Browsing Category

ଅପରାଧ

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍, ଫରେନ୍‌ସିକ ଲାବ୍‌କୁ ଗଲା ଜବତ ମୋବାଇଲ

ଭୁବନେଶ୍ୱର: କାହିଁକି ଜୀବନ ହାରିଲେ ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ଖୋଳତାଡ କରୁଛି ଧଉଳି ଥାନା ପୋଲିସ । ମୋବାଇଲ୍‌ ଖୋଲିପାରେ ଆତ୍ମହତ୍ୟାର ରହସ୍ୟ । ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲ୍‌ ଫୋନ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍‌ ଲାବକୁ…

ନକଲି ଔଷଧ କାରବାର ଘଟଣା: ତିନି ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

କଟକ : କଟକରୁ ବିହାର ଗୟାକୁ ଲମ୍ବିଛି ନକଲି ଔଷଧ କାରବାର ଚେର। ତିନି ଦିନିଆ ରିମାଣ୍ଡରେ ନକଲି ମେଡିସିନ କାରବାରର ଅଭିଯୁକ୍ତ। ତଦନ୍ତ ପାଇଁ ବିହାରରେ ଥିବା କମିସମରେଟ ପୋଲିସ ଟିମ୍‌ ୨ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ତିନିଦିନିଆ ଟ୍ରାଞ୍ଜିଟ…

ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍

ଖୋର୍ଦ୍ଧା: ଲାଞ୍ଚ ନେଇ ଆୟକର ବିଭାଗ ଅଧିକାରୀ ଗିରଫ। ଲାଞ୍ଚ ଦାବି କରିବା ଓ ନେବା ଅଭିଯୋଗରେ ଖୋର୍ଦ୍ଧା ଇନକମ୍‌ ଟ୍ୟାକ୍ସ ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ସୁମନ ସାହୁଙ୍କ ବିରୋଧରେ ଲାଞ୍ଚ ଦାବି ନେଇ ସିବିଆଇରେ ଲିଖିତ ଅଭିଯୋଗ କରିଥିଲେ…

ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନରେ ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନେ ସମସ୍ତେ ବାଲେଶ୍ଵର ଅଞ୍ଚଳର। ଏହି ୩ ଅଭିଯୁକ୍ତ ଜଳେଶ୍ଵର ଦେଇ ଭୁବନେଶ୍ୱର ଆସିବେ ବୋଲି ପାଖରେ ଖବର ରହିଥିଲା । …

ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: କାଲି ନିଖୋଜ ଥିଲେ ଯୁବତୀ, ଆଜି ମିଳିଲା ମୃତଦେହ । ବଲାଙ୍ଗିର ମ୍ୟୁନିସିପାଲଟି କର୍ମଚାରୀ ଅଷ୍ଟାମୀ ବକୁଳଙ୍କ ମୃତଦେହ ଉଦ୍ଧାର । ବିଜାଖମନ ସ୍ଥିତ ୱେଷ୍ଟ ମ୍ୟାନେଜମେଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଓ…

ଦେଢଶାଶୁକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ

ଭୁବନେଶ୍ବର: ଦେଢଶାଶୁକୁ ଅଶ୍ଳୀଳ ଫଟୋ ପଠାଇ ଗିରଫ ହଲା ଭଉଣୀ ଜ୍ବାଇଁ। ଏଭଳି ଏକ ଅଭିଯୋଗ ଆସିଛି ଭୁବନେଶ୍ବରର ନୟାପଲ୍ଳୀ ଅଞ୍ଚଳରୁ । କିଛି ଦିନ ତଳେ ଭଉଣୀ ଜ୍ବାଇଁ ଅଭିଯୋଗକାରିଣୀଙ୍କୁ ମୋବାଇଲକୁ ଅଶ୍ଲୀଳ ଫଟୋ ପଠାଇଥିଲେ। ଏହାକୁ ଅପତ୍ତି କରିଥିଲେ ମଧ୍ୟ ଭଉଣୀ ଜ୍ବାଇଁ…

ଯାଜପୁରରୁ ୮୦ ଗ୍ରାମର ହେରୋଇନ ଜବତ, ଜଣେ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ୮୦ ଗ୍ରାମର ହେରୋଇନ ଜବତ,ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। କୁଆଖିଆ ବଜାର ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ…

ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୨୪/୦୯: ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା । ଏହି ପରିପ୍ରେକ୍ଷୀରେ ପୁଣିଜମେ ମହିଳା ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । …

ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା ! ଅଢ଼େଇ ବର୍ଷ ଝିଅର ବୟାନ ରେକର୍ଡ ପରେ ହତ୍ୟାକାରୀ ସ୍ୱାମୀ ଗିରଫ

ଉମରକୋଟ: ହତ୍ୟାକାରୀ ସ୍ୱାମୀ ଗିରଫ। ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଆନ୍ଧ୍ରପ୍ରଦେଶର କାକିନାଡ଼ା ପୋଲିସ। ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିଛି ଦିନ ସଂସାର…

ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର 

ଡେରାଡୁନ: ଜଣେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଯୁବତୀଙ୍କ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉତ୍ତରାଖଣ୍ଡ ସରକାର। ହତ୍ୟାରେ ସମ୍ପୃକ୍ତ ଥିବା ଜଣେ ବିଜେପି ନେତା ତଥା ରିସର୍ଟ ମାଲିକଙ୍କ ପୁର ପୁଲକିତ ଆର୍ଯ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…