Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କମ୍ପାନୀକୁ ଆଦିବାସୀଙ୍କ ବିରୋଧ, ମାଟାପାକା ଗ୍ରାମରେ ପ୍ରଜାମେଳି
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗାଁରେ ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନୀକୁ ପୁଣି ଥରେ ଆଦିବାସୀମାନେ ବିରୋଧ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଗ୍ରାମସଭା ଓ କମ୍ପାନୀର ଜନଶୁଣାଣୀରେ ଆଦିବାସୀମାନେ ସିମେଣ୍ଟ କମ୍ପାନୀକୁ ବିରୋଧ କରିଥିବା!-->…
ଜେଲ୍ରେ ଖାଇବା ପିଇବା ଠିକ୍ ଭାବେ ଦିଆଯାଉନାହିଁ ବୋଲି କଏଦୀ କଲେ ପ୍ରତିବାଦ: ଜେଲର ମାଡ଼ ମାରି ଆହତ କରିଥିବା…
ରେଢ଼ାଖୋଲ ଜେଲରଙ୍କ ମାଡ଼ରେ ଜଣେ କଏଦୀ ଆହତ। ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି। ସେପଟେ ଆହତ କଏଦୀଙ୍କ ଗୁରୁତର ଅଭିଯୋଗ। ଜେଲରେ ନିମ୍ନମାନର ଖାଦ୍ୟ ଦିଆଯିବା ପ୍ରତିବାଦ କରିବାରୁ ମାଡ଼ ମରାଯାଇଛି। ଅବ୍ୟବସ୍ଥାକୁ ପ୍ରତିବାଦ କରିଥିବା ୩ କଏଦୀଙ୍କୁ ବଲାଙ୍ଗିର ସ୍ଥାନାନ୍ତର!-->…
ସଫେଇ କର୍ମଚାରୀଙ୍କ ଅପହରଣ ଓ ଲୁଟ୍ ନାଟକ୍, ସିସିଟିଭି ଫୁଟେଜରୁ ଧରାପଡିଗଲା ସତ: ସ୍ତ୍ରୀ ଡରରେ ଦେଇଥିଲେ ମିଛ ଏତଲା
ଭୁବନେଶ୍ୱର,୧୧/୦୯: ନୂଆପଲ୍ଲୀ ଥାନା ଅଧୀନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କ ଡରରେ ଜଣେ ସଫେଇ କର୍ମଚାରୀ ଥାନାରେ ମିଛ ଏତଲା ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ଜଣକ ଥାନାରେ ଭୁଲ ମାଗି ମାମଲା ବନ୍ଦ କରିଦେବାକୁ ନେହୁରା ହୋଇଛନ୍ତି ।
ପୁଲିସ ଠାରୁ!-->!-->!-->…
ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା, ଯୁବକ ଯୁବତୀଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର: ସହରର ଜଣେ ଘର ମାଲିକଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉଠାଇବା ଓ ପରେ ବ୍ଲାକମେଲ ଘଟଣା ପଛରେ ରହିଛି ଏକ ରାକେଟ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବାସହ ଅନ୍ୟ ଦୁଇଜଣ ଫେରାର୍ ଥିବା ପୋଲିସ କହିଛି । ତେବେ ଏନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ୍ ସଚେତନ ରହିବା ପାଇଁ ମଧ୍ୟ!-->…
ଡକାୟତି ଯୋଜନା ପଣ୍ଡ; ୨ ଦୁର୍ଦ୍ଦାନ୍ତ ଅପରାଧି ସହିତ ୫ ଡକାୟତ ଗିରଫ
ଭୁବନେଶ୍ୱର ୧୧/୦୯: ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ ପାହାଳ ପୋଲିସ କରିଛି। ଶନିବାର ରାତିରେ ଏହି ଡକାୟତମାନଙ୍କୁ ପୋଲିସ୍ ଗିରଫ କରିଛି। ଡକାୟତି ଯୋଜନା କଲାବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅଛନ୍ତି। ସେମାନଙ୍କ ନାଁରେ!-->…
କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ
କଟକ: କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ। ଭିଆର ଏଜେନ୍ସି ଓ ପୂଜା!-->…
ରାଉରକେଲାରୁ ୧୬ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
ରାଉରକେଲା/ଭୁବନେଶ୍ୱର ୧୧।୦୯ : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ!-->…
ଜଳିଗଲା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ପାଇପ୍
ପଦ୍ମପୁର : ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି!-->…
ଜେଲ୍ ଗଲେ ଡିଏସପି ଇନଚାର୍ଜ: ୨ କୋଟିର ସଂପତ୍ତି ଠାବ, ଶାଶୁ ଓ ଶାଳକଙ୍କ ନାଁରେ ବେନାମୀ ସଂପତ୍ତି
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ପରେ ଭିଜିଲାନ୍ସ ତାଙ୍କ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଗତ ୮ରୁ ୧୦ ତାରିଖ ଯାଏ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା।ଏହି ସମୟରେ ଶ୍ରୀ ଡାଳୁଆଙ୍କ ୧୪ଟି ପ୍ଲଟ ଠାବ ହୋଇଥିବା ବେଳେ!-->…
୨ଶହ ଦିଅ ସାର୍ଟିଫିକେଟ ନିଅ
ଯାଜପୁର: '୨୦୦ ଟଙ୍କା ଦେଲେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ ।' ମାଟ୍ରିକ୍ ପାସ୍ ପରେ ସାର୍ଟିଫିକେଟ ଆଣିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏପରି ରୋକଠୋକ ଶୁଣାଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଶାଳିଜଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ!-->…