଦିନ ପରେ ମିିଳିଲା କ୍ଷତାକ୍ତ ମୃତଦେହ
ଆନନ୍ଦପୁର ୦୯।୧୦ : ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି । ଦୁଇ ଦିନ ପରେ ମିଳିଲା କ୍ଷତାକ୍ତ ମୃତଦେହ । ମୃତକ ଝିଙ୍କିପିଟା ଗାଁର ବୈଦନାଥ ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ।
ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ବୈଦ୍ୟନାଥ ଫୁଟବଲ ଖେଳ!-->!-->!-->…
ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ
ଜଳେଶ୍ୱର: ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ ଜଣେ!-->…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶୁକ୍ରବାରଠୁ ଥିଲେ ନିଖୋଜ
ଚଣ୍ଡିଖୋଲ ୦୯।୧୦ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଓଲର ଗାଁର ଘଟଣା । ମୃତକଙ୍କ ନାମ ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନ ସମୟରେ ବ୍ୟାଙ୍କକୁ!-->!-->!-->…
ଜଗବନ୍ଧୁ ଫେରାର, ଫେସ୍ବୁକ୍ ଆକାଉଣ୍ଟ ବନ୍ଦ
ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲ୍ ର ରାଣୀ ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ।
!-->!-->…
ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ, ଲିଙ୍କରେ ବହୁ ବଡ଼ବଡ଼ିଆ ଥିବା ଚର୍ଚ୍ଚା
ଭୁବନେଶ୍ୱର : ଖୋଲୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗୁମର ପେଡ଼ି । ପୋଲିସ ଚୁପ୍ ରହିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍ ଲିଙ୍କ୍ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ!-->…
ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ!-->…