Browsing Category

ଅପରାଧ

ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ନୀଳଗିରି,୧୧/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ କେସିପୁର ପଞ୍ଚାୟତ ବାରାଖେଦା ଗ୍ରାମର ଜଗମୋହନ ମୁର୍ମୁଙ୍କ ୫ ବର୍ଷର ଶିଶୁକନ୍ୟା ନିଶ୍ୱାସ ନେବାରେ କଷ୍ଟ…

ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୧ ଲକ୍ଷ ଟଙ୍କା

ସମ୍ବଲପୁର: ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ୧୧ ଲକ୍ଷ । ଦଶହରା ପର୍ବ ଶେଷ ହେଉ ହେଉ ସମ୍ବଲପୁର ସହରରେ ମାତିଛନ୍ତି ଲୁଟେରା । ଆଜି ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କ ହାତରୁ ୧୧ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଝାମ୍ପି ନେଇଛନ୍ତି। ଟାଉନ ଥାନା ଅନ୍ତର୍ଗତ ମୋଡ଼ିପଡ଼ା ସ୍ଥିତ…

ସ୍କୁଲ ନଯିବାକୁ ଜିଦ କରି ଦେହରେ କିରାସିନି ଢାଳିଦେଲା ନାବାଳକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଯାଜପୁର : ଟମକା ଥାନା ସମରପିଟା ଗ୍ରାମରେ ସ୍କୁଲ ନଯିବାକୁ ଜିଦ କରି କିରାସିନି ଢାଳି ହୋଇ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତର କରାଯାଇଥିଲା ତେବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି ମୃତ ନାବାଳକ ଜଣକ ଏକ…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର ୧୧।୧୦: ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ପ୍ରୀତିପୁର ଅଞ୍ଚଳର ମାନିନୀ ଜେନା ବୋଲି ଜଣାପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଘଟଣା ସ୍ଥଳରେ ବିଂଝାରପୁର ପୋଲିସର ପହଞ୍ଚି ତଦନ୍ତ…

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ

ବାଲିଗୁଡା: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ତଡ଼ବାଡି ଗାଁରେ ହତ୍ୟାକାଣ୍ଡ ଘଟିଛି ।ମୃତକ ହେଲେ କୁଳପଦର ଗାଁର ପ୍ରଦୀପ…

ବାଇକ୍‌ ପଛପଟୁ ଧକ୍କା ଦେଲା ଡମ୍ପର: ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ବଲାଙ୍ଗିର: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ। ବଲାଙ୍ଗିର ଭବାନୀପାଟଣା ରାସ୍ତା ସିନଖମନ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ଏକ ତାରା ଗାଁର। ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ବାଇକ୍‌ରେ ଯାଉଥିବାବେଳେ ପଛପଟୁ ଏକ ଡମ୍ପର…

ପୀଡିତାଙ୍କ ସାଂଘାତିକ ତଥ୍ୟ, ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର ୧୧।୧୦ : ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା । ପୀଡିତାଙ୍କ FIRରେ ସାଂଘାତିକ ତଥ୍ୟ । ଅର୍ଚ୍ଚନା ନିଶାଦେଇ ନଗ୍ନ ଭିଡିଓ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । କେବଳ ସେତିକି ନୁହେଁ ଏବାବଦରେ ପଚାରିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ସିନେ ପ୍ରଯୋଜକ…

ପ୍ରେମିକକୁ ଧରି ନିର୍ଧୁମ ପିଟିଲେ, ଝିଅର ବାପା ସମେତ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଉମରକୋଟ: ହଜିଗଲା ମାନବିକତା । ପ୍ରେମିକାକୁ ଦେଖା କରିବା ସମୟରେ ଝିଅର ପରିବାର ଲୋକେ ପ୍ରେମିକକୁ ଧରି ନିର୍ଧୁମ ପିଟିଲେ। ଗାଁ ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଲେ । ଆଇନକୁ ହାତକୁ ନେଇ ଘଟଣାସ୍ଥଳରେ ହିଁ ଦିଆଗଲା ଦଣ୍ଡ । ରାସ୍ତା ଉପରେ ବସିଲା କଙ୍ଗାରୁ କୋର୍ଟ । ମାଡ଼…

କଣ୍ଟାବାଞ୍ଜି ଲଜ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଜବତ ଘଟଣା, SDPO ନିଲମ୍ୱିତ

କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣାରେ ପୁଣିଥରେ କାର୍ଯ୍ୟାନୁଷ୍ଠାନ । ନିଲମ୍ୱିତ ହେଲେ ଏସ୍‌ଡିପିଓ । ଜବତ ଟଙ୍କାର ହିସାବକୁ ନେଇ ବିବାଦ ଲାଗି ରହିଥିଲା । ଏହା ଉପରେ ତଦନ୍ତ କରି କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…

ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡ ଘଟଣା, ସିବିଆଇ ତଦନ୍ତ ଦାବିରେ ଅନଶନରେ ବସିଲେ…

ବ୍ରହ୍ମଗିରି, ୧୦/୧୦: ବ୍ରହ୍ମଗିରିର ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତ ରଂଜନ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ଅନିର୍ଦ୍ଧିଷ୍ଟ ଅନଶନ । ଦୀର୍ଘ ୧୧ ମାସ ପରେ ମୃତ ଚିତ୍ତ ରଂଜନଙ୍କ ପରିବାର ସହ ଗ୍ରାମବାସୀ…