Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ମୁନିଗୁଡା: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ଭାଲିଆପଦର ଆଦିବାସୀ ସାହି ନିକଟ ପାହାଡ ଉପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦୁହିଁଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିବା ବେଳେ ସ୍ୱାମୀ ରାଗରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମୃତ!-->…
ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା
ନୟାଗଡ଼ : ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ପିଟିଲେ ମହିଳା l ମହିଳାଙ୍କ ଝାଡ଼ୁ ମାଡ଼ରେ ସେ ଆହତ ହୋଇଛନ୍ତି। ଆଜି ନୟାଗଡ଼ ସହରରେ ଘଟିଛି ଏହି ଘଟଣା।
ମହିଳାଙ୍କ ଝାଡ଼ୁ ମାଡ଼ରେ ଆହତ ହୋଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ଭୂଅର୍ଜନ ଅଧିକାରୀଙ୍କ ନାଁ ସଞ୍ଜୟ ପ୍ରତିହାରୀ।!-->!-->!-->…
୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ
ଭୁବନେଶ୍ୱର: ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗର ଜବତ, ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା(୨୪)। ସେ କାର୍ରେ ବ୍ରାଉନସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଆସୁଥିଲେ। ଭୁବନେଶ୍ୱର ଏୟାରଫିଲ୍ଡ!-->…
୬ଟି ବାଇକ ଓ ୨ଟି କାର୍ ଜାଳି ଦେଲେ ଦୁର୍ବୃତ୍ତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍ ଅଭାବନୀୟ ଘଟଣା । ଗ୍ୟାରେଜ୍ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍ ଓ ଦୁଇଟି କାର୍ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର!-->!-->!-->…
SCBରୁ ପିଲା ଚୋରି ଘଟଣା, ଜଣେ ସୁରକ୍ଷାକର୍ମୀ ବହିଷ୍କୃତ
କଟକ ୨୮।୦୯: କଟକ ଏସ୍ସିବି ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ଏସ୍ସିବି କତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷୃତ କଲେ ମେଡିକାଲ କର୍ତ୍ତୃପକ୍ଷ । ସେହିପରି ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ ନୋଟିସ!-->…
ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ୧୨ କୁକୁର ଉଦ୍ଧାର
ବ୍ରହ୍ମପୁର: ଶିକ୍ଷାର ମନ୍ଦିରରେ ଘଟିଛି ଅମାନବୀୟ କାଣ୍ଡ । ଏଠାରେ ମାନବିକତାର ଶିକ୍ଷା ଦେବା ପରିବର୍ତ୍ତେ ଦିଆଯାଇଛି କୁଶିକ୍ଷା । ନୀରିହ କୁକୁରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କ ଗୋଡ଼ ସମେତ ମୁହଁ ବାନ୍ଧି ପକାଇ ଦିଆଯାଇଛି। କୁକୁରଙ୍କ ଭୁକିବା ଯୋଗୁ ଶୈକ୍ଷିକ ପରିବେଶ ନଷ୍ଟ!-->…
ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍ ଚୋରି କରିଥିଲେ, ମାସେ ପରେ ବନ୍ଧା ହେଲେ ୫ ଜଣ
ପାରାଦୀପ: ଟ୍ରକ୍ ବିକି ମାଲେମାଲ ହେବାକୁ ମାସେ ତଳେ ଘଟାଇଥିଲେ ଅମାନବୀୟ କାଣ୍ଡ । ଉଛୁଳା ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୁଲିସ୍ ୫!-->…
ଜୋବ୍ରା ଆନିକଟରେ ଲାଗିଲା ହାତୀର ମୃତଦେହ
କଟକ: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।
ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ!-->!-->!-->…
କଟକ ସହରରେ ପଶିଲେ ହାତୀ, ଆକ୍ରମଣରେ ୨ ମୃତ
କଟକ: କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା!-->…
ନୂଆଗଡ଼ ବୁରୁଜ ନିକଟରୁ ମହିଳାଙ୍କ ମୃତଦେହ ଠାବ
ଅସ୍ତରଙ୍ଗ: ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ଼ ମାଛଧରା ଜେଟି ନିକଟସ୍ଥ ଏକ ସ୍ପର ନିକଟରୁ ଜଣେ ମହିଳାଙ୍କ ମୃତଦେହ ସ୍ଥାନୀୟ ପୁଲିସ୍ ଠାବ କରିଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁ ପରେ ଏଠାକୁ ମୃତଦେହ ଆସି କିପରି ଲାଗିଲା ତାକୁ ନେଇ ସନ୍ଦେହ ବଢୁଛି। ମୃତ ମହିଳାଙ୍କର ବୟସ!-->…