Browsing Category

ଅପରାଧ

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ଘଟଣାର ଫର୍ଦା ଫାସ : ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ..

ବ୍ରହ୍ମପୁର /ପୁରୁଷୋତ୍ତମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡି ଛକଠାରେ ହୋଇଥିବା ହତ୍ୟା ଘଟଣାରେ ବାପା ପୁଅଙ୍କ ସମେତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତ ମଙ୍ଗଳବାର ଯଥା ୧୩ ତାରିଖ ଦିନ ୧୧ ଟା ସମୟରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପୁରୁଷୋତ୍ତମପୁର ଥାନା ରାମସା…

ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ

କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ…

ଜମ୍ମୁ ଓ କଶ୍ମୀରର ନୌଗାମ୍‌ରେ ଏନ୍‌କାଉଣ୍ଟର୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ବୁଧବାର ଦିନ ଶ୍ରୀନର ଜିଲ୍ଲାର ନୌଗାମ୍‌ ଅଞ୍ଚରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ଏ ସଂକ୍ରାନ୍ତରେ କେତେଗୁଡ଼ିଏ ଟୁଇଟ୍‌ ପୋଷ୍ଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି ଯେ, ନିହତ ଆତଙ୍କବାଦୀମାନେ ‘ଆନ୍‌ସର୍‌…

ବାହା ହେବାକୁ ମନା କରିବାରୁ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ

ଲଖିମପୁର ଖେରି: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଭୟଙ୍କର ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇ ଜଣ ଦଳିତ ନାବାଳିକା ଭଉଣୀ ବାହା ହେବାକୁ ମନା କରିବାରୁ ସେମାନଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ୬ ଜଣ ଯୁବକଙ୍କୁ ଗିରଫ…

ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍‌ପିଙ୍କ ମାଡ଼

ନବରଙ୍ଗପୁର: ଖାକିର ଦାଦାଗିରି । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍‌ପିଙ୍କ ମାଡ଼ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଏହି ଘଟଣା ଘଟିଛି । ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ…

ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ୨ ଗିରଫ । ଆଜି ଦୁଇଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ଗତ ୧୩ ତାରିଖରେ ଜଙ୍ଗଲରୁ ବାଘର ମୃତଦେହ ମିଳିଥିଲା । ମୃତ ବାଘର ନଖ କାଟିନେଇଥିଲେ ଶିକାରୀ । ଉଲୁଣ୍ଡା…

ସ୍ୱାମୀକୁ ଟାର୍ଗେଟ୍ ବେଳେ ସାମ୍ନାକୁ ଚାଲି ଆସିଲେ ସ୍ତ୍ରୀ, ଗୁଳିମାଡରେ ଚାଲିଗଲା ଜୀବନ

ନୂଆପଡ଼ା : ନୂଆପଡ଼ା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ଶରତ ସାହୁଙ୍କ ସ୍ତ୍ରୀ କୁମୁଦିନୀ ଶବର । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ । ଗୁଳିମାଡ଼ କରିଥିଲେ ଗ୍ରାମରକ୍ଷୀଙ୍କ ପୁଅ ନୀଳାମ୍ବର ସୁନା । ଦାଦାବଟି ନ ଦେବାରୁ ଗୁଳି କରି…

ଶ୍ୱେତା କୁମାରୀଙ୍କ ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡଙ୍କୁ ରାତିଅଧିଆ ଜେରା

ଭୁବନେଶ୍ୱର,୧୫/୦୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍‌ ଶ୍ୱେତାଙ୍କ ବାପା ଓ…

ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗଞ୍ଜେଇ ଜବତ ପରେ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଅଡବା ଥାନା ଭିତରେ ଘଟିଥିଲା ଲଙ୍କାକାଣ୍ଡ । ପୋଲିସକୁ ମାଡ ମାରି ଥାନା ଭଙ୍ଗା ରୁଜା କରିଥିଲେ ଶତାଧିକ…