Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ
କଟକ: କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଛି ପୁରୀଘାଟ ଥାନା ପୁଲିସ।ଭି ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ଭି ଆର ଡ୍ରଗ ଏଜେନ୍ସିର ମାଲିକ!-->…
ଭୁଲ୍ ଇଞ୍ଜେକସନ ପାଇଁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ; ଆକ୍ରମଣର ଶୀକାର ହେଲେ ଡାକ୍ତର ଓ କର୍ମଚାରୀ
ଭଦ୍ରକ ୧୮/୦୯: ଭୁଲ ଇଞ୍ଜେକସନ୍ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହି ଅଭିଯୋଗରେ ଜଣେ ଘରୋଇ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀଙ୍କୁ ଆକ୍ରମଣ । ଏପରି ଘଟଣା ଭଦ୍ରକରେ ଗ୍ରାମାଞ୍ଚଳ ଥାନା ଅଧୀନ ଚେକ ଗେଟ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ!-->…
ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ଲିଙ୍ଗରାଜ ଥାନା ଅଞ୍ଚଳରେ ବନ୍ଦ ଘରୁ ଘର ଭିତରୁ ଜଣେ ଛାତ୍ରଙ୍କ ମୃତ୍ୟଦେହ ପୁଲିସ ଉଦ୍ଧାର କଲା। ମୃତକ ଛାତ୍ର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏବଂ ଏଠାରେ ରହି ସେ ଇଞ୍ଜିନିୟରିଂ ପଢୁଥିଲେ ବୋଲି!-->…
କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁଲେ ମହିଳା
କଟକ: ନଦୀକୁ ଡେଇଁଲେ ମହିଳା। କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ। ଏକ ଦଉଡ଼ି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କେଉଁ କାରଣରୁ ମହିଳା ଜଣକ ନଦୀକୁ ଡେଇଁଥିଲେ ତାର କାରଣ!-->…
୨୪ ଘଣ୍ଟାରେ ୬ ଶିଶୁ ମୃତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଗତ ୨୪ ଘଣ୍ଟାରେ ଡାକ୍ତରଙ୍କ ଅବହେଳା ଲାଗି ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି ।
ସୂଚନାଯୋଗ୍ୟ, ଶନିବାର ରାତି ୯ଟା ପରେ ୬ ଜଣ ନବଜାତକ ଶିଶୁ ଆଇସିୟୁରେ!-->!-->!-->…
ରାଜମିସ୍ତ୍ରୀଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ
ଭୁବନେଶ୍ୱର: ପୁଣି ସାଇବର ଠକେଇ। ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ଚଳୁ। ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ। ଟେଲିଫୋନ୍ ନମ୍ବର ହ୍ୟାକ୍ କରି ଓଟିପି ଦ୍ୱାରା ନେଇଗଲେ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ରାଜମିସ୍ତ୍ରୀ କୁଶ ଗୌଡ଼ ଏତଲା ଦେଇଛନ୍ତି। କୁଶଙ୍କ ଘର!-->…
ନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍
ଭୁବନେଶ୍ୱର: ନକଲି ଔଷଧ ବ୍ୟବସାୟୀ ସାବଧାନ। ନକଲି ଔଷଧ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛି ଓଡ଼ିଶା ପୋଲିସ। ଔଷଧ ସଞ୍ଜୀବନୀ ସଦୃଶ। ମଣିଷକୁ ଏହା ମୃତ୍ୟୁ ମୁଖରୁ ରକ୍ଷା କରେ। ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି।
!-->!-->…
କୁକୁଡ଼ା ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଠାବ
ବାଲିପାଟଣା ୧୮।୦୯: କୁକୁଡ଼ା ଫାର୍ମ ନିକଟରେ ଯୁବକଙ୍କ ମୃତଦେହ ଠାବ । ମୃତକଙ୍କ ନାମ ସୁମନ୍ତ ବୋଲି ଜଣାପଡିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୩ ଟାରେ ସୁମନ୍ତ ଘରୁ ଚାଲି ଆସିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି!-->!-->!-->…
ବିଶ୍ୱକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର
ବ୍ରହ୍ମପୁର ୧୮।୦୯: ବିଶ୍ବକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର । ବ୍ରହ୍ମପୁର ସରକାରୀ ଆଇ ଟି ଆଇ ସ୍କୁଲ ପରିସରରେ ଅନୁଷ୍ଠିତ ବିଶ୍ବକର୍ମା ପୂଜାରେ ଘଟିଛି ଗଣ୍ଡଗୋଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ!-->!-->!-->…
କମିଶନରେଟ୍ ପୋଲିସ ଚଢ଼ଉ; ୧୧ ନିଶା ବେପାରୀଙ୍କୁ କାବୁ କଲା ହ୍ୱାଇଟ ସ୍ପାଇଡର ଟିମ୍
ଭୁବନେଶ୍ୱର ୧୭/୦୯: ରାଜଧାନୀରେ କମିଶନରେଟ ପୋଲିସର ହ୍ଵାଇଟ୍ ସ୍ପାଇଡର ଟିମ୍ର ଚଢ଼ଉ। ଚଢ଼ଉ ସମୟରେ ୭ ଧଳା ଜହର ବେପାରୀ ଗିରଫ। ସେମାନଙ୍କ ପାଖରୁ ମୋଟ୍ ୫୭ ଗ୍ରାମ ଧଳା ଜହର ଜବତ ହୋଇଛି। ଧଳା ଜହର ବ୍ୟବସାୟ କରୁଥିବା ୭ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜେଇ ବ୍ୟବସାୟରେ!-->…