Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ!-->…
ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା
ପୁରୀ: ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା। ପୁଅକୁ ଧରି ଧାରଣା ଦେଇଛନ୍ତି ବୋହୂ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳର ଘଟଣା।!-->…
ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନ
ପିପିଲି: ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିଲେ। ହେଲେ ବାଟରେ ନିଜେ ଶବ ହୋଇଗଲେ। ଆଜି ପୁରୀ-ଭୁବନେଶ୍ୱର ରାସ୍ତା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏମିତି ଏକ ଦୁଃଖଦ ଘଟଣା। ଦୁର୍ଘଟଣାରେ ଚାଲି ଯାଇଛି ଦୁଇଟି ଜୀବନ। ମୃତକମାନେ ହେଲେ ସାକ୍ଷୀଗୋପାଳ ହୋତା ସାହିର!-->…
ବାଇକ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍
କେନ୍ଦୁଝର : କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ପାଲଟିଲା ଡେଥ ଲାଇନ୍। ଜାତୀୟ ରାଜପଥର ଜଡିଚାତର ଗାଁ ନିକଟରେ ବାଇଟ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ!-->…
ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ
ଭବାନୀପାଟଣା: ନୂଆଁଖାଇ ଦିନ ଯୁବକଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହତ୍ୟା କରାଯାଇଥିବା ଯୁବକ ହେଉଛନ୍ତି ବଳଦିଆମାଲ ଗାଁର ମାନସ ମେହେର ।
ଭାଇରାଲ ହୋଇଥିବା ଭିଡିଓରେ ରାସ୍ତା ମଝିରେ ଦୁଇଟି ବାଇକ ଧକ୍କା ହେବା!-->!-->!-->…
ଦାଦା ବଟି ମାଗି ମୁଷା ଗିରଫ; ମହିଳାଙ୍କୁ ମାଗୁଥିଲା ମାସିକ ୫ହଜାର ଟଙ୍କା
ପୁରୀ: ଗିରଫ ହୋଇଛି ମୁଷା। ଧାର ଦେଇ ଟଙ୍କା ଫେରସ୍ତ ନେଲା ପରେ ଦାଦାବଟି ମାଗିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମିପ୍ରିୟା ବାରିକ ନାମକ ମହିଳା ମୁଷା ଠାରୁ ୩ହଜାର ଟଙ୍କା ଧାର୍ ନେଇଥିଲେ। ପରେ ୩ ମାସ ଭିତରେ ସେ ମୁଷାକୁ ଟଙ୍କା ଫେରାଇ ଦେଇଥିଲେ।
!-->!-->!-->…
ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା: ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ
କଟକ: ଜଣେ ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ ହୋଇଛନ୍ତି। ମହିଳା ଥାନା ପୁଲିସ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ଗିରଫ କରିଛି। ଅକ୍ଷୟଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିଲା। ଏତଲା କରିବା ଦିନ!-->…
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ଘଟଣା। ଶଙ୍ଖା ସିନ୍ଦୁର ଦାବିରେ ଗତକାଲିଠାରୁ ଧାରଣା ଦେଇ ପ୍ରେମିକା ବସି ରହିଥିବା ଦେଖିବାକୁ ମିଳିଛି। ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗାଁର ପ୍ରେମିକ ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ!-->…
ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା: ପତ୍ନୀ ଅପରାଜିତାଙ୍କୁ ଜେରା
କଟକ: ବହୁଚର୍ଚ୍ଚିତ କଟକ ପୋସ୍କୋ ଅଦାଲତ ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇଛି କମିଶନରେଟ କଟକ ପୋଲିସ୍। ମର୍କତ ନଗର ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା କୁ ମାଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲାରେ ରୁପାନ୍ତରିତ ହୋଇଥିବା ଜଣାପଡିଛି।ମୃତକ ଜଷ୍ଟିସ ସୁଵାସ!-->…
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଜାମିନ୍ ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ
ଭୁବନେଶ୍ୱର : ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ୨ ଜଣ!-->…