Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଡ଼ାକ୍ତରଙ୍କ ଅବହେଳା ଯୋଗୁ ଗଲା ଦୁଇ ଯାଆଁଳା ନବଜାତ ଶିଶୁ ପୁତ୍ରଙ୍କ ଜୀବନ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା। ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଗଲା ଦୁଇ ନବଜାତ ଯାଆଁଳା ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ । ସ୍ଥାନୀୟ ବହଡ଼ିହ ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ତୁରନ୍ତ!-->…
ପତ୍ନୀଙ୍କୁ ମାରି ଟାଙ୍ଗିଦେଲେ ସ୍ୱାମୀ
ରାଉରକେଲା: ଉଗ୍ରରୂପ ନେଇଛି ପତିପତ୍ନୀଙ୍କ ପାରିବାରିକ କଳହ। ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳାଙ୍କ ଶବ ଜବତ ଜବତ କରି!-->…
ରହସ୍ଯ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଆକ୍ରମଣ ଘଟଣା :ଦିଗହରା ପୋଲିସ ତଦନ୍ତ..!
ଘଟଣାର ୭ ଦିନ ବିତିଯାଇଥିଲେଵି ପୋଲିସ ହାତ ଖାଲି...
ରିସୋର୍ଟ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ବିଜେପି ନେତାଙ୍କ ପୁଅ ଗିରଫ
ହରିଦ୍ବାର: ଯୁବତୀଙ୍କ ହତ୍ୟା ମାମଲାରେ ଉତ୍ତରାଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟ (୩୫)ଙ୍କୁ ଗିରଫ କରାଯାଇଛି। ପାଉରି ଜିଲ୍ଲା ରିଷିକେଶ ସ୍ଥିତ ପୁଲକିତଙ୍କ ବନନ୍ତରା ରିସୋର୍ଟରେ ଏହି ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ!-->…
ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର
ଆଠମଲ୍ଲିକ: ଠାକୁରଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର । ପୋଲିସ ସୂତ୍ର ମୁତାବକ, ଗତ ୨୧ ତାରିଖରେ ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅନ୍ତର୍ଗତ ବାଟୀମୁଣ୍ଡା ଗ୍ରାମର ସିପୁନ ନାୟକ(୨୦) ତାଙ୍କ ବାପା ପୁରସ୍ତମ ନାୟକଙ୍କ ସହିତ ଆଠମଲ୍ଲିକକୁ କୋର୍ଟ!-->…
ଏସ୍ପି ଅଫିସ ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ; ପରିଚୟ ଅସ୍ପଷ୍ଟ
ଅନୁଗୁଳ ୨୪/୦୯: ଅନଗୁଳ ଆରକ୍ଷି ଅଧିକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ପାଖରେ ଜଣଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୫୫ ନମ୍ୱର ଜାତୀୟ ରାଜପଥ ପାଖରେ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ମୃୃୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତାଙ୍କର ଦେହରେ କୌଣସି କ୍ଷତ!-->…
ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ!-->…
ଜୀବନରୁ ମାରିଦେବାକୁ ଗ୍ୟାସଟାଙ୍କି ଖୋଲିଦେଲା ସ୍ୱାମୀ, ଗୁରୁତର ସ୍ତ୍ରୀ SCBରେ ଭର୍ତ୍ତି
ଭୁବନେଶ୍ୱର: ନିଶାଡି ସ୍ଵାମୀର ଅମାନବୀୟ କାଣ୍ଡ। ସ୍ୱାମୀରୁ ସାଜିଲା ଭକ୍ଷକ। ରାଜଧାନୀରେ ନିଶା ଚୁର ସ୍ଵାମୀ ଗ୍ୟାସ ଟାଙ୍କି ଖୋଲି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି।ଏହି ବିଭତ୍ସ କାଣ୍ଡରେ ସ୍ତ୍ରୀ ପ୍ରଭାତୀ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ SCB ମେଡିକାଲକୁ!-->…
ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ବପ୍ନା
ବ୍ରହ୍ମପୁର ୨୩/୦୯: ବ୍ରହ୍ମପୁରରେ ନ୍ୟାୟ ମାଗୁଛନ୍ତି ଆଉ ଜଣେ ମହିଳା । ମହିଳା ଜଣଙ୍କ ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ବ୍ରହ୍ମପୁର ରେଲୱେ ଷ୍ଟେସନରେ କାର୍ଯ୍ୟରତ ଟିଟିଆଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ୱପ୍ନା ନାୟକ ବସିଛନ୍ତି ଧାରଣାରେ । କେବଳ ଧାରଣା ଦେଇନାହାଁନ୍ତି!-->…
ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି କରି ହତ୍ୟା
ନୟାଗଡ଼: ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳିମାଡ଼ । ମୃତଦେହ ସହ ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ମୃତକ ଜଣଙ୍କ ହେଲେ ଗଣିଆ ଥାନା ରାସଂଗ ଗ୍ରାମର ରଜତ ରାଉତ । ରାସଂଗ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେନି ବେହେରା ଓ ସାଗର ବେହେରାଙ୍କ ସହ ରଜତଙ୍କ ବଚସା!-->…