Browsing Category

ଅପରାଧ

ରାଜଧାନୀରେ ପୁଣି ଆତ୍ମହତ୍ୟା; ହାଉସିଂବୋର୍ଡ କଲୋନିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ୦୯/୦୯: ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଅଶୋକ କୁମାର ପ୍ରଧାନ‌(୩୩) ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଯୁବକ ଜଣକ ଅନେକ ସମୟରେ ଗଞ୍ଜେଇ ଓ…

ପୁଣି ଏମକେସିଜି ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ରୋଗୀ ଓ ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିବା ଜଣାପଡ଼ିଛି। ସିଲିଂ ଖସିବା ପରେ ରୋଗୀମାନଙ୍କୁ…

ପୁଅକୁ ହାଣି ହତ୍ୟା କଲା ବାପା

ବଣାଇ : କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ଯଦି ସେହି ବାପା ସଇତାନ ପାଲଟିଯାଇ ନିଜ ସନ୍ତାନକୁ…

ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା, ଡାଲା ଅଟୋ ଓଲଟି ୭ ଆହତ

ଖଲ୍ଲିକୋଟ, ୯/୯ : ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା। ଡାଲା ଅଟୋ ଓଲଟି ୭ ଆହତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମ ପାଟଣାସାହିର ଗଣେଶ ମୂର୍ତ୍ତି କଣ୍ଟିଆଗଡ଼ର ଶୈବ ପୀଠ ବଟେଶ୍ୱର ନିକଟ ସମୁଦ୍ରରେ ବିସର୍ଜନ ସାରି ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି।…

ଲାଞ୍ଚୁଆ ଡିଏସପି ଅଭିନବ ଡାଲୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ

ଢେଙ୍କାନାଳ ୦୭/୦୯: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ହୋଇଥିବା ଢେଙ୍କାନାଳର ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ ରିମାଣ୍ଡ ମଞ୍ଜୁର ହୋଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭିଜିଲାନ୍ସକୁ ୨ଦିନ ରିମାଣ୍ଡ ନେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭିଜିଲାନ୍ସ…

୫ ଦିନ ପରେ ଅମ୍ରିତା ମୃତ୍ୟୁ ଘଟଣାରୁ ହଟିପାରୁନି ସସପେନ୍ସ, କୁଆଡେ ଗଲା ଓଢଣୀ ପ୍ରଶ୍ନ କଲେ ମାଆ

ଯାଜପୁର ୦୮/୦୯: ଛାତ୍ରୀ ଅମରିତାଙ୍କ ମୃତ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୃତ ଛାତ୍ରୀଙ୍କ ଉପରୁ ହଟିନି ରହସ୍ୟ । କିଭଳି ହେଲା ଛାତ୍ରୀ ଅମରିତାଙ୍କ ମୃତ୍ୟୁ ।ଏହା ହତ୍ୟା ନା ଆଉ କିଛି । ସେପଟରେ ମୃତ ଛାତ୍ରୀଙ୍କ ମା ହତ୍ୟା ଅଭିଯୋଗ ଆଣିଥିବା ବେଳେ ସାମାନାକୁ ଆସିଛି ଆଉ ଏକ ରହସ୍ୟ…

ନିୟମ ନମାନିଲେ ଡିଜେ ବଜାଳିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଏସଡିପିଓ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି। …

ଭଡା ଘରୁ ଖେଳ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା । ଭଡା ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଅଢା ଅଞ୍ଚଳର ପର୍ଶୁରାମ ସେଠୀ । ସେ ଖନ୍ତପଡା ଇଞ୍ଚୁଡି ସ୍କୁଲରେ ଖେଳ ଶିକ୍ଷକ ଥିଲେ । ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ସେ ଭଡାରେ ରହୁଥିଲେ । ତେବେ…

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

ହିଞ୍ଜିଳି : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା କରୁଥିଲେ। …