Browsing Category

ଅପରାଧ

ବାରିପଦାରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା, ୧୦/୧୦: ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ…

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଯାଜପୁର ୧୦।୧୦ : ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡିଲେ ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ । ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ…

ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର

ଭୁବନେଶ୍ୱର ୧୦/୧୦: ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର । କିଭଳି ଅର୍ଚ୍ଚନା ଲୋକଙ୍କୁ ଫଶାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାର କପି…

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ପୁଣି ହାତୀର ମୃତଦେହ ଠାବ

କରଞ୍ଜିଆ: ପୁଣି ହାତୀ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କରଞ୍ଜିଆ ଡିଏଫଓ ପହଞ୍ଚିଛନ୍ତି । ତେବେ କେମିତି ଓ କେଉଁ…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ମାନସ…

ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଲେ ଡିସିପି

ଭୁବନେଶ୍ବର: ଅର୍ଚ୍ଚନାଙ୍କ ଲାପଟପ୍‌, ମୋବାଇଲ୍‌ , ହାର୍ଡଡିସ୍କ ଜବତ କରିଛି ପୋଲିସ୍‌ । ଏସବୁ ଡିଭାଇସକୁ ଫରେନସିକ୍‌ ଲାବ୍‌କୁ ପଠାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତାଙ୍କର ଗତ ୫ ବର୍ଷରେ ଟଙ୍କା ନେଣଦେଣ ଏବଂ ଫିକ୍ସ୍‍ଡ ଡିପୋଜିଟ୍‌ ବାବଦରେ ଆର୍‌ବିଆଇକୁ ତଥ୍ୟ…

ଆସିଲା ଅର୍ଚ୍ଚନାଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍ 

ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଗିରଫ ଘଟଣା। ସାମ୍ନାକୁ ଆସିଲା କଳାଧନ୍ଦାର ହ୍ବାଟ୍ସ ଆପ୍ ଡିଲ୍। ଲେଡି ବ୍ଲାକମେଲର ଓ ହନିଟ୍ରାପ ସୁନ୍ଦରୀଙ୍କ ଡିଲ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ ଆସିଛି ସାମ୍ନାକୁ। ନ୍ୟୁଜ୍ ସେଭେନ ହାତରେ ଲାଗିଛି ଡିଲ୍ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ। …

ନକଲିକୁ ଧରିଲା ଅସଲି ପୋଲିସ, ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

ଘଟଗାଁ ୦୯।୧୦: ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର,…

ଫୁଟବଲ୍‌ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି, ଦୁଇ ଦିନ ପରେ ମିିଳିଲା କ୍ଷତାକ୍ତ ମୃତଦେହ

ଆନନ୍ଦପୁର ୦୯।୧୦ : ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି । ଦୁଇ ଦିନ ପରେ ମିଳିଲା କ୍ଷତାକ୍ତ ମୃତଦେହ । ମୃତକ ଝିଙ୍କିପିଟା ଗାଁର ବୈଦନାଥ ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ବୈଦ୍ୟନାଥ ଫୁଟବଲ ଖେଳ…

ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ

ଜଳେଶ୍ୱର: ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ ଜଣେ…